Mo Dhenkanal
@modhenkanal
Mo Dhenkanal Mo Parivaar
Official Account
ID: 1249045788631527426
http://www.modhenkanal.com 11-04-2020 18:45:19
144 Tweet
417 Followers
37 Following
ଜଙ୍ଗଲ ଜମି ପଟ୍ଟା ପ୍ରଦାନରେ ଢେଙ୍କାନାଳ ଜିଲ୍ଲା ସାରା ଦେଶରେ ପ୍ରଥମ • ମୁଖ୍ୟମନ୍ତ୍ରୀ କଲେ ସମ୍ବର୍ଦ୍ଧିତ । modhenkanal.com/dhenkanal-khab… #forestdepartment #patta #distribution #dhenkanalno1inindia #modhenkanal #modkl #md Dhenkanal Municipality District Dhenkanal CMO Odisha DFO DHENKANAL
ବିଶ୍ୱ ଶୌଚାଳୟ ଦିବସ ପାଳିତ ! ଆଜି ସଦର ବ୍ଲକ ପରିସରରେ ବ୍ଲକ ପକ୍ଷରୁ ଏହି ଦିବସ ପାଳନ ହୋଇଯାଇଛି, ଏଥିରେ ବିଡ଼ିଓ ଆୟୁଶୀ ମହାପାତ୍ର ଯୋଗ ଦେଇଥିବା ବେଳେ ଉପାଧକ୍ଷ କାଳନ୍ଦୀ ବାରିକ, ଜିଲ୍ଲା ସ୍ଵାସ୍ଥ୍ୟରକ୍ଷା ସଂଯୋଜକ ସରିତାଞ୍ଜଳି ପତି ଯୋଗ ଦେଇ ସଚେତନ କରିଥିଲେ । #WorldToiletDay District Dhenkanal Ayushi Mahapatra #modhenkanal
ଢେଙ୍କାନାଳ ମଗଜି ! ଗର୍ବରେ କହିବା ଆମର ।। ସମସ୍ତ ଜିଲ୍ଲା ତଥା ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଆମ ଢେଙ୍କାନାଳ ମଗଜିକୁ ମିଳିଲା GI ଟ୍ୟାଗ୍ ।। ଏଥର ସାରା ବିଶ୍ୱରେ ଖାଦ୍ୟ ବ୍ୟଞ୍ଜନରେ ରହିବ ଢେଙ୍କାନାଳର ନାଁ ।। District Dhenkanal MS&ME Odisha CMO Odisha #prideofdhenkanal #modhenkanal #magjisweet #magji #GITag
ଢେଙ୍କାନାଳ ମଗଜି ଖାଇଲେ ଜିଲ୍ଲାପାଳ ! ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର ଆମ ଢେଙ୍କାନାଳ ମଗଜିକୁ ମିଳିଛି GI ଟ୍ୟାଗ୍ ।। କହିଲେ ଏହାର ପ୍ରସାର ଓ ପ୍ରଚାର ପାଇଁ ଆହୁରି ପଦକ୍ଷେପ ନିଆଯିବ ।। District Dhenkanal MS&ME Odisha Master Gurudevji Soumyabrata Sahoo zp_dhenkanal #prideofdhenkanal #modhenkanal #magjisweet #GITag
ଢେଙ୍କାନାଳ ମଗଜି GI Tag ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନନ୍ଦର ଉତ୍ସବ ପାଳିବା ସହ ଏହାର କାରିଗର, ମିଠା ଦୋକାନୀ ସଂଘର କର୍ମକର୍ତ୍ତା ଓ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ ।। District Dhenkanal Master Gurudevji Soumyabrata Sahoo MS&ME Odisha #magjisweet #magji #modhenkanal #SpecialReport #gitag #modhenkanal
ସାରା ଢେଙ୍କାନାଳ ବାସୀଙ୍କଦାବୀ ଢେଙ୍କାନାଳରୁ ଗଡୁ ପୁରୀ ନିମନ୍ତେ ସ୍ୱତନ୍ତ୍ର ଟ୍ରେନ ! “ଢେଙ୍କାନାଳ-ପୁରୀ ସ୍ୱତନ୍ତ୍ର ଟ୍ରେନ” for our Dhenkanal ! Our Demand & Dhenkanal's Demand Dhenkanal-Puri Special Train. #trainfordhenkanal #Dnkl_Puri District Dhenkanal Ashwini Vaishnaw Dharmendra Pradhan PMO India
ବହୁତ ଜଲ୍ଦି ଆପଣଙ୍କ ମୋବାଇଲରେ ମୋ ଢେଙ୍କାନାଳ ଚ୍ୟାନେଲର ସ୍ଵତନ୍ତ୍ର ଫେସବୁକ ସିଧାପ୍ରସାରଣ କାର୍ଯ୍ୟକ୍ରମ ! ଦେଖିବାକୁ ଆଜି ହିଁ ମୋ ଢେଙ୍କାନାଳ ପେଜ ଓ ଆକାଉଣ୍ଟକୁ ଲାଇକ, ଫୋଲୋ, ସବସ୍କ୍ରାଇବ୍ ଓ ସେୟାର କରନ୍ତୁ ।“ନେତାଙ୍କ ସ୍ବପ୍ନର କଥା ଓ ବିକାଶର ବାର୍ତ୍ତା” ।। #facebooklive #comingsoon #specialstory Master Gurudevji Soumyabrata Sahoo
ଆଜି ପୂର୍ବାହ୍ନରେ ଢେଙ୍କାନାଳ ର ନୂତନ ଜିଲ୍ଲାପାଳ ଭାବେ ସୋମେଶ କୁମାର ଉପାଧ୍ୟାୟ ଦାୟିତ୍ୱ ଗ୍ରହଣ କରିଛନ୍ତି, ଏହା ପୂର୍ବରୁ ସେ ଦେବଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ ! Somesh Upadhyay, IAS District Dhenkanal #modhenkanal #mokhabar