THE INTELLECTS (@intllectsodisha) 's Twitter Profile
THE INTELLECTS

@intllectsodisha

It is a progressive forum of Odia people that intends to work for Odia Pride across globe. ମାତୃଭୂମୀ ଓ ମାତୃଭାଷାର ସମ୍ମାନ, ଆମର ସ୍ୱାଭିମାନ!

ID: 212590411

linkhttp://www.theintellects.org.in calendar_today06-11-2010 14:14:53

781 Tweet

409 Followers

120 Following

THE INTELLECTS (@intllectsodisha) 's Twitter Profile Photo

ସରକାରୀ ଜମିରୁ ଜବରଦଖଲ ବିରୁଦ୍ଧରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବାରୁ ମାନ୍ୟବର CMO Odisha Mohan Charan Majhi ଙ୍କୁ ଅଶେଷ ଧନ୍ୟବାଦ। ଏକ ସାମଗ୍ରୀକ ପରିବର୍ତ୍ତନ ସ୍ୱର ପାଇଁ Debendra Nath Rout ଙ୍କୁ ସାଧୁବାଦ।ଏହା ଦ୍ୱାରା ରାଜ୍ୟର ସାମଗ୍ରୀକ ପ୍ରଗତୀ ନିଶ୍ଚୟ ସହଜ ହେବ। 🙏

ସରକାରୀ ଜମିରୁ ଜବରଦଖଲ ବିରୁଦ୍ଧରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବାରୁ ମାନ୍ୟବର CMO Odisha Mohan Charan Majhi ଙ୍କୁ ଅଶେଷ ଧନ୍ୟବାଦ। ଏକ ସାମଗ୍ରୀକ ପରିବର୍ତ୍ତନ ସ୍ୱର ପାଇଁ Debendra Nath Rout ଙ୍କୁ ସାଧୁବାଦ।ଏହା ଦ୍ୱାରା ରାଜ୍ୟର ସାମଗ୍ରୀକ ପ୍ରଗତୀ ନିଶ୍ଚୟ ସହଜ ହେବ।

Debendra Nath Rout (@debendrarout) 's Twitter Profile Photo

ନିଶା କେବଳ ବର୍ତ୍ତମାନ ନୁହେଁ ଭବିଷ୍ୟତ ପିଢ଼ିକୁ ନିଜ କବଳକୁ ନେବାରେ ସଫଳ ହେଉଛି। ଏହି ସଙ୍କଟରୁ ରକ୍ଷା ପାଇବା ପାଇଁ ସବୁ ସ୍ତରରେ ଆନ୍ତରିକ ଉଦ୍ୟମ ହେବା ଆବଶ୍ୟକ। ଏଥିପାଇଁ #ଅଳକା_ଆଶ୍ରମ ଅତୀତରୁ ସମର୍ପିତ ପ୍ରୟାସ ଜାରି ରଖିଛି। CMO Odisha Mohan Charan Majhi Dharmendra Pradhan Kanak Vardhan Singh Deo (Modiji Ka Parivar) DM_Jagatsinghpur Jagatsinghpur Police

THE INTELLECTS (@intllectsodisha) 's Twitter Profile Photo

୧୨୧ ବର୍ଷ ପୂର୍ବେ ଆଜିର ଦିନରେ ମଧୁ ବାବୁଙ୍କ ନେତୃତ୍ୱରେ ଓଡ଼ିଆ ଜାତୀୟତାର ଯେଉଁ ବୀଜ ବପନ କରାଯାଇଥିଲା ତାହାର ପରିଣାମ ଆମର ସ୍ୱତନ୍ତ୍ର ଓଡିଶା l ସେହି ଅବିସ୍ମରଣୀୟ ଦିନଟିକୁ ଆଗାମୀ ପିଢ଼ିକୁ ସ୍ମରଣ କରାଇବା ପାଇଁ ଓଡ଼ିଆ ଅସ୍ମିତା ସମ୍ମିଳନୀର ପରିକଳ୍ପନା l ଆସନ୍ତୁ ଆଜି ସନ୍ଧ୍ୟା ୬.୩୦ ସମୟରେ ଯୁବ କିଶୋର ସମ୍ମିଳନୀରେ ଯୋଗଦେବା

