Pt. Mahesh Sahu (@ptmaheshsahu) 's Twitter Profile
Pt. Mahesh Sahu

@ptmaheshsahu

General Secretary Vishva Hindu Parishad, Odisha pradesh. Social reformer /Spiritual speaker

ID: 1346076379373215746

linkhttps://www.facebook.com/ptmaheshsahu/ calendar_today04-01-2021 12:50:30

636 Tweet

106 Followers

93 Following

Pt. Mahesh Sahu (@ptmaheshsahu) 's Twitter Profile Photo

ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଶ୍ରୀ ରଘୁନାଥ ମଠରେ ଅତିବିଷ୍ଣୁ ମହାଯଜ୍ଞ ଶ୍ରୀରାମ ଚରିତ ମାନସ ପାରାୟଣ ପ୍ରବଚନ ଧର୍ମ ସଭାରେ ସମ୍ମାନିତ ବକ୍ତା ରୂପେ ଯୋଗ ଦେଇ ନିଜର ବିଚାର ରଖିଲି 🙏🙏

ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଶ୍ରୀ ରଘୁନାଥ ମଠରେ ଅତିବିଷ୍ଣୁ
ମହାଯଜ୍ଞ ଶ୍ରୀରାମ ଚରିତ ମାନସ ପାରାୟଣ ପ୍ରବଚନ ଧର୍ମ ସଭାରେ
ସମ୍ମାନିତ ବକ୍ତା ରୂପେ ଯୋଗ ଦେଇ ନିଜର ବିଚାର ରଖିଲି 🙏🙏
Pt. Mahesh Sahu (@ptmaheshsahu) 's Twitter Profile Photo

ଆଜି ଭାରତୀୟ ପ୍ରଶାସନିକ ସେବାର ପରୀକ୍ଷାରେ ସାରା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଅନୁଗୋଳର ସୁପୁତ୍ର ଅନିମେଷ ପ୍ରଧାନ ନିଜର ସାଧନା ବଳରେ ସଫଳତା ହାସଲ କରି ଓଡିଶାକୁ ଗୌରବ ଆଣିଛନ୍ତି ଆମେ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହିତ ମଙ୍ଗଳ କାମନା କଲୁ ମହାପ୍ରଭୁ ତାଙ୍କ ଚଲାପଥ କୁସୁମିତ କରନ୍ତୁ 🙏🙏

ଆଜି ଭାରତୀୟ ପ୍ରଶାସନିକ ସେବାର ପରୀକ୍ଷାରେ ସାରା ଦେଶରେ
ଦ୍ୱିତୀୟ ସ୍ଥାନ ଅଧିକାର କରି ଅନୁଗୋଳର ସୁପୁତ୍ର ଅନିମେଷ ପ୍ରଧାନ
ନିଜର ସାଧନା ବଳରେ ସଫଳତା ହାସଲ କରି ଓଡିଶାକୁ ଗୌରବ
ଆଣିଛନ୍ତି ଆମେ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହିତ ମଙ୍ଗଳ
କାମନା କଲୁ ମହାପ୍ରଭୁ ତାଙ୍କ ଚଲାପଥ କୁସୁମିତ କରନ୍ତୁ 🙏🙏
Pt. Mahesh Sahu (@ptmaheshsahu) 's Twitter Profile Photo

ଅନୁଗୋଳ ଜିଲ୍ଲାର ବାଳୁଅକଟା ନିତ୍ୟ ସତସଙ୍ଗ ସମିତି ଦ୍ୱାରା ଆୟୋଜିତ ପଞ୍ଚ ଦିବସ ବ୍ୟାପି ଶ୍ରୀରାମ କଥାର ଆନନ୍ଦ 🙏

ଅନୁଗୋଳ ଜିଲ୍ଲାର ବାଳୁଅକଟା ନିତ୍ୟ ସତସଙ୍ଗ ସମିତି ଦ୍ୱାରା
ଆୟୋଜିତ ପଞ୍ଚ ଦିବସ ବ୍ୟାପି ଶ୍ରୀରାମ କଥାର ଆନନ୍ଦ 🙏
Pt. Mahesh Sahu (@ptmaheshsahu) 's Twitter Profile Photo

ମୋ ଭୋଟ ରାଷ୍ଟ୍ର ହିତରେ ଆପଣଙ୍କ ଭୋଟ ମଧ୍ୟ ରାଷ୍ଟ୍ର ହିତରେ ଦିଅନ୍ତୁ ବିକଶିତ ରାଷ୍ଟ୍ରରେ ସହଭାଗୀ ହୁଅନ୍ତୁ 🙏🏿🙏🏿🙏🏿

ମୋ ଭୋଟ ରାଷ୍ଟ୍ର ହିତରେ ଆପଣଙ୍କ ଭୋଟ ମଧ୍ୟ ରାଷ୍ଟ୍ର ହିତରେ ଦିଅନ୍ତୁ ବିକଶିତ ରାଷ୍ଟ୍ରରେ ସହଭାଗୀ ହୁଅନ୍ତୁ 🙏🏿🙏🏿🙏🏿
Pt. Mahesh Sahu (@ptmaheshsahu) 's Twitter Profile Photo

ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ବିପୁଳିଙ୍ଗି ଗ୍ରାମରେ ତିନିଦିନ ବ୍ୟାପି ଶ୍ରୀରାମ କଥା ମହା ମହୋତ୍ସବରେ କଥାବାଚକ ରୂପେ ଯୋଗ ଦେଇ ଅଗଣିତ ଭକ୍ତ ସମୂହଙ୍କ ସହିତ ରାମ କଥାର ଆନନ୍ଦ ପ୍ରାପ୍ତ କଲି ସ୍ଥାନୀୟ କାର୍ଯ୍ୟକର୍ତ୍ତା ତଥା ଭକ୍ତ ସମୂହଙ୍କ ସ୍ନେହ ଆଦର ମୋତେ ଅଭିଭୂତ କଲା 🙏🏿

ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ବିପୁଳିଙ୍ଗି ଗ୍ରାମରେ ତିନିଦିନ 
ବ୍ୟାପି ଶ୍ରୀରାମ କଥା ମହା ମହୋତ୍ସବରେ କଥାବାଚକ ରୂପେ 
ଯୋଗ ଦେଇ ଅଗଣିତ ଭକ୍ତ ସମୂହଙ୍କ ସହିତ ରାମ କଥାର ଆନନ୍ଦ 
ପ୍ରାପ୍ତ କଲି ସ୍ଥାନୀୟ କାର୍ଯ୍ୟକର୍ତ୍ତା ତଥା ଭକ୍ତ ସମୂହଙ୍କ ସ୍ନେହ ଆଦର ମୋତେ ଅଭିଭୂତ କଲା 🙏🏿
Pt. Mahesh Sahu (@ptmaheshsahu) 's Twitter Profile Photo

ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ଲକ୍ଷ୍ମୀ ନାରାୟଣ ପୁର ଶ୍ରୀ ଗୋପୀନାଥ ମନ୍ଦିରରେ ଶ୍ରୀ ଭାଗବତ କଥାର ଅୟମାରମ୍ଭ ଦିବସ ଅବସରରେ 🙏🏿

ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ଲକ୍ଷ୍ମୀ ନାରାୟଣ ପୁର ଶ୍ରୀ ଗୋପୀନାଥ 
ମନ୍ଦିରରେ ଶ୍ରୀ ଭାଗବତ କଥାର ଅୟମାରମ୍ଭ ଦିବସ ଅବସରରେ 🙏🏿
Pt. Mahesh Sahu (@ptmaheshsahu) 's Twitter Profile Photo

ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମଧ୍ୟ ସମ୍ଭାଗର ପ୍ରାୟ 200ରୁ ଉର୍ଦ୍ଧ ଗୁରୁଜୀ ଗୁରୁମା ମାନଙ୍କର କର୍ମଶାଳାରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ନିଜର ବିଚାର ରଖିଲି 🙏🏿🙏🏿

ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମଧ୍ୟ ସମ୍ଭାଗର 
ପ୍ରାୟ 200ରୁ ଉର୍ଦ୍ଧ ଗୁରୁଜୀ ଗୁରୁମା ମାନଙ୍କର କର୍ମଶାଳାରେ 
ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ନିଜର ବିଚାର ରଖିଲି 🙏🏿🙏🏿
Pt. Mahesh Sahu (@ptmaheshsahu) 's Twitter Profile Photo

ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ବିଶ୍ୱ ହିନ୍ଦୁ ପରିଷଦ ଓଡିଶା ତରଫରୁ ସାକ୍ଷାତ କରି ଅଭିନନ୍ଦନ ଜଣେଇଲୁ ଓ ଓଡିଶାର ସାମଗ୍ରିକ ସମସ୍ୟା ଯଥା ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାର କମିଶନ ରିପୋର୍ଟ ସାର୍ବଜନୀନ କରିବା CBI ତଦନ୍ତ କରି ଦୋଷୀ ମାନଙ୍କୁ ଦଣ୍ଡ ବିଧାନ କରିବାକୁ ଅନୁରୋଧ କଲୁ

Pt. Mahesh Sahu (@ptmaheshsahu) 's Twitter Profile Photo

ଆଜି ଅନୁଗୋଳ ବନ୍ତଳା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଜ୍ଞାନ ମିଶନ ତରଫରୁ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଅତିଥି ରୂପେ ଯୋଗ ଦେଇ ନିଜର ବିଚାର ରଖିଲି 🙏🏿

ଆଜି ଅନୁଗୋଳ ବନ୍ତଳା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଜ୍ଞାନ ମିଶନ ତରଫରୁ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଅତିଥି 
ରୂପେ ଯୋଗ ଦେଇ ନିଜର ବିଚାର ରଖିଲି 🙏🏿
Pt. Mahesh Sahu (@ptmaheshsahu) 's Twitter Profile Photo

