KRISHNA KISKU (@krishna123kisku) 's Twitter Profile
KRISHNA KISKU

@krishna123kisku

A Society For Game changer.....
Accept the challenge for a new mission..

ID: 1089167428876029953

calendar_today26-01-2019 14:25:25

800 Tweet

671 Takipçi

213 Takip Edilen

KRISHNA KISKU (@krishna123kisku) 's Twitter Profile Photo

ଏହି ଗେହ୍ଲାପୁଅ ର ବ୍ଯବସ୍ଥା ଉଭୟ କେନ୍ଦ୍ର ଆଉ ରାଜ୍ଯ ସରକାରଙ୍କ ଦୟାଳୁ ନୀତି। ଡ୍ଯାମ୍, କଳକାରଖାନା ସବୁ ଆଦିବାସୀ ଆଞ୍ଚଳରେ ହେବ ଅଥଚ ଥଇଥାନ ପାଇଁ ଅଳ୍ପ ଜାଗାଟିଏ ମଧ୍ଯ ଦିଆଯାଏ ନାହିଁ CMO Odisha MoSarkar 5T Collector and District Magistrate Kendrapara🇮🇳 PMO India President of India Tukuni Sahu Governor Odisha Bishweswar Tudu

ମାନ୍ଯବର ମୁଖ୍ଯମନ୍ତ୍ରୀ CMO Odisha ଏହି ବ୍ଯକ୍ତି ଙ୍କ ନାମ Niranjan Sahu, ବ୍ଲକ Oupada. Collector & DM Balasore ସେ ଜଣେ ଭିନ୍ନକ୍ଷମ ଅଟେ। ଦୁଃଖର କଥା, ବର୍ତ୍ତମାନ ସୁଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ଅଛି। ତେଣୁ ଧ୍ଯାନ ଦେବେ MoSarkar 5T SSEPD I & PR Department, Odisha Bhaskar Sarma Bishweswar Tudu Tukuni Sahu Governor Odisha

ମାନ୍ଯବର ମୁଖ୍ଯମନ୍ତ୍ରୀ CMO Odisha ଏହି ବ୍ଯକ୍ତି ଙ୍କ ନାମ Niranjan Sahu,
ବ୍ଲକ Oupada. Collector & DM Balasore ସେ ଜଣେ ଭିନ୍ନକ୍ଷମ ଅଟେ। ଦୁଃଖର କଥା, ବର୍ତ୍ତମାନ ସୁଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ଅଛି। ତେଣୁ ଧ୍ଯାନ ଦେବେ MoSarkar 5T SSEPD I & PR Department, Odisha Bhaskar Sarma Bishweswar Tudu Tukuni Sahu Governor Odisha
KRISHNA KISKU (@krishna123kisku) 's Twitter Profile Photo

ମାଣ୍ଡିଆ ଦିବସ ଉପଲକ୍ଷେ ମିଲେଟ୍ ମିଶନ ରଥ ଉଦ୍ଘାଟିତ ହେଲା। ଏହି କାର୍ଯ୍ଯକ୍ରମ ପାଇଁ ମାନ୍ଯବର ମୁଖ୍ଯମନ୍ତ୍ରୀ CMO Odisha ଙ୍କୁ ଧନ୍ଯବାଦ। Food and Agriculture Organization Governor Odisha President of India Naveen Patnaik

ମାନ୍ଯବର ମୁଖ୍ଯମନ୍ତ୍ରୀ CMO Odisha ଏହି ବାଣିଶ୍ରୀ ଯୋଜନା କାହା ପାଇଁ !!! ଦାୟିତ୍ଵରେ ଥିବା ବିଭାଗୀୟ କର୍ମଚାରୀ ମାନଙ୍କୁ ଅନୁରୋଧ ଯୋଗ୍ଯତା ଥିବା ଛାତ୍ରଛାତ୍ରୀ ମାନଙ୍କୁ ଯଥା ସମ୍ଭବ ବାଣିଶ୍ରୀ ଯୋଜନାରେ ସାମିଲ କରନ୍ତୁ @samirdash01 MoSarkar 5T I & PR Department, Odisha Tukuni Sahu SSEPD Bhaskar Sarma EducationOdisha

ଲକ୍ଷ୍ଯ ଯେତେ ଉଚ୍ଚ ଥାଉନା କାହିଁକି, ଇଛା ଥିଲେ ସବୁ ସମ୍ଭବ ।।।।।

ଆମେ ସବୁ ଭାରତୀୟ ସମ୍ବିଧାନର କେବଳ ନାମକୁ ମାତ୍ର, ହେଲେ ଭେଦଭାବ ଅନେକ ରହିଛି।ଏଇ ଭାରତରେ ସବୁ ସମ୍ଭବ CMO Odisha MoSarkar 5T PMO India President of India NDTV Sports

ଦୋକାନରେ ଏକ ପାଣି ବୋତଲ ୨୦ ଟଙ୍କାରେ ଉପଲବ୍ଧ ଥିବାବେଳେ, ସେହି ବୋତଲ ପାଣି ହୋଟେଲ ରେ ୪୦ ଟଙ୍କା ମୂଲ୍ୟରେ ଉପଲବ୍ଧ ଏବଂ ସମାନ ବୋତଲ ପାଣି ବିମାନବନ୍ଦରରେ ୫୦ ଟଙ୍କାରେ ଉପଲବ୍ଧ, ସେହି ପାଣି ବୋତଲ ଗାଁ ରେ ବିକ୍ରି ହୁଏ ନାହିଁ । ସେହିଭଳି,ଯଦି ତୁମେ ତୁମର ମୂଲ୍ୟକୁ କୌଣସି ସ୍ଥାନରେ କମ୍ ଅନୁଭବ କରୁଛ, ତେବେ ତୁମର ସ୍ଥାନ ପରିବର୍ତ୍ତନ କର।

