THE INTELLECTS
@intllectsodisha
It is a progressive forum of Odia people that intends to work for Odia Pride across globe. ମାତୃଭୂମୀ ଓ ମାତୃଭାଷାର ସମ୍ମାନ, ଆମର ସ୍ୱାଭିମାନ!
ID: 212590411
http://www.theintellects.org.in 06-11-2010 14:14:53
781 Tweet
409 Followers
120 Following
Every parliamentarian needs to realise their responsibility. They are elected as representatives of their people not as representatives of political parties. AajTak Zee News Republic Bharat - रिपब्लिक भारत OTV Kalinga TV ABP News BBC News Hindi News18 SansadTV Congress BJP
ସ୍ବାଗତଯୋଗ୍ୟ ବହୁପ୍ରତିକ୍ଷିତ ନିଷ୍ପତି। Nistha R. Dash ନିଷ୍ଠା ରଞ୍ଜନ ଦାଶ ଜଣେ ଓଡ଼ିଆ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Swabhimani Odia ସ୍ଵାଭିମାନୀ ଓଡ଼ିଆ OdishaAI ଓଡ଼ିଆସ୍ ଇନ୍ ଫେସ୍ବୁକ୍ Odisha Samaj UAE | ଓଡ଼ିଶା ସମାଜ ୟୁଏଇ Odia Culture History of Odisha Odia Virtual Academy Chief Electoral Officer, Odisha E&IT Department Odisha
ସରକାରୀ ଜମିରୁ ଜବରଦଖଲ ବିରୁଦ୍ଧରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବାରୁ ମାନ୍ୟବର CMO Odisha Mohan Charan Majhi ଙ୍କୁ ଅଶେଷ ଧନ୍ୟବାଦ। ଏକ ସାମଗ୍ରୀକ ପରିବର୍ତ୍ତନ ସ୍ୱର ପାଇଁ Debendra Nath Rout ଙ୍କୁ ସାଧୁବାଦ।ଏହା ଦ୍ୱାରା ରାଜ୍ୟର ସାମଗ୍ରୀକ ପ୍ରଗତୀ ନିଶ୍ଚୟ ସହଜ ହେବ। 🙏
ଅପ୍ରତିମ ଅଭିନନ୍ଦନ Sudarsan Pattnaik ମହାଶୟ
ନିଶା କେବଳ ବର୍ତ୍ତମାନ ନୁହେଁ ଭବିଷ୍ୟତ ପିଢ଼ିକୁ ନିଜ କବଳକୁ ନେବାରେ ସଫଳ ହେଉଛି। ଏହି ସଙ୍କଟରୁ ରକ୍ଷା ପାଇବା ପାଇଁ ସବୁ ସ୍ତରରେ ଆନ୍ତରିକ ଉଦ୍ୟମ ହେବା ଆବଶ୍ୟକ। ଏଥିପାଇଁ #ଅଳକା_ଆଶ୍ରମ ଅତୀତରୁ ସମର୍ପିତ ପ୍ରୟାସ ଜାରି ରଖିଛି। CMO Odisha Mohan Charan Majhi Dharmendra Pradhan Kanak Vardhan Singh Deo (Modiji Ka Parivar) DM_Jagatsinghpur Jagatsinghpur Police
ଐତିହାସିକ ଅଳକା ଆଶ୍ରମ ଆନୁକୂଲ୍ୟରେ ମା ରମାଦେବୀ ଙ୍କ 125 ତମ ଜୟନ୍ତୀ ପାଳନ! ସମସ୍ତଙ୍କୁ ସଶ୍ରଦ୍ଧ ନିମନ୍ତ୍ରଣ! CMO Odisha Mohan Charan Majhi ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ChiefSecyOdisha Sampad Swain DM_Jagatsinghpur OTV Kanak News Kalinga TV Sambad (ସମ୍ବାଦ) Samaja Live Debendra Nath Rout Governor Odisha
