Master Gurudevji Soumyabrata Sahoo (@mastergurudevji) 's Twitter Profile
Master Gurudevji Soumyabrata Sahoo

@mastergurudevji

Martial Artist, Cyclist, Guitarist,
Poet, Social Worker, Multi Worker,
Black Belt 4th Dan in Taekwondo, National Referee,
B-Tech in Mechanical Engineering.

ID: 327212059

linkhttps://www.mastergurudevji.com calendar_today01-07-2011 05:22:21

749 Tweet

128 Followers

380 Following

Master Gurudevji Soumyabrata Sahoo (@mastergurudevji) 's Twitter Profile Photo

ସ୍ପୋର୍ଟ କମ୍ପ୍ଲେକ୍ସର ଏହି ଭଳି ପରିସ୍ଥିତି ଉପୁଜିବାରୁ ଖେଳାଲି ଏଠାକୁ ଆସିବାକୁ ଭୟ କରୁଛନ୍ତି । ଦୟାକରି ଏହି ଦିଗ ପ୍ରତି ଜିଲ୍ଲା District Dhenkanal ଓ ପୌର Dhenkanal Municipality ପ୍ରଶାସନ ଧ୍ୟାନ ଦେବାକୁ ଅନୁରୋଧ । Please look in this matter for our Sports Complex, Dhenkanal.

ସ୍ପୋର୍ଟ କମ୍ପ୍ଲେକ୍ସର ଏହି ଭଳି ପରିସ୍ଥିତି ଉପୁଜିବାରୁ ଖେଳାଲି ଏଠାକୁ ଆସିବାକୁ ଭୟ କରୁଛନ୍ତି । ଦୟାକରି ଏହି ଦିଗ ପ୍ରତି ଜିଲ୍ଲା District Dhenkanal ଓ
ପୌର Dhenkanal Municipality ପ୍ରଶାସନ ଧ୍ୟାନ ଦେବାକୁ ଅନୁରୋଧ ।
Please look in this matter for our Sports Complex, Dhenkanal.
Master Gurudevji Soumyabrata Sahoo (@mastergurudevji) 's Twitter Profile Photo

Help someone else smile because smiles are contagious. #MasterErSoumyabrataSahoo #MasterGurudevji #mg #gurudevji #gurudevjigurukul #gurudevjifoundation #gurudevjimahadevvahaini #GurudevjiShaktiVahini #MoDhenkanal #AmateurTaekwondo #ATAD #GF #GG #SS #MG

Help someone else smile because smiles are contagious.
#MasterErSoumyabrataSahoo
#MasterGurudevji
#mg #gurudevji #gurudevjigurukul #gurudevjifoundation #gurudevjimahadevvahaini #GurudevjiShaktiVahini #MoDhenkanal #AmateurTaekwondo #ATAD #GF #GG #SS #MG
Master Gurudevji Soumyabrata Sahoo (@mastergurudevji) 's Twitter Profile Photo

ନେତାଜୀ ଶିଶୁଉଦ୍ୟାନରେ ନେତାଜୀଙ୍କ ଏହି ଭଳି ସ୍ଥିତି ଦେଖି କଷ୍ଟ ଅନୁଭବ ହେବା ସହ ସ୍ଥାପନା କରାଯାଇଥିବା Gym Equipments ଭାଙ୍ଗି ଗଲାଣି ପରନ୍ତୁ Dhenkanal Municipalityପୋୖର ପ୍ରଶାସନ ଏଥିରେ ଦୁଷ୍ଟି ଦେବାରେ କାହିଁକି ପଛେଇ ଯାଉଛନ୍ତି,ଦୟାକରି ଏହା ପ୍ରତି ତୁରନ୍ତ କାର୍ଯ୍ୟକ୍ଷମ କଲେ ଆମେ ଢେଙ୍କାନାଳ ବାସୀ ଖୁସି ହେବୁ District Dhenkanal

ନେତାଜୀ ଶିଶୁଉଦ୍ୟାନରେ ନେତାଜୀଙ୍କ ଏହି ଭଳି ସ୍ଥିତି ଦେଖି କଷ୍ଟ ଅନୁଭବ ହେବା ସହ ସ୍ଥାପନା କରାଯାଇଥିବା Gym Equipments ଭାଙ୍ଗି ଗଲାଣି ପରନ୍ତୁ Dhenkanal Municipalityପୋୖର ପ୍ରଶାସନ ଏଥିରେ ଦୁଷ୍ଟି ଦେବାରେ କାହିଁକି ପଛେଇ ଯାଉଛନ୍ତି,ଦୟାକରି ଏହା ପ୍ରତି ତୁରନ୍ତ କାର୍ଯ୍ୟକ୍ଷମ କଲେ ଆମେ ଢେଙ୍କାନାଳ ବାସୀ ଖୁସି ହେବୁ
District Dhenkanal
Master Gurudevji Soumyabrata Sahoo (@mastergurudevji) 's Twitter Profile Photo

