ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ (SJSSA) (@sjssa_odisha) 's Twitter Profile
ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ (SJSSA)

@sjssa_odisha

॥ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ॥
#SaveJagannathSanskruti

ID: 1410142162025472002

calendar_today30-06-2021 07:44:44

915 Tweet

611 Followers

16 Following

Pratyush Debasish । ପ୍ରତ୍ୟୁଷ ଦେବାଶିଷ (@inkofpratyush) 's Twitter Profile Photo

ଜଗତ ବିଧାତାଙ୍କ ନିଜ ଘର ଭାଙ୍ଗି, କରୁଛନ୍ତି ଖାଲି ସ୍ଵାର୍ଥ ନୀତି, ଲଗାମ ପଡିନି ଆମ ହାତରେ, ପ୍ରତିରୋଧ ହେବ ସାରା ବିଶ୍ୱରେ। ଜୟ ଜଗନ୍ନାଥ #SaveShreemandirPuri

ଜଗତ ବିଧାତାଙ୍କ ନିଜ ଘର ଭାଙ୍ଗି,
କରୁଛନ୍ତି ଖାଲି ସ୍ଵାର୍ଥ ନୀତି,
ଲଗାମ ପଡିନି ଆମ ହାତରେ,
ପ୍ରତିରୋଧ ହେବ ସାରା ବିଶ୍ୱରେ।
ଜୟ ଜଗନ୍ନାଥ
#SaveShreemandirPuri
ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ (SJSSA) (@sjssa_odisha) 's Twitter Profile Photo

ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ାରେ ଆଜି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ BDO ଙ୍କୁ ଦାବିପତ୍ର ପ୍ରଦାନ କରାଗଲା। ଆମେ ଓଡ଼ିଆ - ଶ୍ରୀଜଗନ୍ନାଥ ଆମ ପରିଚୟ । ଜୟ ଜଗନ୍ନାଥ 🙏🏻 #SaveShreemandirPuri

ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ାରେ  ଆଜି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ BDO ଙ୍କୁ ଦାବିପତ୍ର ପ୍ରଦାନ କରାଗଲା।
ଆମେ ଓଡ଼ିଆ - ଶ୍ରୀଜଗନ୍ନାଥ ଆମ ପରିଚୟ । 
ଜୟ ଜଗନ୍ନାଥ 🙏🏻
#SaveShreemandirPuri
Swadhin Sundar Das (@swadhin_sundar) 's Twitter Profile Photo

ଜୟ ଜଗନ୍ନାଥ ଶ୍ରୀକ୍ଷେତ୍ର ଧାମ ପୁରୀ ଶ୍ରୀମନ୍ଦିରର ପାର୍ଶ୍ଵରେ ଚାଲିଥିବା ବେ ଆଇନ ଖନନ କାର୍ଯ୍ୟକୁ ରାଜ୍ୟ ସରକାର ତୁରନ୍ତ ବନ୍ଦ କରିବା ଦାବିରେ, ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ, ଭଦ୍ରକ ନଗର ପ୍ରଖଣ୍ଡ ତରଫରୁ ଭଦ୍ରକ ବ୍ଲକ ସମ୍ମୁଖରେ ଗଣଧାରଣା @SaveShreemandir Vishva Hindu Parishad -VHP Pt. Mahesh Sahu CMO Odisha MoSarkar 5T District Administration,Bhadrak

Debiprasad (@asklipun) 's Twitter Profile Photo

Happiness is meeting with Sangha, VHP, and Bajrang dal officials. Sharing ideas and vision is always appreciated in Sangh and its others child organizations. #SaveShreemandirPuri

Happiness is meeting with Sangha, VHP, and Bajrang dal officials.
Sharing ideas and vision is always appreciated in Sangh and its others child organizations.  #SaveShreemandirPuri
ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ (SJSSA) (@sjssa_odisha) 's Twitter Profile Photo

ଶ୍ରୀମନ୍ଦିର ହେଉଛି ଆମ ପୂର୍ବପୁରୁଷ ମାନଙ୍କର ଆମପ୍ରତି ଏକ ଅମୁଲ୍ୟ ଉପହାର, ଯାହାକୁ ପରପୀଢ଼ିକୁ ପହଞ୍ଚାଇବାର ଦାୟିତ୍ୱ ଆମର। ଏହାର ସୁରକ୍ଷା ଓ ସଂରକ୍ଷଣ ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ। ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ତରଫରୁ ଆଜି ଭଦ୍ରକ ଜିଲ୍ଲାର ବାସୁଦେବପୂର୍ ବ୍ଲକ ଆଗରେ ଧାରଣା ଦେଲେ ଜଗନ୍ନାଥପ୍ରେମୀ। #SaveShreemandirPuri