#ମାତୃଭାଷା_ମହାକୁମ୍ଭ ଚଳିତ ବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ହେବ l ଆମ ମାତୃଭାଷାର ସର୍ବାଧିକ ଗୁରୁତ୍ୱପୂର୍ଣ ଦିଗ Digitalisation of Mother Tongue କୁ ଚଳିତ ବର୍ଷ ମୂଳ ଆଧାର କରାଯାଇଛି Nistha R. Dash ନିଷ୍ଠା ରଞ୍ଜନ ଦାଶ @Gajapati (𑀩𑀺𑀱𑁆𑀡𑀼 𑀫𑁄𑀳𑀦 𑀅𑀥𑀺𑀓𑀸𑀭𑀻) Odia Culture Odia Virtual Academy History of Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Odia Localization 𝙋𝙧𝙖𝙗𝙞𝙧࿐ ନିଧି ଅଜା Debendra Nath Rout

#ମାତୃଭାଷା_ମହାକୁମ୍ଭ ଚଳିତ ବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ହେବ l ଆମ ମାତୃଭାଷାର ସର୍ବାଧିକ ଗୁରୁତ୍ୱପୂର୍ଣ ଦିଗ Digitalisation of Mother Tongue କୁ ଚଳିତ ବର୍ଷ ମୂଳ ଆଧାର କରାଯାଇଛି
Nistha R. Dash ନିଷ୍ଠା ରଞ୍ଜନ ଦାଶ @Gajapati (𑀩𑀺𑀱𑁆𑀡𑀼 𑀫𑁄𑀳𑀦 𑀅𑀥𑀺𑀓𑀸𑀭𑀻) Odia Culture Odia Virtual Academy History of Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Odia Localization 𝙋𝙧𝙖𝙗𝙞𝙧࿐ ନିଧି ଅଜା Debendra Nath Rout
THE INTELLECTS (@intllectsodisha) 's Twitter Profile Photo

ବିଶ୍ୱର ବିଭିନ୍ନ କୋଣରେ ବସବାସ କରୁଥିବା ଓଡ଼ିଆ ଭାଷା ପ୍ରତି ସମର୍ପିତ ପ୍ରାଣଙ୍କ ଶୁଭେଚ୍ଛା ଓ ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ "ଦି ଇଣ୍ଟେଲେକ୍ଟସ" ପ୍ରୟାସରେ ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀର ଏକାଦଶ ଅର୍ଘ୍ୟରେ ଯୋଗଦେବା ପାଇଁ ଆପଣଙ୍କୁ ସାଦର ନିମନ୍ତ୍ରଣ l

LangFest - ମାତୃଭାଷା_ମହାକୁମ୍ଭ ସବୁ ଓଡ଼ିଆ ଭାଇ ଭଉଣୀଙ୍କ ହୃଦୟରେ ଏକ ଆଲୋଡନ ସୃଷ୍ଟି କରିବା ସହିତ ମାତୃଭାଷା ଆଗାମୀ ପିଢ଼ି ପାଖରେ ସହଜରେ ଉପଲବ୍ଧ ହେବାର ଏକ ବିରାଟ ସମ୍ଭାବନା ସୃଷ୍ଟି କରି ଉଦଯାପିତ ହୋଇଯାଇଛି l ଆପଣମାନଙ୍କ ଅନନ୍ୟ ବିଶ୍ୱାସ ଓ ଭଲପାଇବା ଏହାର ଲକ୍ଷ୍ୟ ସାଧନରେ ନିଶ୍ଚୟ ସହାୟକ ହେବ l ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ CMO Odisha