ବହୁ ବର୍ଷ ହେବ ଢେଙ୍କାନାଳ ସ୍ପୋର୍ଟ କମ୍ପ୍ଲେକ୍ସ ଆରମ୍ଭ ହେଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହା ଅସମ୍ପୂର୍ଣ୍ଣ,ଜରାଜୀର୍ଣ୍ଣ ଅବସ୍ଥାରେ ବିପଦ ଅବସ୍ଥାରେ ରହିଛି ସେଥିପାଇଁ କ୍ରୀଡାବିତ୍ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସରକାରଙ୍କୁ ଅନୁରୋଧ ଦୃଷ୍ଟି ଦେବା ହେବେ CMO Odisha MoSarkar 5T District Dhenkanal OdishaSportsDept

ବହୁ ବର୍ଷ ହେବ ଢେଙ୍କାନାଳ ସ୍ପୋର୍ଟ କମ୍ପ୍ଲେକ୍ସ ଆରମ୍ଭ ହେଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହା ଅସମ୍ପୂର୍ଣ୍ଣ,ଜରାଜୀର୍ଣ୍ଣ ଅବସ୍ଥାରେ ବିପଦ ଅବସ୍ଥାରେ ରହିଛି ସେଥିପାଇଁ କ୍ରୀଡାବିତ୍ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସରକାରଙ୍କୁ ଅନୁରୋଧ ଦୃଷ୍ଟି ଦେବା ହେବେ
CMO Odisha MoSarkar 5T District Dhenkanal OdishaSportsDept
Master Gurudevji Soumyabrata Sahoo (@mastergurudevji) 's Twitter Profile Photo

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ପ୍ରବୀଣ ରାଜନେତା ଶ୍ରୀ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ରାଜ୍ୟର ପ୍ରଗତି ଏବଂ ଲୋକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟସହ ତାଙ୍କ ବିନମ୍ର ଏବଂ ଅମାୟିକ ସ୍ଵଭାବ ସର୍ବଦା ପ୍ରେରଣାର ଉତ୍ସ ହୋଇରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି । ଜୟ ଜଗନ୍ନାଥ

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ପ୍ରବୀଣ ରାଜନେତା ଶ୍ରୀ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ରାଜ୍ୟର ପ୍ରଗତି ଏବଂ ଲୋକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟସହ ତାଙ୍କ ବିନମ୍ର ଏବଂ ଅମାୟିକ ସ୍ଵଭାବ ସର୍ବଦା ପ୍ରେରଣାର ଉତ୍ସ ହୋଇରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।
ଜୟ ଜଗନ୍ନାଥ
Master Gurudevji Soumyabrata Sahoo (@mastergurudevji) 's Twitter Profile Photo

#JaiGomata କଷ୍ଟର ସହ ଲେଖିବାକୁ ପଡୁଛି ଯେ ଢେଙ୍କାନାଳରେ ଆଜି ପର୍ଯ୍ୟନ୍ତ ଗୋମାତାଙ୍କୁ ସୁରକ୍ଷା ପ୍ରଦାନ କରାଗଲା ନାହିଁ ! ସହର ଓ ବାଇପାସର ଏହା ଏକ ନିତିଦିନିଆ ଘଟଣା ପାଲଟିଛ, ପଦକ୍ଷେପ ନେବାକୁ ଅନୁରୋଧ । ଜୟ ଗୋମାତା ! CMO Odisha District Dhenkanal Amrit Ruturaj Maneka Sanjay Gandhi Dept of Animal Husbandry & Dairying, Min of FAH&D Mohan Charan Majhi

#JaiGomata
କଷ୍ଟର ସହ ଲେଖିବାକୁ ପଡୁଛି ଯେ ଢେଙ୍କାନାଳରେ ଆଜି ପର୍ଯ୍ୟନ୍ତ ଗୋମାତାଙ୍କୁ ସୁରକ୍ଷା ପ୍ରଦାନ କରାଗଲା ନାହିଁ ! ସହର ଓ ବାଇପାସର ଏହା ଏକ ନିତିଦିନିଆ ଘଟଣା ପାଲଟିଛ, ପଦକ୍ଷେପ ନେବାକୁ ଅନୁରୋଧ । ଜୟ ଗୋମାତା !
CMO Odisha District Dhenkanal Amrit Ruturaj Maneka Sanjay Gandhi Dept of Animal Husbandry & Dairying, Min of FAH&D Mohan Charan Majhi
Master Gurudevji Soumyabrata Sahoo (@mastergurudevji) 's Twitter Profile Photo