ଶ୍ରୀମନ୍ଦିର ହେଉଛି ଆମ ପୂର୍ବପୁରୁଷ ମାନଙ୍କର ଆମପ୍ରତି ଏକ ଅମୁଲ୍ୟ ଉପହାର, ଯାହାକୁ ପରପୀଢ଼ିକୁ ପହଞ୍ଚାଇବାର ଦାୟିତ୍ୱ ଆମର। ଏହାର ସୁରକ୍ଷା ଓ ସଂରକ୍ଷଣ ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ। ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ତରଫରୁ ଆଜି ଭଦ୍ରକ ଜିଲ୍ଲାର ବାସୁଦେବପୂର୍ ବ୍ଲକ ଆଗରେ ଧାରଣା ଦେଲେ ଜଗନ୍ନାଥପ୍ରେମୀ।

#SaveShreemandirPuri
ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ (SJSSA) (@sjssa_odisha) 's Twitter Profile Photo

ମୁଁ ଓଡ଼ିଆ ପ୍ରଭୁ ଶ୍ରୀଜଗନ୍ନାଥ ମୋ ପରିଚୟ ହିନ୍ଦୁ ଜାଗରଣ ମଞ୍ଚ କଟକରେ ଏକ ଜନ ଜାଗରଣ ବୈଠକ ଅନୁଷ୍ଠିତ ହୋଇଛି ଏଥିରେ ସ୍ଥାନୀୟ ଅଞ୍ଚଳର ଯୁବକ,ବୁଦ୍ଧିଜୀବିମାନେ ଉପସ୍ଥିତ ରହି ସମସ୍ତ ଓଡ଼ିଆଙ୍କୁ ଯୋଡି ହେବା ପାଇଁ ଅନୁରୋଧ କରିଲେ ଏ ବିଧର୍ମୀ ମାନଙ୍କ ବିରୋଧରେ ଏକ ହୋଇ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ୱାନ ଦେଲେ। #SaveShreemandirPuri

ମୁଁ ଓଡ଼ିଆ ପ୍ରଭୁ ଶ୍ରୀଜଗନ୍ନାଥ ମୋ ପରିଚୟ
ହିନ୍ଦୁ ଜାଗରଣ ମଞ୍ଚ କଟକରେ ଏକ ଜନ ଜାଗରଣ ବୈଠକ ଅନୁଷ୍ଠିତ ହୋଇଛି ଏଥିରେ ସ୍ଥାନୀୟ ଅଞ୍ଚଳର ଯୁବକ,ବୁଦ୍ଧିଜୀବିମାନେ ଉପସ୍ଥିତ ରହି ସମସ୍ତ ଓଡ଼ିଆଙ୍କୁ ଯୋଡି ହେବା ପାଇଁ ଅନୁରୋଧ କରିଲେ ଏ ବିଧର୍ମୀ ମାନଙ୍କ ବିରୋଧରେ ଏକ ହୋଇ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ୱାନ ଦେଲେ।
#SaveShreemandirPuri
A P Subhakanta (@zubun98) 's Twitter Profile Photo

#SaveShreemandirPuri ଗତବର୍ଷ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ସପକ୍ଷରେ ନିଷ୍ପତ୍ତି ନେବାର ସପ୍ତାହକ ଭିତରେ କେମିତି ସମାନ ବେଞ୍ଚ ଠିକ୍ ଓଲଟା ରାୟ ଦେଇଥିଲେ, ସମସ୍ତଙ୍କର ମନେଥିବ। ତେଣୁ ଆଜିର ରାୟ ଦ୍ଵାରା ପ୍ରଭାବିତ ନ ହୋଇ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆଗକୁ ଆସନ୍ତୁ ଏବଂ ଓଡ଼ିଆ ଅସ୍ମିତାର ଏ ଲଢେଇରେ ନିଜକୁ ସାମିଲ କରନ୍ତୁ।

#SaveShreemandirPuri
ଗତବର୍ଷ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ସପକ୍ଷରେ ନିଷ୍ପତ୍ତି ନେବାର ସପ୍ତାହକ ଭିତରେ କେମିତି ସମାନ ବେଞ୍ଚ ଠିକ୍ ଓଲଟା ରାୟ ଦେଇଥିଲେ, ସମସ୍ତଙ୍କର ମନେଥିବ। ତେଣୁ ଆଜିର ରାୟ ଦ୍ଵାରା ପ୍ରଭାବିତ ନ ହୋଇ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆଗକୁ ଆସନ୍ତୁ ଏବଂ ଓଡ଼ିଆ ଅସ୍ମିତାର ଏ ଲଢେଇରେ ନିଜକୁ ସାମିଲ କରନ୍ତୁ।
ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ (SJSSA) (@sjssa_odisha) 's Twitter Profile Photo

