Pratyush Debasish । ପ୍ରତ୍ୟୁଷ ଦେବାଶିଷ (@inkofpratyush) 's Twitter Profile
Pratyush Debasish । ପ୍ରତ୍ୟୁଷ ଦେବାଶିଷ

@inkofpratyush

ସାହିତ୍ଯ ହିଁ ମୁକ୍ତିର ପଥ। 🙏

ID: 1131197815202304000

calendar_today22-05-2019 13:59:10

1,1K Tweet

460 Followers

1,1K Following

Pratyush Debasish । ପ୍ରତ୍ୟୁଷ ଦେବାଶିଷ (@inkofpratyush) 's Twitter Profile Photo

ଆମ ସମବୟସ୍କ କବି, ଲେଖକମାନଙ୍କ ସାହିତ୍ୟ ସାଧନା ପ୍ରତି ଆନୁଗତ୍ୟ ବଢ଼ିବାରେ ଏହିପରି କିଛି ପ୍ରବନ୍ଧ ପୁସ୍ତକମାନଙ୍କ ସ୍କୁଲ ସ୍ତରରୁ ଅଧ୍ୟୟନ ହିଁ ମୁଖ୍ୟ ଭୂମିକା ଥିଲା। 🫠

ଆମ ସମବୟସ୍କ କବି, ଲେଖକମାନଙ୍କ ସାହିତ୍ୟ ସାଧନା ପ୍ରତି ଆନୁଗତ୍ୟ ବଢ଼ିବାରେ ଏହିପରି କିଛି ପ୍ରବନ୍ଧ ପୁସ୍ତକମାନଙ୍କ ସ୍କୁଲ ସ୍ତରରୁ ଅଧ୍ୟୟନ ହିଁ ମୁଖ୍ୟ ଭୂମିକା ଥିଲା। 🫠
Tapas ranjan behera (@papputapas) 's Twitter Profile Photo

ଶବ୍ଦ ହିଁ ବିଷ ଶବ୍ଦ ହିଁ ଅମୃତ ଶବ୍ଦ ହିଁ ଭୟ ଶବ୍ଦ ହିଁ ସାହସ ଶବ୍ଦ ହିଁ ଅଶାନ୍ତି ଶବ୍ଦ ହିଁ ଶାନ୍ତି ଶବ୍ଦ ହିଁ ଘୃଣା ଶବ୍ଦ ହିଁ ପ୍ରେମ ଶବ୍ଦ ହିଁ ଶତ୍ରୁ ଶବ୍ଦ ହିଁ ମିତ୍ର ଶବ୍ଦ ଏକ ସୀମାହୀନ ଶକ୍ତି ଶବ୍ଦ ହିଁ ବ୍ରହ୍ମ

Pratyush Debasish । ପ୍ରତ୍ୟୁଷ ଦେବାଶିଷ (@inkofpratyush) 's Twitter Profile Photo

ଫେରିବାର କିଛି ସମୟ ପରେ ଗ୍ରହଣ ଲାଗେ ବୋଲି କଳା ଟିକାଟିଏ ଲଗାଏ, ଯିବାର ବିଚ୍ଛେଦ ପୂର୍ବରୁ ମନ ନ ଲାଗେ ବୋଲି ପୋଷା ବିଲେଇଟିଏ ହୋଇଯାଏ, ହେଲେ, ଆଜି ନା ଅଛି ସଙ୍ଗମ ନା ବିଚ୍ଛେଦ ଅନ୍ଧ ଏବଂ ବିଶ୍ଵାସକୁ ଫାଶିରେ ଝୁଲାଇ ଦେଇଥାଏ।

Pratyush Debasish । ପ୍ରତ୍ୟୁଷ ଦେବାଶିଷ (@inkofpratyush) 's Twitter Profile Photo

କପାଳେ ରେଖାର ଅବିର ଚକ୍‌ମକ୍ ହୁଏ ଖଣ୍ଡା ବାରୁଦ ସାରା ଆକାଶ ପଡିଯାଏ ଯେବେ ବାସହରା ହୁଏ ମେଘଖଣ୍ଡ ଖୋଜିବୁଲେ ଲୁଚେଇବାକୁ, ନିଜ ନୁଖୁରା ମୁଣ୍ଡ ଆଉ ଉଲଗ୍ନ ତନୁକୁ , ସାରା ପ୍ରଶ୍ନ କୋଳାଗ୍ରତ କରେ ସେ ନୁହଁ ଆତତାୟୀ ମୋ ଯୌବନକୁ ।