ଛଅ ନମ୍ବର ୱାର୍ଡ ସ୍ଥିତ ବହୁତ ସୁନ୍ଦର ପାର୍କରେ ସମସ୍ତେ ମନ ଶାନ୍ତି କରିବାକୁ ଆସୁଛନ୍ତି ହେଲେ ଏହାର ଯତ୍ନ ନେବା ବି ଆମର ଦାୟିତ୍ଵ, ଦୟା କରି ଅଳିଆ ଆବର୍ଜନା ପକାନ୍ତୁ ନାହିଁ, ପୌର କର୍ମୀ ମାନେ ମଧ୍ଯ ସଫା କରୁ ନାହାଁନ୍ତି ତେଣୁ ଅନୁରୋଧ ଏହା ପ୍ରତି ଧ୍ୟାନ ଦିଆଯାଉ । Dhenkanal Municipality District Dhenkanal

ଛଅ ନମ୍ବର ୱାର୍ଡ ସ୍ଥିତ ବହୁତ ସୁନ୍ଦର ପାର୍କରେ ସମସ୍ତେ ମନ ଶାନ୍ତି କରିବାକୁ ଆସୁଛନ୍ତି ହେଲେ ଏହାର ଯତ୍ନ ନେବା ବି ଆମର ଦାୟିତ୍ଵ, ଦୟା କରି ଅଳିଆ ଆବର୍ଜନା ପକାନ୍ତୁ ନାହିଁ, ପୌର କର୍ମୀ ମାନେ ମଧ୍ଯ ସଫା କରୁ ନାହାଁନ୍ତି ତେଣୁ ଅନୁରୋଧ ଏହା ପ୍ରତି ଧ୍ୟାନ ଦିଆଯାଉ ।
Dhenkanal Municipality District Dhenkanal
Master Gurudevji Soumyabrata Sahoo (@mastergurudevji) 's Twitter Profile Photo

ଢେଙ୍କାନାଳ ପୌରପାଳିକାକୁ ନିବେଦନ ଏହି ନେତାଜୀ ପାର୍କ ପ୍ରତି ଧ୍ୟାନ ଦେବାକୁ ! ଫୋଟୋରେ ସବୁ ଦୃଶ୍ୟମାନ । ଜୟ ଢେଙ୍କାନାଳ ମୋ ଢେଙ୍କାନାଳ, ଢେଙ୍କାନାଳ ବିକାଶ ପାଇଁ ମୋର ନିବେଦନ ! ଯଥା ଶୀଘ୍ର ସଜାଡ଼ିଲେ ବ୍ୟାୟାମ କରୁଥିବା ବ୍ୟକ୍ତି ମାନେ ଆନନ୍ଦିତ ହେବେ ! Dhenkanal Municipality District Dhenkanal

ଢେଙ୍କାନାଳ ପୌରପାଳିକାକୁ ନିବେଦନ ଏହି ନେତାଜୀ ପାର୍କ ପ୍ରତି ଧ୍ୟାନ ଦେବାକୁ ! ଫୋଟୋରେ ସବୁ ଦୃଶ୍ୟମାନ । ଜୟ ଢେଙ୍କାନାଳ ମୋ ଢେଙ୍କାନାଳ, ଢେଙ୍କାନାଳ ବିକାଶ ପାଇଁ ମୋର ନିବେଦନ ! ଯଥା ଶୀଘ୍ର ସଜାଡ଼ିଲେ ବ୍ୟାୟାମ କରୁଥିବା ବ୍ୟକ୍ତି ମାନେ ଆନନ୍ଦିତ ହେବେ !
Dhenkanal Municipality District Dhenkanal
Master Gurudevji Soumyabrata Sahoo (@mastergurudevji) 's Twitter Profile Photo

ପୌରପାଳିକାକୁ ନିବେଦନ ପରେବି କୌଣସି ପଦକ୍ଷେପ ନାହିଁ, ନେତାଜୀ ପାର୍କ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ, ଫୋଟୋରେ ସବୁ ଉପଲବ୍ଧ, ନିବେଦନ ଯଥା ଶୀଘ୍ର ସଜାଡ଼ିଲେ ବ୍ୟାୟାମ କରୁଥିବା ବ୍ୟକ୍ତି ଉପକୃତ ହେବେ, ମୁଖ୍ୟ ଫାଟକ, ନେତାଜୀଙ୍କ ମଣ୍ଡପ, ଦୋଳି, ଜିମ୍ ସରଞ୍ଜାମ ଓ ସଫେଇ କାର୍ଯ୍ୟ ! District Dhenkanal Dhenkanal Municipality CMO Odisha

