
Raajes Nayak
@rajessnayak
🔺Founder Federation of Blood Donor Organisations of Odisha @Blood_Odisha 🔺@bloodmattersorg 🔺Author 🔺Co founder #MBAPANWALA #12YearsInTwitter
ID: 260109819
http://www.BloodMatters.org 03-03-2011 06:24:23
9,9K Tweet
3,3K Takipçi
3,3K Takip Edilen

Commendations to #HemantaKumarPradhan of Bhadrak for his 18th voluntary blood donation system Scb Medical, [email protected], a remarkable act benefiting patients in need. Your continuous dedication to this noble cause is truly commendable. #BloodDonation


#GOA Required AB+ve 6 unit at GMC hospital at Bambolim,GOA Call 9765525908 Blood Donors India iCanSaveLife BloodAid #BloodMatters Raktadaan Dot In

इंसान की जिंदगी बचाने के लिए डॉक्टर होना जरूरी नहीं है। आप एक रक्तदाता बनकर किसी की जीवन बचा सकते हैं। आप एक फरिश्ता बन सकते हैं। उन मरीजों के लिए जिनको रक्त की जरूरत होती है। आइए आगे बढ़कर रक्तदान कीजिए। @Actressleslie26 Prakruti Mishra India Cares


#Odisha #Bhubaneswar Required B-Ve at Sara gastro ND laparoscopic hospital, bbsr call 7008336629 iCanSaveLife Blood Donors India BloodAid 🪷 moonlight 🪷 @Actressleslie26 Odisha-Mo Parivar JIBAN BINDU



Kindly check the issue & do necessary steps pl. CMO Odisha MoSarkar 5T Pradeep Jena IAS Sub-Collector & SDM ,Dharamgarh DM KALAHANDI Tahasil Office, Dharamgarh




ଯେଉଁ ହସ୍ପିଟାଲ ମାନେ ଏଭଳି ଲୋକଙ୍କୁ ଠକୁଛନ୍ତି ତାକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରୁ ଅନୁବନ୍ଧିତ ହଟାଯାଉ, ଏଥିପାଇଁ ଅଯଥା ସରକାର ବଦନାମ ହେଉଛନ୍ତି।ଆମ ବରଗଡ଼ ରେ ବି ଅନେକ ହସ୍ପିଟାଲ ନାଁରେ ଏମିତି ଅଭିଯୋଗ ଆସୁଛି,ଯେଉଁଠି କାର୍ଡ ଥାଇ ମଧ୍ୟ ପଇସା ମାଗୁଛନ୍ତି ତାଙ୍କୁ ହଟାଯାଉ। CMO Odisha H & FW Dept Odisha MoSarkar 5T


କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ମୁଖିଗୁଡା ଗ୍ରାମର ଅସହାୟ ବୃଦ୍ଧ ରଘୁରାମ ଓ ତାଙ୍କ ସ୍ତ୍ରୀ ତୁଲାଦେଇ କୁଡ଼ିଆ ଘରେ ବାସ କରୁଛନ୍ତି, ଉପଯୁକ୍ତ ତଦନ୍ତ କରି ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବାକୁ Panchayati Raj and Drinking Water Department ଙ୍କୁ ବିନମ୍ର ଅନୁରୋଧ.CMO Odisha MoSarkar 5T DM KALAHANDI TAHASIL OFFICE JAIPATNA, KALAHANDI


Expressing heartfelt gratitude to #KBhasksrRao for his compassionate act of donating SDP for 1st time to a patient in need at Scb Medical, [email protected] @Actressleslie26


#Odisha #Bhubaneswar Required B+ve 4 units at Kim's, bbsr call 9040800859 @icansavelife Blood Donors India @Actressleslie26 Odisha-Mo Parivar Shaikh Abdul Muqtadir JIBAN BINDU Naveen Patnaik Anubhav Mohanty


Happy B-Day Anubhav Mohanty



ବହୁ ବାର ଦାବୀ କଲା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜଗତସିଂହପୁର ମେଡିକାଲ ରକ୍ତ ଭଣ୍ଡାରଙ୍କୁ ମୋବାଇଲ ବ୍ଲଡ଼ କଲେକ୍ସନ ଭ୍ୟାନ ଏବଂ ରକ୍ତ ପୃଥକୀକରଣ ଯନ୍ତ୍ର ପ୍ରଦାନ କରିବା ପାଇଁ ଯାଇଥିବା ପସ୍ତାବ ଙ୍କୁ ତୁରନ୍ତ କାର୍ଯ୍ୟକାରୀ କରି ଯୋଗେଇ ଦେବାକୁ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ Dr. Mukesh Mahaling ସାରଙ୍କୁ ଅନୁରୋଧ କରୁଛି ।




ଜଗତସିଂହପୁର ଜିଲ୍ଲା ମୁଖ୍ୟ ମେଡିକାଲ ବ୍ଲଡ ବ୍ୟାଙ୍କ ପରିଚାଳନା କମିଟି ଗଠନ ପକିୟା ବିଳମ୍ବ ହେଉଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ସାର ଙ୍କୁ ଅନୁରୋଧ ତୁରନ୍ତ ହସକ୍ଷେପ କରି ବ୍ଲଡ ବ୍ୟାଙ୍କ ପରିଚାଳନା କମିଟି ପ୍ରକିୟା ଶେଷ କରିବାକୁ ଜଗତସିଂହପୁର ଜିଲ୍ଲାପାଳ ସାର ଙ୍କୁ ନିର୍ଦେଶ ଦେବାକୁ ଅନୁରୋଧ। CMO Odisha