#ମାତୃଭାଷା_ମହାକୁମ୍ଭ ଚଳିତ ବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ହେବ l ଆମ ମାତୃଭାଷାର ସର୍ବାଧିକ ଗୁରୁତ୍ୱପୂର୍ଣ ଦିଗ Digitalisation of Mother Tongue କୁ ଚଳିତ ବର୍ଷ ମୂଳ ଆଧାର କରାଯାଇଛି Nistha R. Dash ନିଷ୍ଠା ରଞ୍ଜନ ଦାଶ @Gajapati (𑀩𑀺𑀱𑁆𑀡𑀼 𑀫𑁄𑀳𑀦 𑀅𑀥𑀺𑀓𑀸𑀭𑀻) Odia Culture Odia Virtual Academy History of Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Odia Localization 𝙋𝙧𝙖𝙗𝙞𝙧࿐ ନିଧି ଅଜା Debendra Nath Rout
LangFest - ମାତୃଭାଷା_ମହାକୁମ୍ଭ ସବୁ ଓଡ଼ିଆ ଭାଇ ଭଉଣୀଙ୍କ ହୃଦୟରେ ଏକ ଆଲୋଡନ ସୃଷ୍ଟି କରିବା ସହିତ ମାତୃଭାଷା ଆଗାମୀ ପିଢ଼ି ପାଖରେ ସହଜରେ ଉପଲବ୍ଧ ହେବାର ଏକ ବିରାଟ ସମ୍ଭାବନା ସୃଷ୍ଟି କରି ଉଦଯାପିତ ହୋଇଯାଇଛି l ଆପଣମାନଙ୍କ ଅନନ୍ୟ ବିଶ୍ୱାସ ଓ ଭଲପାଇବା ଏହାର ଲକ୍ଷ୍ୟ ସାଧନରେ ନିଶ୍ଚୟ ସହାୟକ ହେବ l ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ CMO Odisha
#ଓଡ଼ିଆ ଭାଷାର ବିଶାଳତାକୁ ଆଗାମୀ ବଂଶଧରକୁ ଅଧିକ ସଶକ୍ତ କରି ପ୍ରଦାନ କରିବା ସମ୍ଭବ ହେବ ଡିଜିଟାଲାଇଜେସନ ମାଧ୍ୟମରେ, ଏହି କ୍ଷେତ୍ରରେ ଆମେ ଦୁର୍ବଳ ରହିଛେ! ଆଗାମୀ ପିଢ଼ି ପାଇଁ ଏହା କରିବା ଅତ୍ୟନ୍ତ ଜରୁରୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Suryabanshi Suraj Mohan Charan Majhi CMO Odisha Odia Virtual Academy THE INTELLECTS #Odisha HaaL
ଓଡିଶା ଆବାସୀକ କମିଶନରଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରେ ଜବାହାରଲାଲ ନେହେରୁ ଷ୍ଟାଡିୟମ ପରିସରରେ ଆୟୋଜିତ ହେଉଥିବା ଭବ୍ୟ ସମାରୋହକୁ ସ୍ୱାଗତ l ଏହି ସମାରୋହ ପ୍ରତ୍ୟେକ ଓଡ଼ିଆଙ୍କ ଦ୍ୱାରା ଓ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ସମର୍ପିତ l ODISHA BHAWAN, NewDelhi CMO Odisha I & PR Department, Odisha THE INTELLECTS ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
ଆସନ୍ତୁ ଆମ କୁଳତିଳକଙ୍କୁ ସଗର୍ବେ ହୃଦୟରେ ଓ ମସ୍ତକରେ ଧାରଣ କରିବା! Nistha R. Dash ନିଷ୍ଠା ରଞ୍ଜନ ଦାଶ @Gajapati (𑀩𑀺𑀱𑁆𑀡𑀼 𑀫𑁄𑀳𑀦 𑀅𑀥𑀺𑀓𑀸𑀭𑀻) Odia Culture OdishaAI Swabhimani Odia ସ୍ଵାଭିମାନୀ ଓଡ଼ିଆ ଓଟିଭି OTV Argus News Prameya News7 Samaja Live Dharitri Live Sambad (ସମ୍ବାଦ) Kanak News Kalinga TV Tanaya Patnaik
RRB NTPC result 2025 was declared by various RRBs but unfortunately only one RRB Bhubaneswar could not do so successfully! Connection refused is the present status! Kindly do take needful measures. Ashwini Vaishnaw Ministry of Railways Eastern Railway