ପୌରପାଳିକାକୁ ନିବେଦନ ପରେବି କୌଣସି ପଦକ୍ଷେପ ନାହିଁ, ନେତାଜୀ ପାର୍କ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ, ଫୋଟୋରେ ସବୁ ଉପଲବ୍ଧ, ନିବେଦନ ଯଥା ଶୀଘ୍ର ସଜାଡ଼ିଲେ ବ୍ୟାୟାମ କରୁଥିବା ବ୍ୟକ୍ତି ଉପକୃତ ହେବେ, ମୁଖ୍ୟ ଫାଟକ, ନେତାଜୀଙ୍କ ମଣ୍ଡପ, ଦୋଳି, ଜିମ୍ ସରଞ୍ଜାମ ଓ ସଫେଇ କାର୍ଯ୍ୟ !
District Dhenkanal Dhenkanal Municipality
CMO Odisha
Master Gurudevji Soumyabrata Sahoo (@mastergurudevji) 's Twitter Profile Photo

ଢେଙ୍କାନାଳ ପୌରପାଳିକାକୁ ନିବେଦନ ଏହି ବ୍ରଜନାଥ ବଡ଼ଜେନା ପ୍ରତିମୂର୍ତ୍ତି ସ୍ଥିତ ପାର୍କ ପ୍ରତି ଧ୍ୟାନ ଦେବାକୁ ! ଫୋଟୋରେ ସବୁ ଦୃଶ୍ୟମାନ । ଜୟ ଢେଙ୍କାନାଳ ମୋ ଢେଙ୍କାନାଳ, ଢେଙ୍କାନାଳ ବିକାଶ ପାଇଁ ମୋର ନିବେଦନ ! ଯଥା ଶୀଘ୍ର ପଦକ୍ଷେପ ନେଲେ ପାର୍କ ଆସୁଥିବା ବ୍ୟକ୍ତି ମାନେ ଆନନ୍ଦିତ ହେବେ ! District Dhenkanal Dhenkanal Municipality

ଢେଙ୍କାନାଳ ପୌରପାଳିକାକୁ ନିବେଦନ ଏହି ବ୍ରଜନାଥ ବଡ଼ଜେନା ପ୍ରତିମୂର୍ତ୍ତି ସ୍ଥିତ ପାର୍କ ପ୍ରତି ଧ୍ୟାନ ଦେବାକୁ ! ଫୋଟୋରେ ସବୁ ଦୃଶ୍ୟମାନ । ଜୟ ଢେଙ୍କାନାଳ ମୋ ଢେଙ୍କାନାଳ, ଢେଙ୍କାନାଳ ବିକାଶ ପାଇଁ ମୋର ନିବେଦନ ! ଯଥା ଶୀଘ୍ର ପଦକ୍ଷେପ ନେଲେ ପାର୍କ ଆସୁଥିବା ବ୍ୟକ୍ତି ମାନେ ଆନନ୍ଦିତ ହେବେ !
District Dhenkanal Dhenkanal Municipality
Master Gurudevji Soumyabrata Sahoo (@mastergurudevji) 's Twitter Profile Photo

"Wake up with determination, go to bed with satisfaction. Every morning workout is a step closer to your best self." #FlyingJat #mastergurudevji #masteradversoumyabratasahoo #TrainWorkout #GoodMorningIndia #Bharat #BandeUtkal #JaiDhenkanal #jaijagannath #JaiChandrasekhar

"Wake up with determination, go to bed with satisfaction. Every morning workout is a step closer to your best self."
#FlyingJat #mastergurudevji #masteradversoumyabratasahoo   #TrainWorkout #GoodMorningIndia #Bharat #BandeUtkal #JaiDhenkanal #jaijagannath #JaiChandrasekhar
Master Gurudevji Soumyabrata Sahoo (@mastergurudevji) 's Twitter Profile Photo

ଚଳିତବର୍ଷ ବିଶ୍ୱ ବରା ଦିବସକୁ ଜିଲ୍ଲା ପ୍ରଶାସନ ସରକାରୀ ସ୍ତରରେ ଏପ୍ରିଲ ୭ ଦିନ ପାଳନ କରିଲେ ବହୁ ଜନ ଆଦୃତ ହୋଇପାରିବା ସହିତ, ଆମର ଏହି ଗୌରବ ସାରା ବିଶ୍ୱରେ ଅଧିକାରୁ ଅଧିକ ପ୍ରସିଦ୍ଧ ହୋଇ ପାରିବ। ଢେଙ୍କାନାଳିଆ ଭାବରେ ସମସ୍ତ ସହଯୋଗ ରହିବ ଜୟ ଢେଙ୍କାନାଳ District Dhenkanal Odisha Tourism I & PR Department, Odisha

