ODISHA BHAWAN, NewDelhi
@crcodisha_delhi
Official Handle of Office of the Chief Resident Commissioner, Government of Odisha,
New Delhi
ID: 1904123798569582592
24-03-2025 10:51:34
89 Tweet
29 Followers
118 Following
ଜାତୀୟ ଆୟୁର୍ବେଦ ଦିବସ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ବାର୍ତ୍ତା:
ଆୟୁର୍ବେଦ ଦିବସ ୨୦୨୫ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଆୟୁର୍ବେଦ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମ୍ପ୍ରତିକ ସମୟରେ ଆୟୁର୍ବେଦର ଗୁରୁତ୍ୱ, ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ଆୟୁର୍ବେଦର ସମ୍ପର୍କ ଏବଂ ଏହାର ବିକାଶ ପାଇଁ ସରକାରଙ୍କ
'GST Reforms To Benefit Every Section Of Society': PM Narendra Modi Pens Letter To Nation, Pitches 'Swadeshi' news18.com/business/econo… via NaMo App
ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଆହ୍ୱାନ କ୍ରମେ ‘ଘରେ ଘରେ ସ୍ବଦେଶୀ, ପ୍ରତି ଘରେ ସ୍ବଦେଶୀ ବ୍ୟବହାର’କୁ ପ୍ରାଧାନ୍ୟ ଦେଇ ବିକଶିତ ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ସିଦ୍ଧି ପାଇଁ ସାମୂହିକ ପ୍ରୟାସରେ ଯୋଡ଼ି ହେବା ।
ରାଜ୍ୟସ୍ତରୀୟ ଜାତୀୟ ଆୟୁର୍ବେଦ ଦିବସ ୨୦୨୫ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଯୋଗ ଦେଇଛନ୍ତି। ଆୟୁର୍ବେଦ ହେଉଛି, ସାରା ବିଶ୍ବକୁ ଭାରତର ଏକ ଅମୂଲ୍ୟ ଅବଦାନ। ଆୟୁର୍ବେଦକୁ କେବଳ ଏକ ଚିକିତ୍ସା ପ୍ରଣାଳୀ ନୁହେଁ ବରଂ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଆମର ଜ୍ଞାନ ଓ ଦାର୍ଶନିକ ଦୃଷ୍ଟିକୋଣକୁ ଉପସ୍ଥାପିତ କରିବା
ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ପ୍ରୟାସରେ ଆୟୁଷ ମନ୍ତ୍ରଣାଳୟର ଗଠନ, ଭାରତୀୟ ଚିକିତ୍ସା ପରମ୍ପରାକୁ ନୂଆ ଦିଶା ଦେଇଛି। ଗତ କିଛି ବର୍ଷରେ ଆୟୁର୍ବେଦ ଚିକିତ୍ସକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି, ଯାହା ପାରମ୍ପରିକ ବିଜ୍ଞାନକୁ ଆଧୁନିକ ସ୍ୱାସ୍ଥ୍ୟ ସେବାରେ ଅଧିକ ପ୍ରାସଙ୍ଗିକ କରିଛି । ପ୍ରକୃତି ସହ ସମନ୍ୱୟରେ
Under the leadership of Hon’ble CM Shri Mohan Charan Majhi, #Odisha has organised 52,942 health camps in just 7 days of Swasth Nari, Sashakt Parivar Abhiyaan, benefitting 28.46 lakh people with vital screenings & care. #OdishaCares timesofindia.indiatimes.com/city/bhubanesw…
ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ମିଳୁଥିବା ବେଳେ, ଦୁର୍ଗାପୂଜା