🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@rakeshkumarray8) 's Twitter Profile
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳

@rakeshkumarray8

Memer, stand up comedian, Akkian।ଖାଣ୍ଟି ଓଡ଼ିଆ।ଜୀବନ ରେ ଏକ ମାତ୍ର ଲକ୍ଷ୍ୟ ଟିକେ ହସେଇବା କୁ।Profile ଆଡେ ମୁହଁ ବୁଲେଇ ଦିଅନ୍ତୁ ଆଶା କରେ ହସିବେ।Follow କଲେ ଖୁସି ନ କଲେ ଆନନ୍ଦ।

ID: 1175529350

linkhttps://www.youtube.com/channel/UC69aZXym_U_wtVPB3uzJ5jw calendar_today13-02-2013 14:52:11

49,49K Tweet

9,9K Followers

1,1K Following

🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@rakeshkumarray8) 's Twitter Profile Photo

ଆଜି ରୋହିତ ଆଉ କୋହଲି କେତେ score କରିବେ? ଯିଏ ଠିକ୍ guess କରିବ ମୋ ତରଫ ରୁ ୧୦୦ ଟଙ୍କା। ମୋ prediction ରୋହିତ -୩୦ କୋହଲି -୪୫

🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@rakeshkumarray8) 's Twitter Profile Photo

ସବୁଦିନ ଠାକୁର ଙ୍କୁ ଡାକୁଚି କି ପ୍ରଭୁ ମାଣ୍ଡୁ ଟେ ଦେଲେନି ଚଳିବ ହେଲେ ଏ ଶୀତ ରେ ମୋ ଗୋଡ଼ କୋଉ ଖଟ, ବନ୍ଧ, କବାଟ କୋଣ ରେ ଯେମିତି ନ ବାଜୁ। #ହାଇରେବିଧାତା

🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@rakeshkumarray8) 's Twitter Profile Photo

ଏ Stand up comedy ବାଲା ଙ୍କୁ ଯେବେ କିଛି content ମିଳେନି ସେତେବେଳେ ଆସିଥିବା audience ଙ୍କ ଭିତରୁ କାହାର ମାଜକ ଉଡାନ୍ତି। #ହାଇରେବିଧାତା

🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@rakeshkumarray8) 's Twitter Profile Photo

Bow down to the KING 👑 Virat Kohli what a splendid innings. Rana ji,mujhe maaf karna 🙏 today it felt like our Pat Cummins was Harshit Rana. Overall, poor captaincy cost us the series. Rohit won’t play for the next 5 months 😭 Bhai, tum waise bhi IPL ko seriously nahi lete ho.

BollyHungama (@bollyhungama) 's Twitter Profile Photo

10 Years of #Airlift EXCLUSIVE: Raja Krishna Menon reveals #AkshayKumar didn’t mind the ‘nose snort’ moment on camera: “I told him, ‘I’d kill to have an actor who wouldn’t mind snort coming out of his nose'” bollywoodhungama.com/news/features/…

🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@rakeshkumarray8) 's Twitter Profile Photo

Public place ରେ ଭିଡ଼ିଓ ତମେ କରିବ ଆଉ ଯଦି କିଏ ଗଲା ସେ sorry କହିବ। ବାଃ 🙏 Govt should ban making videos in public places.

🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@rakeshkumarray8) 's Twitter Profile Photo

ୟାଠୁ ଝାବଡ ଜିନିଷ ଦେଖିନି । ହାତ ଧୋଇବାକୁ ଯାଇଥିଲି ଗାଧେଇକି ଫେରୁଛି। #ହାଇରେବିଧାତା

ୟାଠୁ ଝାବଡ ଜିନିଷ ଦେଖିନି ।
ହାତ ଧୋଇବାକୁ ଯାଇଥିଲି ଗାଧେଇକି ଫେରୁଛି।
#ହାଇରେବିଧାତା
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@rakeshkumarray8) 's Twitter Profile Photo

ସମ୍ବିଧାନ ପ୍ରଣୟନ ହେଇଥିବାରୁ ଆମେ ସେଦିନ ଆମିଷ ଖାଇବୁ ନାହିଁ। କିଛି logic ଅଛି ଏ କଥା ରେ 🙄 ଛାଡ଼ ଏମିତି ସୋମବାର ଅଧା ରୁ ଅଧେ ଖାଆନ୍ତି ନାହିଁ।

🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@rakeshkumarray8) 's Twitter Profile Photo

ଓଡ଼ିଆ ସିନେ ଜଗତ କୁ ଗ୍ରହଣ ଲାଗିଯାଇଛି ଲାଗୁଛି। ଜଣେ ପରେ ଜଣେ ପ୍ରତିଭାବାନ କଳାକାର ଚାଲି ଯାଉଛନ୍ତି। ଅଭିଜିତ ଦାଦା ଙ୍କ ଗୀତ ଓଡ଼ିଶା ବାସୀ ଙ୍କ ହୃଦୟ ରେ ସବୁ ଦିନ ରହିବ। ଆତ୍ମା କୁ ଶାନ୍ତି ମିଳୁ। ଓଁ ଶାନ୍ତି 🙏

ଓଡ଼ିଆ ସିନେ ଜଗତ କୁ ଗ୍ରହଣ ଲାଗିଯାଇଛି ଲାଗୁଛି।
ଜଣେ ପରେ ଜଣେ ପ୍ରତିଭାବାନ କଳାକାର ଚାଲି ଯାଉଛନ୍ତି।
ଅଭିଜିତ ଦାଦା ଙ୍କ ଗୀତ ଓଡ଼ିଶା ବାସୀ ଙ୍କ ହୃଦୟ ରେ ସବୁ ଦିନ ରହିବ।
ଆତ୍ମା କୁ ଶାନ୍ତି ମିଳୁ। 
ଓଁ ଶାନ୍ତି 🙏
ଗାଁ ଡାକ୍ତର👨‍⚕️💉💊 (@drakshays) 's Twitter Profile Photo

ALCOHOL KILLS...ମଦ୍ୟପାନ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ! Refrain from all forms of Alcohol and Tobacco …ସମସ୍ତ ପ୍ରକାର ମଦ ଓ ତମ୍ବାଖୁଠାରୁ ଦୂରେଇ ରୁହନ୍ତୁ । ମଦ ଓ ନିଶାଦ୍ରବ୍ୟ ବାହାରେ ଗୋଟେ ବହୁତ ସୁନ୍ଦର ଦୁନିଆ ଅଛି,ତାକୁ ଉପଭୋଗ କରନ୍ତୁ। ଅଭିଜିତ ଦାଦାଙ୍କ ଆତ୍ମାର ସଦଗତି ହେଉ🙏🏻 #SayNoToAlcohol #ମଦ୍ୟପାନକୁ_ନା

🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@rakeshkumarray8) 's Twitter Profile Photo

ଆପଣ ବି ଯଦି ଖାଲି ଭିଡିଓ ଟି ଦେଖିବେ ଲାଗିବ କି ଏ ଜଣେ ଅପରାଧୀ ବୋଲି ହେଲେ ନାହିଁ ଏ ଜଣେ ସାହାଯ୍ୟ କାରୀ। ଏଇ କାରଣ ରୁ ଭାରତ ରେ କେହି କାହାକୁ ସାହାଯ୍ୟ କରିବା ପୂର୍ବରୁ ୧୦ ଥର ଭାବୁଚି।

🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@rakeshkumarray8) 's Twitter Profile Photo

ଯୁଗ ବଦଳିବା ସହ ଆମ ଲୋକ ମାନଙ୍କ ପ୍ରାର୍ଥନା ବି ବଦଳି ଗଲାଣି। ମା କେବେ ଭାବି ନଥିବେ କିଏ ଏମିତି ଗୁହାରି କରିବ ବୋଲି 😂

🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@rakeshkumarray8) 's Twitter Profile Photo

This T20 side isn’t just playing, it’s boiling with fire 🔥 Every match feels like a statement. This time, the trophy stays home. Period. 🇮🇳🏆 Others can compete. We’re here to conquer. #Abhisheksharma #Sky #IshanKishan #INDvsNZ

🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@rakeshkumarray8) 's Twitter Profile Photo

ଗଣତନ୍ତ୍ର ଦିବସ ର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ଭାରତ ମାତା ର ଜୟ ହେଉ।🙏