Amaresh AK art (@amareshak8) 's Twitter Profile
Amaresh AK art

@amareshak8

sanatani 🕉️🚩
believe in karma

ID: 1209101883333234688

calendar_today23-12-2019 13:22:34

21,21K Tweet

1,1K Followers

195 Following

Amaresh AK art (@amareshak8) 's Twitter Profile Photo

ଲେଖିଛି ତୁମପାଇଁ ବହୁତ କିଛି ଶୁଣେଇବାକୁ ଅନୁମତି ମିଳିବ ? ମତେ ଜାଣିକି ବି ଅଜଣା ପରି ରହୁଛ କାରଣ କଣ ଥରେ କହିବ ? ଜାଣିଛି ଆଉ କାହାପାଇଁ ତମେ ତାରା ଗଣୁଛ ପରିଚୟ ତାଙ୍କର ଟିକେ ଦେଇପାରିବ ? ଠିକ୍ ଅଛି ମରିଯାଉଛି ମୁଁ ତୁମ ପାଇଁ ସମାଧି ପାଇଁ ତୁମ ହୃଦୟରେ ଟିକେ ଜାଗା ମିଳିବ? #ଅପରଚିତ

🦋šrαdhα🦋 (@princess_sradha) 's Twitter Profile Photo

ଏହି ପିଲା ଟି ଚୌଦ୍ୱାର କପାଳେଶ୍ବର ର, ପିଲାଟି କାଲି ରାତି ରୁ ହଜି ଯାଇଛି ପିଲାଟି ର ନାମ ସ୍ଵାତି ସ୍ଵାଗତିକା ନାୟକ ଯଦି କେହି ଠିକଣା ପାନ୍ତି +918895745791 no ରେ ଯୋଗାଯୋଗ କରିବେ, ପାରୁଛନ୍ତି ଯଦି share କରନ୍ତୁ ପିଲାଟିକୁ ଖୋଜିବାରେ ସାହାଯ୍ୟ କରନ୍ତୁ #shareplz 🙏

Maa Tara Tarini Shakti Peetha (@taratarinipith) 's Twitter Profile Photo

ଆଦିଶକ୍ତି ମା' ତାରା ତାରିଣୀଙ୍କ ଭବ୍ୟ ଦିବ୍ୟ ଦର୍ଶନ आदिशक्ति मां तारा तारिणी के भव्य दिव्य दर्शन Jay Maa #TaraTarini 🌺🚩🙏🙏🌺🚩

ଆଦିଶକ୍ତି ମା' ତାରା ତାରିଣୀଙ୍କ ଭବ୍ୟ ଦିବ୍ୟ ଦର୍ଶନ 
आदिशक्ति मां तारा तारिणी के भव्य दिव्य दर्शन
Jay Maa #TaraTarini 🌺🚩🙏🙏🌺🚩
Amaresh AK art (@amareshak8) 's Twitter Profile Photo

ଓଁ ନମଃ ଶିବାୟ 🙏🏻 ରାତି ପାହିଲେ ଜାଗର ଶିବ ମନ୍ଦିରେ ଲାଗିବ ଭିଡ଼ 🤗

ଓଁ ନମଃ ଶିବାୟ 🙏🏻
ରାତି ପାହିଲେ ଜାଗର 
ଶିବ ମନ୍ଦିରେ ଲାଗିବ ଭିଡ଼ 🤗
Amaresh AK art (@amareshak8) 's Twitter Profile Photo

ଘରେ ବାହାରେ ଖୋଜା ଚାଲିଛି କୁଆଡେ଼ ଗଲା ଦେଖିଲା ବେଳକୁ ମହାରାଣୀ ଫ୍ରିଜ୍ ଭିତରେ 😂 କଣ କରୁଚୁ ପଚାରିବାରୁ କହୁଚି ଗମ ହଚି 😂 ( ଗରମ ହୋଉଚି ) #bhanji

ଘରେ ବାହାରେ ଖୋଜା ଚାଲିଛି କୁଆଡେ଼ ଗଲା 
ଦେଖିଲା ବେଳକୁ ମହାରାଣୀ ଫ୍ରିଜ୍ ଭିତରେ 😂
କଣ କରୁଚୁ ପଚାରିବାରୁ କହୁଚି 
ଗମ ହଚି 😂 ( ଗରମ ହୋଉଚି )
#bhanji
Amaresh AK art (@amareshak8) 's Twitter Profile Photo

दिल पर लगी हुई बातें अक्सर चेहरे की रोनक छीन लेती है....