ଶ୍ରୀମନ୍ଦିର ହେଉଛି ଆମ ପୂର୍ବପୁରୁଷ ମାନଙ୍କର ଆମପ୍ରତି ଏକ ଅମୁଲ୍ୟ ଉପହାର, ଯାହାକୁ ପରପୀଢ଼ିକୁ ପହଞ୍ଚାଇବାର ଦାୟିତ୍ୱ ଆମର। ଏହାର ସୁରକ୍ଷା ଓ ସଂରକ୍ଷଣ ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ। ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ତରଫରୁ ଆଜି କନ୍ଧମାଳ ଜିଲ୍ଲାର ଖଜୁରୀପଦା ବ୍ଲକ ଆଗରେ ଧାରଣା ଦେଲେ ଜଗନ୍ନାଥପ୍ରେମୀ। #SaveShreemandirPuri

ଶ୍ରୀମନ୍ଦିର ହେଉଛି ଆମ ପୂର୍ବପୁରୁଷ ମାନଙ୍କର ଆମପ୍ରତି ଏକ ଅମୁଲ୍ୟ ଉପହାର, ଯାହାକୁ ପରପୀଢ଼ିକୁ ପହଞ୍ଚାଇବାର ଦାୟିତ୍ୱ ଆମର। ଏହାର ସୁରକ୍ଷା ଓ ସଂରକ୍ଷଣ ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ। ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ତରଫରୁ ଆଜି କନ୍ଧମାଳ ଜିଲ୍ଲାର ଖଜୁରୀପଦା ବ୍ଲକ ଆଗରେ ଧାରଣା ଦେଲେ ଜଗନ୍ନାଥପ୍ରେମୀ।

#SaveShreemandirPuri
Debiprasad (@asklipun) 's Twitter Profile Photo

He is the Sitting MP of puri & Lawyer who fought the case for Odisha Govt in SC. After yesterday's verdict of the supreme court in a press conference, he is saying his leader NP's Govt has the vision to convert puri into Vatican City. #SaveShreemandirPuri

ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ (SJSSA) (@sjssa_odisha) 's Twitter Profile Photo

ଗଜପତି ଜିଲ୍ଲା ନୂଆଗଡ ବ୍ଲକରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ BDO ଙ୍କୁ ଦାବିପତ୍ର ପ୍ରଦାନ କରାଗଲା। ଆମେ ଓଡ଼ିଆ - ଶ୍ରୀଜଗନ୍ନାଥ ଆମ ପରିଚୟ । ଜୟ ଜଗନ୍ନାଥ #SaveShreemandirPuri

ଗଜପତି ଜିଲ୍ଲା ନୂଆଗଡ ବ୍ଲକରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ BDO ଙ୍କୁ ଦାବିପତ୍ର ପ୍ରଦାନ କରାଗଲା।
ଆମେ ଓଡ଼ିଆ - ଶ୍ରୀଜଗନ୍ନାଥ ଆମ ପରିଚୟ । 
ଜୟ ଜଗନ୍ନାଥ
#SaveShreemandirPuri
ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ (SJSSA) (@sjssa_odisha) 's Twitter Profile Photo

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ BDO ଙ୍କୁ ଦାବିପତ୍ର ପ୍ରଦାନ କରାଗଲା। ଆମେ ଓଡ଼ିଆ - ଶ୍ରୀଜଗନ୍ନାଥ ଆମ ପରିଚୟ । ଜୟ ଜଗନ୍ନାଥ #SaveShreemandirPuri

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ BDO ଙ୍କୁ ଦାବିପତ୍ର ପ୍ରଦାନ କରାଗଲା।
ଆମେ ଓଡ଼ିଆ - ଶ୍ରୀଜଗନ୍ନାଥ ଆମ ପରିଚୟ । 
ଜୟ ଜଗନ୍ନାଥ
#SaveShreemandirPuri
ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ (SJSSA) (@sjssa_odisha) 's Twitter Profile Photo

ଗଜପତି ଜିଲ୍ଲା ମୋହନା ବ୍ଲକରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ BDO ଙ୍କୁ ଦାବିପତ୍ର ପ୍ରଦାନ କରାଗଲା। ଆମେ ଓଡ଼ିଆ - ଶ୍ରୀଜଗନ୍ନାଥ ଆମ ପରିଚୟ । ଜୟ ଜଗନ୍ନାଥ #SaveShreemandirPuri

