
Raajes Nayak
@rajessnayak
🔺Founder Federation of Blood Donor Organisations of Odisha @Blood_Odisha 🔺@bloodmattersorg 🔺Author 🔺Co founder #MBAPANWALA #12YearsInTwitter
ID: 260109819
http://www.BloodMatters.org 03-03-2011 06:24:23
9,9K Tweet
3,3K Takipçi
3,3K Takip Edilen

ଯେଉଁ ହସ୍ପିଟାଲ ମାନେ ଏଭଳି ଲୋକଙ୍କୁ ଠକୁଛନ୍ତି ତାକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରୁ ଅନୁବନ୍ଧିତ ହଟାଯାଉ, ଏଥିପାଇଁ ଅଯଥା ସରକାର ବଦନାମ ହେଉଛନ୍ତି।ଆମ ବରଗଡ଼ ରେ ବି ଅନେକ ହସ୍ପିଟାଲ ନାଁରେ ଏମିତି ଅଭିଯୋଗ ଆସୁଛି,ଯେଉଁଠି କାର୍ଡ ଥାଇ ମଧ୍ୟ ପଇସା ମାଗୁଛନ୍ତି ତାଙ୍କୁ ହଟାଯାଉ। CMO Odisha H & FW Dept Odisha MoSarkar 5T