दिल पर लगी हुई बातें अक्सर चेहरे की रोनक छीन लेती है....
Sneha sneha (@swagatikamahan7) 's Twitter Profile Photo

ଚଇତି ପର୍ବ ଘଟଗାଁ ପୀଠର ମାଆ ତାରିଣୀଙ୍କର ✨❤️#2025 09.04.2025 to 15.04.2025 Maa bless to all 🙏🏻❤️ Jai maa Tarini 🙏🏻❤️❤️ Bhagya nahi aee year 😌💔 #keonjhar #କେନ୍ଦୁଝର #ଘଟଗାଁ ✨

Amaresh AK art (@amareshak8) 's Twitter Profile Photo

ଏ... କଂସର ଘରଣୀ ପଦ୍ମାବତୀ ରାଣୀ କଲା ଧନନ୍ତରି ଓଷା.. ଆଉ ଲକ୍ଷେ ଭାର ପଦ୍ମ ଦବୁରେ କହ୍ନେଇ ନଥିବ ପାଖୁଡ଼ା ଗୋଟା... କି ଗୋବିନ୍ଦ ହରି...... ବାହାରିଲା ବାହାରିଲା ବାହାରିଲା..... 🐍

🦋šrαdhα🦋 (@princess_sradha) 's Twitter Profile Photo

ଧର୍ମ ତାକୁ କୁହାଯାଏ ଯେଉ ଥିରେ ଅନ୍ୟ ର ମଙ୍ଗଳ ହୁଏ ,ଅନ୍ୟ ର ଅମଙ୍ଗଳ କରି ଯେତେ ପୂଜା ପାଠ କଲେ ମଧ୍ୟ ତାହା ପାପ ହିଁ ହୋଇଥାଏ #ଜୟଜଗନ୍ନାଥ 🙏

ଧର୍ମ ତାକୁ କୁହାଯାଏ  ଯେଉ ଥିରେ ଅନ୍ୟ ର ମଙ୍ଗଳ ହୁଏ ,ଅନ୍ୟ ର ଅମଙ୍ଗଳ କରି ଯେତେ ପୂଜା ପାଠ କଲେ ମଧ୍ୟ ତାହା ପାପ ହିଁ ହୋଇଥାଏ

#ଜୟଜଗନ୍ନାଥ 🙏
Amaresh AK art (@amareshak8) 's Twitter Profile Photo

ଅଶିଟି ପଞ୍ଜରା ଅଶିଟି ଗୋଡ଼ ଅଶୋକ ବନରେ ଥାଆନ୍ତି ସୀତା ପଚାରନ୍ତି ରାମଙ୍କୁ ଏ ଜନ୍ତୁ କଅଣ ଖାଆନ୍ତି ? #ମନେ_ରଖିଛ_ନା_ଭୁଲି_ଗଲଣି

Amaresh AK art (@amareshak8) 's Twitter Profile Photo

ଏକ ରଙ୍ଗର ଦୁଇ ଭାଇ ଦୁହେଁ ରୁହନ୍ତି ଏକ ହୋଇ ଜଣେ ହଜିଲେ ଆଉ ଜଣେ କାମକୁ ନୁହଁଇ କିଏ ସେହି କୁହରେ ଭାଇ ?

Amaresh AK art (@amareshak8) 's Twitter Profile Photo

ସେ କିଏ 🤔 ଯିଏକି ଆମେ ଶୋଇଲେ ସେ ଶୁଏ ଆମେ ଉଠିଲେ ସେ ଉଠେ