INDRAJIT INDIA (@indrajit520) 's Twitter Profile
INDRAJIT INDIA

@indrajit520

I am a Marital Artist and Common Indian

ID: 1305013264003133441

calendar_today13-09-2020 05:20:30

393 Tweet

35 Followers

115 Following

Babali Swain (@babaliswain) 's Twitter Profile Photo

ସତରେ କଣ ଆମ ଲୋକଙ୍କ ମୁଖ୍ୟମନ୍ତ୍ରୀ ଆଗରୁ ଏମିତି ଥିଲେ ଆମ ଶିକ୍ଷକ ମାନଙ୍କ ପାଇଁ ? ଏବେ କୁଆଡେ ଗଲା ତାଙ୍କର ସେ ଦରଦ ? ଏବେ ସିଧା ସିଧା ଆନ୍ଦୋଳନ ଛାଡ଼ି ସ୍କୁଲ ଫେରିବାକୁ ଏବେକାର ଶିକ୍ଷାମନ୍ତ୍ରୀ ପରାମର୍ଶ ଦେଉଛନ୍ତି କଣ ଆମ ମୁଖ୍ୟମନ୍ତ୍ରୀଙ୍କୁ ଏବେ ଶିକ୍ଷକ ମାନଙ୍କ ଆନ୍ଦୋଳନ ଦେଖାଯାଉନାହିଁ? #Odisha #BabaliTalk #TeacherStrike

Kanak News (@kanak_news) 's Twitter Profile Photo

#ମୁଖ୍ୟମନ୍ତ୍ରୀଙ୍କ_ବିବୃତ୍ତିକୁ_ବିରୋଧ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ଓଡ଼ିଶା ଆଉଟସୋର୍ସିଂ କର୍ମଚାରୀ ସଂଘର ବିରୋଧ, ବିବୃତ୍ତିକୁ ସଂଶୋଧନ ଦାବି, ନହେଲେ ଆନ୍ଦୋଳନ ଚେତାବନୀ #KanakNews #Odisha

ଓଡ଼ିଆ ଜଗତ (@odiajagat) 's Twitter Profile Photo

କାକଟପୁର ମାଆ ମଙ୍ଗଳା ଠାକୁରାଣୀଙ୍କର ଆଜିର ସନ୍ଧ୍ୟା ଆଳତି ଦର୍ଶନ 😍❤️🙏

INDRAJIT INDIA (@indrajit520) 's Twitter Profile Photo

ଅଣକୁଶଳୀ ୪୫୦, ସେମି କୁଶଳୀ ୫୦୦,କୁଶଳୀ ୫୫୦, ଉଚ୍ଚ କୁଶଳୀ ୬୦୦/- ଥିଲା. ସରକାର ୧/୧୦/୨୪ ସବୁଶ୍ରେଣୀ ପାଇଁ ୨ ଟଙ୍କା ବର୍ଦ୍ଧିତ କଲା ବେଳେ MLA ଙ୍କ ଦରମା ୧୧୧୦୦୦ ରୁ ୩୪୫୦୦୦ CMO Odisha Debate? Babu Singh Mohan Charan Majhi Naveen Patnaik Odisha Govt. Outsourcing Employees Federation. NandighoshaTV

ଅଣକୁଶଳୀ ୪୫୦, ସେମି କୁଶଳୀ ୫୦୦,କୁଶଳୀ ୫୫୦, ଉଚ୍ଚ କୁଶଳୀ ୬୦୦/- ଥିଲା. ସରକାର ୧/୧୦/୨୪ ସବୁଶ୍ରେଣୀ ପାଇଁ ୨ ଟଙ୍କା ବର୍ଦ୍ଧିତ କଲା ବେଳେ  MLA ଙ୍କ ଦରମା ୧୧୧୦୦୦ ରୁ ୩୪୫୦୦୦ CMO Odisha Debate?
Babu Singh
Mohan Charan Majhi
Naveen Patnaik
Odisha Govt. Outsourcing Employees Federation.
NandighoshaTV
Kanak News (@kanak_news) 's Twitter Profile Photo

#ଖର୍ଚ୍ଚ_୧୦୦_କୋଟି_ଆୟ_ଶୂନ କାମରେ ଆସୁନି ୧୦୦ କୋଟି ବ୍ୟୟରେ ଢେଙ୍କାନାଳରେ ନିର୍ମିତ ଆଲିସାନ ଇଡ୍‌କୋ ଟାୱାର । ମୁଖ୍ୟ ଦରଜା ଫାଟକ ଉପର ଅଂଶକୁ କବଜା କଲେଣି ମହୁମାଛି । ମାଳି ନଥିବରୁ ବଗିଚା ଶ୍ରୀହୀନ । ଭଡା ଅଧିକ ହୋଇଥିବାରୁ ନେଉନାହାନ୍ତି ସ୍ଥାନୀୟ ବ୍ୟବସାୟୀ ଓ କୌଣସି ସଂସ୍ଥା #Dhenkanal #Odisha #KanakNews #IDCO

INDRAJIT INDIA (@indrajit520) 's Twitter Profile Photo

ଢ଼େଙ୍କାନାଳ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ବସିବା ପାଇଁ ୨ ଟି ସିମେଣ୍ଟ ଚୌକି ପକାଇବା ପାଈଁ ଢେଙ୍କାନାଳ ପୌରପାଳିକା କୁ ଅରୁରୋଧ।🙏🏻 Dhenkanal Municipality

ଢ଼େଙ୍କାନାଳ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ବସିବା ପାଇଁ ୨ ଟି ସିମେଣ୍ଟ ଚୌକି ପକାଇବା ପାଈଁ ଢେଙ୍କାନାଳ ପୌରପାଳିକା କୁ ଅରୁରୋଧ।🙏🏻 Dhenkanal Municipality