ଶ୍ରୀ ଭାଗବତ କଥା ଚତୁର୍ଥ ଦିବସ ପୁରୁଣା ବାରିପଦା ମୟୁରଭଞ୍ଜ 🙏🏿

ଶ୍ରୀ ଭାଗବତ କଥା ଚତୁର୍ଥ ଦିବସ ପୁରୁଣା ବାରିପଦା ମୟୁରଭଞ୍ଜ 🙏🏿
Pt. Mahesh Sahu (@ptmaheshsahu) 's Twitter Profile Photo

ଶ୍ରୀଭାଗବତ କଥା ପଞ୍ଚମ ଦିବସ ପୁରୁଣା ବାରିପଦା ମୟୁରଭଞ୍ଜ 🙏🏿

ଶ୍ରୀଭାଗବତ କଥା ପଞ୍ଚମ ଦିବସ ପୁରୁଣା ବାରିପଦା ମୟୁରଭଞ୍ଜ 🙏🏿
Pt. Mahesh Sahu (@ptmaheshsahu) 's Twitter Profile Photo

"ନିଗମକଳ୍ପତରୋର୍ଗଳିତଂ ଫଳଂ । ଶୁକମୁଖାଦମୃତଦ୍ରବସଂଯୁତମ୍ । ପିବତ ଭାଗବତଂ ରସମାଳୟଂ । ମୁହୁରହୋ ରସିକା ଭୁବି ଭାବୁକାଃ ।।" ସର୍ବଶ୍ରେଷ୍ଠ ଗ୍ରନ୍ଥ ପବିତ୍ର ଶ୍ରୀ ଭାଗବତ ଜନ୍ମ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ।।ଓଁ ନମୋ ଭଗବତେ ବାସୁଦେବାୟ।।🙏🌸

"ନିଗମକଳ୍ପତରୋର୍ଗଳିତଂ ଫଳଂ । ଶୁକମୁଖାଦମୃତଦ୍ରବସଂଯୁତମ୍ ।
ପିବତ ଭାଗବତଂ ରସମାଳୟଂ । ମୁହୁରହୋ ରସିକା ଭୁବି ଭାବୁକାଃ ।।"
 ସର୍ବଶ୍ରେଷ୍ଠ ଗ୍ରନ୍ଥ ପବିତ୍ର ଶ୍ରୀ ଭାଗବତ ଜନ୍ମ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା। 

।।ଓଁ ନମୋ ଭଗବତେ ବାସୁଦେବାୟ।।🙏🌸
Pt. Mahesh Sahu (@ptmaheshsahu) 's Twitter Profile Photo

ପବିତ୍ର ଶ୍ରୀ ଭାଗବତ ଜନ୍ମ ଅବସରରେ ସମସ୍ତ ସନାତନୀ ମାନଙ୍କୁ ଶୁଭେଚ୍ଛା ଶୁଭକାମନା 🙏🏿

Pt. Mahesh Sahu (@ptmaheshsahu) 's Twitter Profile Photo

ମୟୁରଭଞ୍ଜ ଜିଲ୍ଲା ପୁରୁଣା ବାରିପଦା ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଭାଗବତ ଜନ୍ମ ମହୋତ୍ସବ ସପ୍ତାହ ବ୍ୟାପି ଭାଗବତ କଥାର ପୂର୍ଣାହୁତି ଅବସରରେ ମଧୁର ମୁହୂର୍ତ୍ତ 🙏🏿🙏🏿🙏🏿

ମୟୁରଭଞ୍ଜ ଜିଲ୍ଲା ପୁରୁଣା ବାରିପଦା ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଭାଗବତ ଜନ୍ମ ମହୋତ୍ସବ ସପ୍ତାହ ବ୍ୟାପି ଭାଗବତ କଥାର ପୂର୍ଣାହୁତି ଅବସରରେ ମଧୁର ମୁହୂର୍ତ୍ତ 🙏🏿🙏🏿🙏🏿
Pt. Mahesh Sahu (@ptmaheshsahu) 's Twitter Profile Photo

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନୁଗୋଳ ତରଫରୁ ସ୍ଥାନୀୟ ଅନୁଗୋଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆୟୋଜିତ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ଓ ଓଡ଼ିଆ ଭାଗବତ ସମ୍ପର୍କିତ ଆଲୋଚନା ସଭାରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଓଡିଶାର ଜନ ଜୀବନରେ ଓଡ଼ିଆ ଭାଗବତର ଭୂମିକା ଓ ଭାଗବତର ମହିମା ଉପରେ ନିଜର ବିଚାର ପ୍ରଦାନ କରିବା ଅବସରରେ 🙏🏿🙏🏿

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନୁଗୋଳ ତରଫରୁ ସ୍ଥାନୀୟ 
ଅନୁଗୋଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ 
ଆୟୋଜିତ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ଓ ଓଡ଼ିଆ ଭାଗବତ 
ସମ୍ପର୍କିତ ଆଲୋଚନା ସଭାରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ 
ଓଡିଶାର ଜନ ଜୀବନରେ ଓଡ଼ିଆ ଭାଗବତର ଭୂମିକା ଓ ଭାଗବତର 
ମହିମା ଉପରେ ନିଜର ବିଚାର ପ୍ରଦାନ କରିବା ଅବସରରେ 🙏🏿🙏🏿