Debendra Nath Rout (@debendrarout) 's Twitter Profile Photo

#ଓଡ଼ିଆ ଭାଷାର ବିଶାଳତାକୁ ଆଗାମୀ ବଂଶଧରକୁ ଅଧିକ ସଶକ୍ତ କରି ପ୍ରଦାନ କରିବା ସମ୍ଭବ ହେବ ଡିଜିଟାଲାଇଜେସନ ମାଧ୍ୟମରେ, ଏହି କ୍ଷେତ୍ରରେ ଆମେ ଦୁର୍ବଳ ରହିଛେ! ଆଗାମୀ ପିଢ଼ି ପାଇଁ ଏହା କରିବା ଅତ୍ୟନ୍ତ ଜରୁରୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Suryabanshi Suraj Mohan Charan Majhi CMO Odisha Odia Virtual Academy THE INTELLECTS #Odisha HaaL

#ଓଡ଼ିଆ ଭାଷାର ବିଶାଳତାକୁ ଆଗାମୀ ବଂଶଧରକୁ ଅଧିକ ସଶକ୍ତ କରି ପ୍ରଦାନ କରିବା ସମ୍ଭବ ହେବ ଡିଜିଟାଲାଇଜେସନ ମାଧ୍ୟମରେ, ଏହି କ୍ଷେତ୍ରରେ ଆମେ ଦୁର୍ବଳ ରହିଛେ! ଆଗାମୀ ପିଢ଼ି ପାଇଁ ଏହା କରିବା ଅତ୍ୟନ୍ତ ଜରୁରୀ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Suryabanshi Suraj Mohan Charan Majhi CMO Odisha Odia Virtual Academy THE INTELLECTS #Odisha HaaL
THE INTELLECTS (@intllectsodisha) 's Twitter Profile Photo

#ପଖାଳ_ଦିବସ ରେ କିଛି ସୁନ୍ଦର ଅଭିବ୍ୟକ୍ତି ପଖାଳ ଓ ପଖାଳଖିଆଙ୍କ ପାଇଁ! ସମସ୍ତଙ୍କୁ ଅଭିନନ୍ଦନ!

#ପଖାଳ_ଦିବସ ରେ କିଛି ସୁନ୍ଦର ଅଭିବ୍ୟକ୍ତି ପଖାଳ ଓ ପଖାଳଖିଆଙ୍କ ପାଇଁ! ସମସ୍ତଙ୍କୁ ଅଭିନନ୍ଦନ!
Debendra Nath Rout (@debendrarout) 's Twitter Profile Photo

ଓଡିଶା ଆବାସୀକ କମିଶନରଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରେ ଜବାହାରଲାଲ ନେହେରୁ ଷ୍ଟାଡିୟମ ପରିସରରେ ଆୟୋଜିତ ହେଉଥିବା ଭବ୍ୟ ସମାରୋହକୁ ସ୍ୱାଗତ l ଏହି ସମାରୋହ ପ୍ରତ୍ୟେକ ଓଡ଼ିଆଙ୍କ ଦ୍ୱାରା ଓ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ସମର୍ପିତ l ODISHA BHAWAN, NewDelhi CMO Odisha I & PR Department, Odisha THE INTELLECTS ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

ଓଡିଶା ଆବାସୀକ କମିଶନରଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରେ ଜବାହାରଲାଲ ନେହେରୁ ଷ୍ଟାଡିୟମ ପରିସରରେ ଆୟୋଜିତ ହେଉଥିବା ଭବ୍ୟ ସମାରୋହକୁ ସ୍ୱାଗତ l ଏହି ସମାରୋହ ପ୍ରତ୍ୟେକ ଓଡ଼ିଆଙ୍କ ଦ୍ୱାରା ଓ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ସମର୍ପିତ l ODISHA BHAWAN, NewDelhi CMO Odisha I & PR Department, Odisha THE INTELLECTS ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
THE INTELLECTS (@intllectsodisha) 's Twitter Profile Photo

RRB NTPC result 2025 was declared by various RRBs but unfortunately only one RRB Bhubaneswar could not do so successfully! Connection refused is the present status! Kindly do take needful measures. Ashwini Vaishnaw Ministry of Railways Eastern Railway