𝐑𝐀𝐉𝐀𝐍 𝐒𝐀𝐇𝐎𝐎 𝕏 🇮🇳𝕏(ରାଜନ୍ ସାହୁ) (@rajansahoo2001) 's Twitter Profile
𝐑𝐀𝐉𝐀𝐍 𝐒𝐀𝐇𝐎𝐎 𝕏 🇮🇳𝕏(ରାଜନ୍ ସାହୁ)

@rajansahoo2001

🙏A Service to Mankind, Service to God🙏, आदमी अपने नाम से नहीं,काम से पेहेचाना जाता है।
😊😊😀Always be Happy 😀😊😊 Social Worker tweets are personal

ID: 1242704889379078144

calendar_today25-03-2020 06:48:46

21,21K Tweet

384 Followers

2,2K Following

𝐑𝐀𝐉𝐀𝐍 𝐒𝐀𝐇𝐎𝐎 𝕏 🇮🇳𝕏(ରାଜନ୍ ସାହୁ) (@rajansahoo2001) 's Twitter Profile Photo

Suryabanshi Suraj Nityananda Gond Collector and District Magistrate, Angul Abdaal Akhtar | ଅବ୍ଦାଲ୍ ଅଖ୍.ତର୍ Sub-Collector & SDM Athamallik BJP Odisha CMO Odisha Dharmendra Pradhan EducationOdisha Higher Education Department, Govt. of Odisha 🇮🇳 Ministry of Education Nalini Kanta Pradhan upendra luha BDO ATHAMALLIK ChiefSecyOdisha ଆଠମଲ୍ଲିକ ଏନଏସି ୱାର୍ଡ -7 ଲିପ୍ତିଙ୍ଗା ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ,ପୁଲେଶ୍ୱେର ଏବେ ଅବ୍ୟବସ୍ଥା ଘେରରେ,ବର୍ଷାହେଲେ ଆଜବେଷ୍ଟ ରୁ ପାଣି ଗଳୁଚି,ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଶିକ୍ଷାଦାନ, ସ୍ଥାୟୀ ସମାଧାନ ପାଇଁ ଶିକ୍ଷାମନ୍ତ୍ରୀ Suryabanshi Suraj Nityananda Gond ଙ୍କୁ ଅନୁରୋଧ Collector and District Magistrate, Angul Abdaal Akhtar | ଅବ୍ଦାଲ୍ ଅଖ୍.ତର୍ Sub-Collector & SDM Athamallik

𝐑𝐀𝐉𝐀𝐍 𝐒𝐀𝐇𝐎𝐎 𝕏 🇮🇳𝕏(ରାଜନ୍ ସାହୁ) (@rajansahoo2001) 's Twitter Profile Photo

ପକ୍କା ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ସାନହୁଲା(ବନଘରା)ଠାରୁ ଦାମୋଦରପୁର ଭାୟା ବାଲିପଟା ରାସ୍ତା ଦୀର୍ଘବର୍ଷ ହେବ ଶୋଚନୀୟ ହୋଇପଡିଛି।ଏହି ରାସ୍ତା ଉପରେ 4ଟି ପଞ୍ଚାୟତର ଲୋକ ନିର୍ଭର କରନ୍ତି, ବର୍ଷାଦିନେ ଅନ୍ୟ ଏକ ରାସ୍ତା ଦେଇ 8 କିମି ବୁଲି ଯିବାକୁ ପଡ଼ିଥାଏ।ତେଣୁ ଏହି ରାସ୍ତାରେ ଏକ ପୋଲ ସହ ସବୁଦିନିଆ ପିଚୁ ରାସ୍ତା ଆବଶ୍ୟକ

ପକ୍କା ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି
ସାନହୁଲା(ବନଘରା)ଠାରୁ ଦାମୋଦରପୁର ଭାୟା ବାଲିପଟା ରାସ୍ତା ଦୀର୍ଘବର୍ଷ ହେବ ଶୋଚନୀୟ ହୋଇପଡିଛି।ଏହି ରାସ୍ତା ଉପରେ 4ଟି ପଞ୍ଚାୟତର ଲୋକ ନିର୍ଭର କରନ୍ତି, ବର୍ଷାଦିନେ ଅନ୍ୟ ଏକ ରାସ୍ତା ଦେଇ 8 କିମି ବୁଲି ଯିବାକୁ ପଡ଼ିଥାଏ।ତେଣୁ ଏହି ରାସ୍ତାରେ ଏକ ପୋଲ ସହ ସବୁଦିନିଆ ପିଚୁ ରାସ୍ତା ଆବଶ୍ୟକ
𝐑𝐀𝐉𝐀𝐍 𝐒𝐀𝐇𝐎𝐎 𝕏 🇮🇳𝕏(ରାଜନ୍ ସାହୁ) (@rajansahoo2001) 's Twitter Profile Photo