Rajesh Tripathy (@rajeshktripathy) 's Twitter Profile Photo

#ଚଳଚିତ୍ର #ସମୀକ୍ଷା 🌜ଜହ୍ନ ରାତିର ସାଥୀ🌛 #ଜହ୍ନ_ରାତିର_ସାଥୀ ଚଳଚିତ୍ର ଭାଈ Ajaya Kumar Rout ଙ୍କ ପ୍ରଥମ ପ୍ରଯୋଜନା ହୋଇଥିଲେ ବି ମହ ମହ ଓଡ଼ିଆ ବାସୁଥିବା ଗାଁ ଦାଣ୍ଡ ଧୂଳି, ଗୋବର ଲିପା ମାଟି ଘର, ମୋଟା ମୋଟା ଲୁହା କଣ୍ଟା ପିଟା ସତୁରୀ ଦଶକ ଘର କବାଟ, ସାଆନ୍ତ ଘରର କାଠ ଚୌକି , କାଠ ଆଲମିରା, ଟିଣ ବାକ୍ସ,ଭଣ୍ଡାର ଘର ଓ ଭାଗବତ ଟୁଙ୍ଗି

#ଚଳଚିତ୍ର #ସମୀକ୍ଷା 🌜ଜହ୍ନ ରାତିର ସାଥୀ🌛

#ଜହ୍ନ_ରାତିର_ସାଥୀ ଚଳଚିତ୍ର ଭାଈ Ajaya Kumar Rout ଙ୍କ ପ୍ରଥମ ପ୍ରଯୋଜନା ହୋଇଥିଲେ ବି ମହ ମହ ଓଡ଼ିଆ ବାସୁଥିବା ଗାଁ ଦାଣ୍ଡ ଧୂଳି, ଗୋବର ଲିପା ମାଟି ଘର, ମୋଟା ମୋଟା ଲୁହା କଣ୍ଟା ପିଟା ସତୁରୀ ଦଶକ ଘର କବାଟ, ସାଆନ୍ତ ଘରର କାଠ ଚୌକି , କାଠ ଆଲମିରା, ଟିଣ ବାକ୍ସ,ଭଣ୍ଡାର ଘର ଓ ଭାଗବତ ଟୁଙ୍ଗି
Pratyush Debasish । ପ୍ରତ୍ୟୁଷ ଦେବାଶିଷ (@inkofpratyush) 's Twitter Profile Photo

ତୁମ ଗାଁ ଆଡ଼େ ଯାଏ, ସ୍କୁଲ୍ ଯିବା ରାସ୍ତାରେ ଅନାଇ ବସେ, ସବୁ ଦିନ ତୁମକୁ ନିରିଖି ଦେଖେ, ତୁମ ସାଙ୍ଗମାନଙ୍କୁ ଆପଣା କରିବାକୁ କେବେ ଦିଏ ଚକଲେଟ ତ କେବେ ଦହିବରା, ଏବେ ତୁମେ ଆଉ କାହାର ହେଲେ, ସେହି ଦୁଃଖ ମାରିବାକୁ ତୁମ ସଙ୍ଗିନୀଗଣ ହୁଅନ୍ତି ମୋ ପ୍ରତ୍ୟେକ ରାତିର ପ୍ରେମିକା ।

ତୁମ ଗାଁ ଆଡ଼େ ଯାଏ,
ସ୍କୁଲ୍ ଯିବା ରାସ୍ତାରେ ଅନାଇ ବସେ,
ସବୁ ଦିନ ତୁମକୁ ନିରିଖି ଦେଖେ,
ତୁମ ସାଙ୍ଗମାନଙ୍କୁ ଆପଣା କରିବାକୁ
କେବେ ଦିଏ ଚକଲେଟ ତ କେବେ ଦହିବରା,
ଏବେ ତୁମେ ଆଉ କାହାର
ହେଲେ,
ସେହି ଦୁଃଖ ମାରିବାକୁ
ତୁମ ସଙ୍ଗିନୀଗଣ
ହୁଅନ୍ତି ମୋ ପ୍ରତ୍ୟେକ ରାତିର ପ୍ରେମିକା ।
Avilash Panda (𝙈𝙤𝙙𝙞 𝙆𝙖 𝙋𝙖𝙧𝙞𝙫𝙖𝙧) (@pandaavilash) 's Twitter Profile Photo

ମୋତେ ବିଶ୍ୱର ସର୍ବବୃହତ୍ ରାଜନୈତିକ ଦଳ BJP Odisha ର ଓଡିଶା ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଭାବେ ଦାୟିତ୍ୱ ଦେଇଥ‌ିବାରୁ ମାନନୀୟ ରାଜ୍ୟ ସଭାପତି ଶ୍ରୀ Manmohan Samal ଭାଇ, ରାଜ୍ୟ ସଂଗଠନ ସଂପାଦକ ଶ୍ରୀ Manas Kumar Mohanty ଭାଇ, କେନ୍ଦ୍ରମନ୍ତ୍ରୀ Dharmendra Pradhan ମହୋଦୟ,ଶ୍ରୀ Ashwini Vaishnaw ମହୋଦୟ,ଶ୍ରୀ Bishweswar Tudu ମହୋଦୟ,