Master Gurudevji Soumyabrata Sahoo (@mastergurudevji) 's Twitter Profile Photo

ଭାଗିରଥି ସାଗର ସ୍ଥିତ ପନେତାଜୀ ଶିଶୁ ଉଦ୍ୟାନରେ ତାଲା, ଦୀର୍ଘ ଏକ ମାସ ହେଲା ଏହି ଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରଭାତଫେରୀରେ ଆସୁଥିବା ଅଞ୍ଚଳବାସୀ । ଓପେନ ଜିମ ମଧ୍ୟ ଅଚଳ ପୋୖର ପ୍ରଶାସନକୁ ଅନୁରୋଧ ଯଥାଶୀଘ୍ର ପଦକ୍ଷେପ ନେବାକୁ ।। ଜୟ ଢେଙ୍କାନାଳ ।। District Dhenkanal Dhenkanal Municipality

ଭାଗିରଥି ସାଗର ସ୍ଥିତ ପନେତାଜୀ ଶିଶୁ ଉଦ୍ୟାନରେ ତାଲା, ଦୀର୍ଘ ଏକ ମାସ ହେଲା ଏହି ଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରଭାତଫେରୀରେ ଆସୁଥିବା ଅଞ୍ଚଳବାସୀ । ଓପେନ ଜିମ ମଧ୍ୟ ଅଚଳ ପୋୖର ପ୍ରଶାସନକୁ ଅନୁରୋଧ ଯଥାଶୀଘ୍ର ପଦକ୍ଷେପ ନେବାକୁ ।। ଜୟ ଢେଙ୍କାନାଳ ।।
District Dhenkanal Dhenkanal Municipality
Master Gurudevji Soumyabrata Sahoo (@mastergurudevji) 's Twitter Profile Photo

କ୍ରୀଡ଼ା ପାଇଁ ନାହିଁ ମନୋବଳ, ଇଏ ଆମ ଢେଙ୍କାନାଳ ! ଖେଳାଳି ପ୍ରବଳ, କ୍ରୀଡ଼ା କ୍ଷେତ୍ର ଦୁର୍ବଳ ।। ବାରମ୍ବାର କହିବା ସତ୍ତ୍ୱେ କେହି ଶୁଣିବାର ନାହିଁ ନାଁ ସରକାର ନାଁ ଅଧିକାରୀ, ପୋୖର କର୍ତ୍ତୃପକ୍ଷ ପଙ୍କ ଗଦେଇକି ରାସ୍ତାକୁ କରିଲେ ଜଙ୍ଗଲ, କେମିତି ଖେଳିବେ ଛାତ୍ରଛାତ୍ରୀ ? CMO Odisha District Dhenkanal Odisha Sports

କ୍ରୀଡ଼ା ପାଇଁ ନାହିଁ ମନୋବଳ, ଇଏ ଆମ ଢେଙ୍କାନାଳ ! ଖେଳାଳି ପ୍ରବଳ, କ୍ରୀଡ଼ା କ୍ଷେତ୍ର ଦୁର୍ବଳ ।। ବାରମ୍ବାର କହିବା ସତ୍ତ୍ୱେ କେହି ଶୁଣିବାର ନାହିଁ ନାଁ ସରକାର ନାଁ ଅଧିକାରୀ, ପୋୖର କର୍ତ୍ତୃପକ୍ଷ ପଙ୍କ ଗଦେଇକି ରାସ୍ତାକୁ କରିଲେ ଜଙ୍ଗଲ, କେମିତି ଖେଳିବେ ଛାତ୍ରଛାତ୍ରୀ ?
CMO Odisha District Dhenkanal Odisha Sports
INDRAJIT INDIA (@indrajit520) 's Twitter Profile Photo

Why has Train No. 18045 still not arrived from Bhadrak? It has been delayed for a long time and many passengers are waiting. Kindly provide the current status update. 🙏 Ministry of Railways RailwaySeva Eastern Railway Ashwini Vaishnaw @EastCostRail

Why has Train No. 18045 still not arrived from Bhadrak? It has been delayed for a long time and many passengers are waiting. Kindly provide the current status update. 🙏
Ministry of Railways
RailwaySeva
Eastern Railway
Ashwini Vaishnaw
@EastCostRail