ଗଜପତି ଜିଲ୍ଲା ମୋହନା ବ୍ଲକରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ BDO ଙ୍କୁ ଦାବିପତ୍ର ପ୍ରଦାନ କରାଗଲା।
ଆମେ ଓଡ଼ିଆ - ଶ୍ରୀଜଗନ୍ନାଥ ଆମ ପରିଚୟ । 
ଜୟ ଜଗନ୍ନାଥ
#SaveShreemandirPuri
ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ (SJSSA) (@sjssa_odisha) 's Twitter Profile Photo

ସାଦର ନମସ୍କାର | ଆସନ୍ତା ତା ୨୦.୦୬.୨୦୨୨ ରିଖ ସୋମବାର ସନ୍ଧ୍ୟା ୬ ଘଟିକା ସମୟରେ 'ପରିକ୍ରମା ପ୍ରକଳ୍ପ ଓ ଶ୍ରୀମନ୍ଦିର ସୁରକ୍ଷା' ପ୍ରସଙ୍ଗକୁ ନେଇ ଏକ ବୁଦ୍ଧିଜୀବୀ ସଂଗୋଷ୍ଠୀ, ଇଡ଼କଲ ଅଡିଟୋରିୟମ, ଭୁବନେଶ୍ୱର ଠାରେ ଆୟୋଜନ କରାଯାଇଅଛି | ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଶେଷ ଅନୁରୋଧ | #SaveShreemandirPuri

ସାଦର ନମସ୍କାର | 
ଆସନ୍ତା ତା ୨୦.୦୬.୨୦୨୨ ରିଖ ସୋମବାର ସନ୍ଧ୍ୟା ୬ ଘଟିକା ସମୟରେ 'ପରିକ୍ରମା ପ୍ରକଳ୍ପ ଓ ଶ୍ରୀମନ୍ଦିର ସୁରକ୍ଷା' ପ୍ରସଙ୍ଗକୁ ନେଇ ଏକ ବୁଦ୍ଧିଜୀବୀ ସଂଗୋଷ୍ଠୀ, ଇଡ଼କଲ ଅଡିଟୋରିୟମ, ଭୁବନେଶ୍ୱର ଠାରେ ଆୟୋଜନ କରାଯାଇଅଛି | ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଶେଷ ଅନୁରୋଧ |
#SaveShreemandirPuri
ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ (SJSSA) (@sjssa_odisha) 's Twitter Profile Photo

ଆଜି ସନ୍ଧ୍ୟା ୬ଘଟିକାରେ'ପରିକ୍ରମା ପ୍ରକଳ୍ପ ଓ ଶ୍ରୀମନ୍ଦିର ସୁରକ୍ଷା'ପ୍ରସଙ୍ଗକୁ ନେଇ ଏକ ବୁଦ୍ଧିଜୀବୀ ସଂଗୋଷ୍ଠୀ,ଭାରତୀୟ ବିଦ୍ୟା ଭବନ,ଭୁବନେଶ୍ୱର ଠାରେ ଆୟୋଜନ ହୋଇଯାଇଛି|କାର୍ଯ୍ୟକ୍ରମରେ ପୂଜ୍ୟ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ୱତୀ,ରାଜାରାମ ଶତପଥୀ,ଅନୀଲ ଧୀର,ସଂଗ୍ରାମ ପଟ୍ଟନାୟକ,ପ୍ରଫୁଲ୍ଲ ମିଶ୍ର ଯୋଗ ଦେଇ ନିଜର ଅଭିଭାଷଣ ଉପସ୍ଥାପନ କଲେ।

ସଂସ୍କୃତିକୁ ବାଦ ଦେଇ ବିକାଶ ଅସମ୍ଭବ।ନିଜର ସଂସ୍କୃତି ଓ ଐିତିହ୍ୟକୁ ସୁରକ୍ଷା ଦେବା ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ।ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ତରଫରୁ ଭାରତୀୟ ବିଦ୍ୟାଭବନରେ ଅନୁଷ୍ଠିତ 'ପରିକ୍ରମା ପ୍ରକଳ୍ପ ଓ ଶ୍ରୀମନ୍ଦିର ସୁରକ୍ଷା' ପ୍ରସଙ୍ଗକୁ ନେଇ ଆୟୋଜିତ ବୁଦ୍ଧିଜୀବୀ ସଂଗୋଷ୍ଠୀ ସମ୍ମିଳନୀରେ ବକ୍ତାଙ୍କ ଆହ୍ୱାନ।