ମୋତେ ବିଶ୍ୱର ସର୍ବବୃହତ୍ ରାଜନୈତିକ ଦଳ BJP Odisha ର ଓଡିଶା ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଭାବେ ଦାୟିତ୍ୱ ଦେଇଥ‌ିବାରୁ ମାନନୀୟ ରାଜ୍ୟ ସଭାପତି ଶ୍ରୀ Manmohan Samal ଭାଇ, ରାଜ୍ୟ ସଂଗଠନ ସଂପାଦକ ଶ୍ରୀ Manas Kumar Mohanty ଭାଇ, କେନ୍ଦ୍ରମନ୍ତ୍ରୀ Dharmendra Pradhan ମହୋଦୟ,ଶ୍ରୀ Ashwini Vaishnaw ମହୋଦୟ,ଶ୍ରୀ Bishweswar Tudu ମହୋଦୟ,
Pratyush Debasish । ପ୍ରତ୍ୟୁଷ ଦେବାଶିଷ (@inkofpratyush) 's Twitter Profile Photo

ମୋ ଚା' ଗ୍ଲାସ୍ ଆଉ ତୁମେ... ଉଭୟ ମୋ ନିସ୍ଵ ସମୟର ଶ୍ଵାସ, ଅଳସ ସକାଳ ଅଧୁଆ ସ୍ପର୍ଶ ଆଉ ସଞ୍ଜବେଳାର କ୍ଳାନ୍ତି ଉପଶମ।

Pratyush Debasish । ପ୍ରତ୍ୟୁଷ ଦେବାଶିଷ (@inkofpratyush) 's Twitter Profile Photo

#NayaJammuKashmir We are determined to ensure that the fruits of progress reach you and extend their benefits to the most vulnerable and marginalised sections of our society who suffered due to Article 370. - PM Modi

Pratyush Debasish । ପ୍ରତ୍ୟୁଷ ଦେବାଶିଷ (@inkofpratyush) 's Twitter Profile Photo

ଆଉ ପାରୁନି.. ଆଉ ପାରୁନି କଲମ ଧରି ତୁମକୁ ଆଉ ମତେ ଏକାଠି କରି, ଆଉ ପାରୁନି କାଗଜ ଖୋଲି ଯଦି ପୁରୁଣା କବିତା ସବୁ ତୁମ ପରି ଯିବେ ଚାଲି?

Pratyush Debasish । ପ୍ରତ୍ୟୁଷ ଦେବାଶିଷ (@inkofpratyush) 's Twitter Profile Photo

ବଦଳୁଛି ଓଡ଼ିଶା, ବଦଳୁଛି ଭାରତ। ଓଡ଼ିଶାରେ ନିର୍ମାଣ ହୋଇଛି Badminton High Performance center.

Pratyush Debasish । ପ୍ରତ୍ୟୁଷ ଦେବାଶିଷ (@inkofpratyush) 's Twitter Profile Photo

ମୂର୍ତ୍ତି ଦେହେ କମାଣ ବାଜେ ମୋ ଦେହେ ପାଦ ଘସେ ମୁରୁକି ହସି ତାଚ୍ଛଲ୍ୟ କରେ ପଥର ମତେ ଗୋଡ଼ରେ ଚିପି ଯାଇଛ ବୋଲି ପ୍ରାପ୍ତି କରୁଛ ଆଜି ଈଶ୍ୱର।

Satyananda Panigrahi 🕉️ (ହିନ୍ଦୁ,सनातनी,HINDU) (@satyapani91) 's Twitter Profile Photo

ମୁଁ ନୁହେଁ ବଡ଼ ଭକ୍ତ ନା ମୋର ପୂଜା ଶକ୍ତି ତୁମେ ଦେଖ ମୋ ହୃଦୟ ଏଠି ଅଛି ଶୁଦ୍ଧ ଭକ୍ତି !! ଜଗନ୍ନାଥ ମୋ ନାଥ ଦିନ ରାତି ଥାଅ ମୋ ସାଥେ ମୋ ହୃଦୟେ ବସି ରୁହ ଦୁଃଖ କଷ୍ଟ ସବୁ ଦୂର କର !! ଜୟ ଜଗନ୍ନାଥ 🙏🏻🙏🏻

ମୁଁ ନୁହେଁ ବଡ଼ ଭକ୍ତ
ନା ମୋର ପୂଜା ଶକ୍ତି
ତୁମେ ଦେଖ ମୋ ହୃଦୟ
ଏଠି ଅଛି ଶୁଦ୍ଧ ଭକ୍ତି !!

ଜଗନ୍ନାଥ ମୋ ନାଥ
ଦିନ ରାତି ଥାଅ ମୋ ସାଥେ
ମୋ ହୃଦୟେ ବସି ରୁହ
ଦୁଃଖ କଷ୍ଟ ସବୁ ଦୂର କର !!

ଜୟ ଜଗନ୍ନାଥ 🙏🏻🙏🏻