ଜଗା ଭାଇ (@jagan_035) 's Twitter Profile
ଜଗା ଭାଇ

@jagan_035

ଓଡ଼ିଆ ପୁଅ । ସମାଜ ପ୍ରେମୀ । ମୋ ଗର୍ବ ମୋ ଭାଷା ମୋ ସଂସ୍କୃତି l

ID: 4411825634

calendar_today30-11-2015 17:20:50

822 Tweet

60 Followers

940 Following

ଜଗା ଭାଇ (@jagan_035) 's Twitter Profile Photo

ଶିକ୍ଷାର ଅଭାବ ସଂସ୍କାର ଏବଂ ନୈତିକ ଶିକ୍ଷାର ଅଭାବ , ନିୟମିତ ନିଶାଦ୍ରବ୍ୟର ସେବନ ଗାଁ ଠୁ ସହର ଯାଏ ଚରସ ସେବନ ସାଧାରଣ ହେବାକୁ ଲାଗିଲାଣି, ମୋ ଗାଁରେ ନାବାଳକ ମଧ୍ୟ ପାଉ (drugs ର ନାମ ଯାହା ମୁ ଶୁଣିଲି) ଖାଉଛି । ବାହାଘର, ବ୍ରତଘର, ମୃତିକିଆ, ଛୁତିକିଆ, ପୁଜା ଅବା ପର୍ବାଣୀ ମଦର ଉପସ୍ଥିତି ବିନା ଫିକା ଯାହା ଦେଖୁଚି ।

ଜଗା ଭାଇ (@jagan_035) 's Twitter Profile Photo

ଧନ୍ୟବାଦ ଶୁଭପଲ୍ଲବ ~ Shubhapallaba ଇତିହାସର କାଳ୍ପନିକ ଦୁନିଆକୁ ଚାଲିଯିବାର ପ୍ରୟାସ ମୋର ଆପଣଙ୍କ ପାଇଁ କିଛି ମାତ୍ରାରେ ସଫଳ ହେଇଥିବାରୁ 🙏। shubhapallaba.in/itihasa/

Sanjay Kumar, Dy. Collector (@dc_sanjay_jas) 's Twitter Profile Photo

श्री राम को 14 साल वनवास काटना पड़ा, श्री कृष्ण को कैदखाने में जन्म लेना पड़ा, भगवान शिव को तो जहर ही पीना पड़ गया..! अगर आपको जीवन में भयानक संघर्ष करना पड़ रहा है, तो आप निश्चित रूप से 'साधारण' व्यक्ति तो नहीं है.. समय आप को 'महान' बनाना चाहता है..! #WednesdayMotivation

ଜଗା ଭାଇ (@jagan_035) 's Twitter Profile Photo

ଆପଣଙ୍କର ଏ ମାନବୀୟ ଅନୁଭୂତି ସାମାଜିକ କୁସଂସ୍କାରର ପରିଣାମ ମାତ୍ର, ରଙ୍ଗୀନ ଦୁନିଆ ତା ସହ ସ୍ୱୋର୍ଥବାଦି ଭାବ ପରିଣାମ ସୁଚିନ୍ତନ ମାନବିକତାର ଅଭାବ। ବି.ଦ୍ର - ବର୍ତ୍ତମାନର ଶିକ୍ଷା ଟଙ୍କା ରୋଜଗାରର ମାଧ୍ୟମ ମାତ୍ର, ବ୍ୟକ୍ତି ନିର୍ମାଣର ମାଧ୍ୟମ ନୁହେ।🙏 ଧନ୍ୟବାଦ ଗାଁ ଡାକ୍ତର👨‍⚕️💉💊 Sir 🙏

ଜଗା ଭାଇ (@jagan_035) 's Twitter Profile Photo

ଜନ୍ମ ଦିନର ଛୁଆ ବୁଢ଼ାଳିଆ, ମଜାଳିଆ, ଗେଲଖେଳିଆ, ଅକ୍ଷୟ କୁମାରର ପଙ୍ଖାଳିଆ ଭଳି ହସଖୁସିର ଶୁଭେଚ୍ଛା 🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 ଭାଇ 🙏।

DM Cuttack (@cuttackdm) 's Twitter Profile Photo

#RethinkingTourism On the occassion of #WorldTourismDay2022 Cuttack District Administration wishes everyone happiness good health and a trip of a lifetime. May this season be spectacular for Odisha as well as Cuttack..!!! Department of Tourism, Odisha Odisha Tourism

Anand Ranganathan (@aranganathan72) 's Twitter Profile Photo

Popular Front of India, PFI, the outfit that chopped the hand of a Christian school teacher as punishment for blasphemy, has just been declared an UNLAWFUL ASSOCIATION with immediate effect by the Modi govt. Brace for nationwide protests. In Pakistan, Syria, and India.

ଜଗା ଭାଇ (@jagan_035) 's Twitter Profile Photo

ମୁ ଯେ ଥିଲି ସେଇ ଅଚିହ୍ନା ରାସ୍ତାଟେ ଚିହ୍ନା ହୋଇଗଲ ଚାଲୁ ଚାଲୁ କେବେ ଅଛି ସେଇ ବାଟ ଉନ୍ନତିର ପଥେ , ଚାଲିଗଲ ତୁମେ କେଉ ଏକ ସ୍ଥାନ ଭୁଲିଗଲ ତୁମେ.. ନିଜର ମୁ କାହା ସାଥେ। #Jagan

Prashant Sahu 🇮🇳 (@suryanandannet) 's Twitter Profile Photo

ଘର କାନ୍ଥରେ କେତେ ସୁନ୍ଦର ଝୂଟି-ଚିତା ପକାଇଛନ୍ତି ଆମ ମା -ମାଉସୀ ମାନେ . ଦେଖନ୍ତୁ ଏକ ୨୭ ବର୍ଷ ପୂର୍ବର ବିରଳ ଭିଡ଼ିଓ . Rarest Video of Jhoti - Chita , The traditional floor & wall painting of #Odisha - 1995 #OdishaArt #Odia #Puri #odiaart

Aditya Raj Kaul (@adityarajkaul) 's Twitter Profile Photo

An appeal from a Pakistani Hindu from Sindh to Prime Minister Narendra Modi viral on social media requesting India to issue visa/asylum to Hindus who are being abducted, killed, tortured and forcibly converted to Islam in Pakistan by Islamist radicals with Pakistan Govt support.