ମରଣଯନ୍ତା ଓଭରବ୍ରିଜ୍ ରାସ୍ତା ,8 ମାସ ପରେ ବି ପିଚୁ କାମ ସଂପୂର୍ଣ୍ଣ ହେଇପାରିଲା ନାହିଁ ଏଥି ପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ Collector Boudh East Coast Railway Ministry of Railways RailwaySeva DRMSambalpur Works Department, Odisha PWD Boudh Saroj Kumar Pradhan East Coast Railway

ଆଠମଲ୍ଲିକ ରୁ ମାଧପୁର ରାସ୍ତାରେ(sh 62)ଆଠମଲ୍ଲିକର ହୋଟେଲ ଫଗୁନପୁନି ଓ ପଶୁ ଚିକିତ୍ସାଳୟ ସାମ୍ନାରେ ବିରାଟ ଗର୍ତ୍ତ ସୃଷ୍ଟି ହେଲାଣି ଆଉକଣ ଲୋକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯାଇ ପ୍ରଶାସନ ଚେତିବ କି ସେହିପରି ଆଠମଲ୍ଲିକ word-1 ଅନ୍ତର୍ଗତ ପେଟ୍ରୋଲ ପମ୍ପ ସାମ୍ନାରେ ବି ବିରାଟ ଗର୍ତ୍ତ ସୃଷ୍ଟି ହେଇଛି ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ

ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ନାହାନ୍ତି ଗଣିତ ଶିକ୍ଷକ ବିଦ୍ୟାଳୟ ପରିସରରେ ନାହିଁ ପାନୀୟଜଳ ବ୍ୟବସ୍ଥା ସାମାନ୍ୟ ବର୍ଷା ହେଲେ 4 ଟି କଠରିରୁ 3 ଟି ପାଣି ଗଳୁଛି 20/5/2023 & 15/2/2025 ଏଥିପ୍ରତି ଦୃଷ୍ଟିଦେଇ ଯଥାଶୀଘ୍ର ଆବଶ୍ୟକୀୟ ଶିକ୍ଷକଙ୍କୁ ନିଯୁକ୍ତି ଓ ଭିତ୍ତିଭୂମି ଦୃଢ଼ କରିବାକୁ ଅନୁରୋଧ District Education Office, Angul Collector and District Magistrate, Angul Abdaal Akhtar | ଅବ୍ଦାଲ୍ ଅଖ୍.ତର୍

ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ନାହାନ୍ତି ଗଣିତ ଶିକ୍ଷକ
ବିଦ୍ୟାଳୟ ପରିସରରେ ନାହିଁ ପାନୀୟଜଳ ବ୍ୟବସ୍ଥା
ସାମାନ୍ୟ ବର୍ଷା ହେଲେ 4 ଟି କଠରିରୁ 3 ଟି ପାଣି ଗଳୁଛି
20/5/2023 & 15/2/2025
ଏଥିପ୍ରତି ଦୃଷ୍ଟିଦେଇ ଯଥାଶୀଘ୍ର ଆବଶ୍ୟକୀୟ ଶିକ୍ଷକଙ୍କୁ ନିଯୁକ୍ତି ଓ ଭିତ୍ତିଭୂମି ଦୃଢ଼ କରିବାକୁ ଅନୁରୋଧ District Education Office, Angul Collector and District Magistrate, Angul Abdaal Akhtar | ଅବ୍ଦାଲ୍ ଅଖ୍.ତର୍
𝐑𝐀𝐉𝐀𝐍 𝐒𝐀𝐇𝐎𝐎 𝕏 🇮🇳𝕏(ରାଜନ୍ ସାହୁ) (@rajansahoo2001) 's Twitter Profile Photo

ଯଥାଶୀଘ୍ର ବିକଳାଙ୍ଗ ବାଉରୀ ବେହେରା ଙ୍କ ର ତିନି ମାସ ର ଭତ୍ତା ଦେବା ସହ ଆଗାମୀ ଦିନରେ ତାଙ୍କ ଘରେ ନେଇ ଭତ୍ତା ଟଙ୍କା ଦେଇ ଆସିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଅନୁରୋଧ SSEPD Collector Boudh CMO Odisha Saroj Kumar Pradhan BDO HARABHANGA Boudh DSSO Mohan Charan Majhi ChiefSecyOdisha Anu Garg