KRISHNA KISKU (@krishna123kisku) 's Twitter Profile Photo

ମାନବ ସେବା ହିଁ ପ୍ରକୃତ ସେବା । ଗରୀବ, ରୋଗୀ, ଛୋଟ ପିଲା, ଏବଂ ବୁଢାବୁଢୀ ମାନଙ୍କୁ ସେବା କରିବା ରେ ଯେଉଁ ଆନନ୍ଦ ମିଳେ ତାହା କୈଣସି ଜାଗାରେ ମିଳେ ନାହିଁ । ସାର୍ ଆପଣଙ୍କ ମନ ଆଉ ହୃଦୟ ସ୍ଵଚ୍ଛ ଆଉ ପବିତ୍ର । ସାର୍ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏

KRISHNA KISKU (@krishna123kisku) 's Twitter Profile Photo

ମାନ୍ଯବର CMO Odisha Department of WCD, Government of Odisha Ministry of WCD Collector & District Magistrate Mayurbhanj MoSarkar 5T Bishweswar Tudu ଏହା ହେଉଛି ଅଖାପଲାଣ ସ୍ଵାସ୍ଥ୍ଯ ଉପକେନ୍ଦ୍ର ହାତୀଗୋଡା ପଞ୍ଚାୟତ, ଠାକୁରମୁଣ୍ଡା ବ୍ଲକର ଅବସ୍ଥା । ଏଥିରୁ ଜଣା ପଡୁଛି ସ୍ଵାସ୍ଥ୍ଯ ସେବା କେମିତି ଦିଆଯାଉଥିବ । ଆଉ କେତେ ଦିନ ପରେ ମୟୁରଭଞ୍ଜ ଉନ୍ନତିର ପରିବର୍ତ୍ତନ ହେବ ।

ଏମିତି କେତେ ଯେ ନିରୀହ ଆଦିବାସୀ ଦାଦନର ପ୍ରଲୋଭନ ଦେଖାଇ ବିକ୍ରି ହୋଇଛନ୍ତି ସରକାରଙ୍କ ପାଖରେ ହିସାବ ବି ନ ଥିବ । କେବଳ ଇଲେକ୍ସନ ସମୟରେ ଚେଇଁବେ କିନ୍ତୁ ଉଠିବେ ନି । ଦାୟିତ୍ଵରେ ଥିବା ଅଧିକାରୀ ଏଥିପ୍ରତି ଧ୍ଯାନ ଦେବାକୁ ଅନୁରୋଧ CMO Odisha I & PR Department, Odisha Panchayati Raj and Drinking Water Department Odisha Police President of India Collector and DM, Sundargarh

Payal Damba, age 4 years D/o Purna Damba, Village Sangumma, Mathili, District Malkangiri, she has a 70 % of MI Moderate disability certificate but does not get disability pension till now Collector & DM, Malkangiri CMO Odisha SSEPD I & PR Department, Odisha MoSarkar 5T Bhaskar Sarma Plz take action

ମାନ୍ଯବର CMO Odisha Koraput Police Collector and District Magistrate, Koraput ସବୁଠାରୁ ସୁରକ୍ଷା ସ୍ଥାନରେ ଏହିଭଳି ଅଭାବନୀୟ ଘଟଣା !! ବିଶ୍ଵାସ ନ ହେଲେ ବି ସତ ! ତେଣୁ ଦାୟିତ୍ଵରେ ଥିବା କର୍ମଚାରୀ ମାନଙ୍କୁ ଅନୁରୋଧ ଏମିତି ଘଟଣା ଆଗକୁ ନ ହେଉ ଏବଂ ଉଚିତ ବିଚାର କରି ସମାଧାନ କରନ୍ତୁ ।

ଗ୍ରାମାଞ୍ଚରେ କେବେ କେଉଁ ଯୁଗରୁ ଚାଲଛି, ଆଉ ଏବେ ବି ବଞ୍ଚିଛି ଅଜବ ପରମ୍ପରା ।

ମାନ୍ଯବର CMO Odisha @tpnodl_balasore Energy Odisha OPTCL ଜିଲ୍ଲା ବାଲେଶ୍ଵର ପିନ୍ 756047 ରେ ବଡ଼ପୋଖରୀ ପୋଷ୍ଟାଲ ଏହା ଔପଦା ସେକ୍ସନ under ରେ ଯାଉଛି l କିନ୍ତୁ online apply କଲାବେଳକୁ Gandibed ସେକ୍ସନ ଦେଖାଉଛି l New କଂନେକ୍ସନ କେମିତି apply କରିବି? ଏହାର ଉଚିତ ସମାଧାନ ବ୍ଯବସ୍ଥା କଲେ ଭଲ ହୁଅନ୍ତା ।

କାଶ୍ମୀର ପ୍ରସଙ୍ଗରେ ଯେତେବେଳେ ବ୍ରାହ୍ମଣ ମାନଙ୍କୁ ହତ୍ଯା/ବିତାଡିତ କରାଯାଉଥିଲା BJP ସରକାରଙ୍କ ଆଖିରେ ଲୁହ ଝରୁଥିଲା । ମଣିପୁରରେ ଆଦିବାସୀ ମହିଳା ମାନଙ୍କୁ ଦୁଷ୍କର୍ମକରି ଇଜତ ସହିତ ଖେଳୁଛନ୍ତି, BJP ସରକାରଙ୍କ ଆଖିରେ ପଟି ବନ୍ଧାହେଇଛି କି ?? ଦେଶ୍ କେ ଲିୟେ ଆଛେ ଦିନ୍ ଆ ଗାୟା PMO India CMO Odisha Supreme Court of India