Gopal Chandra Pattanayak (@gopalpattanay11) 's Twitter Profile
Gopal Chandra Pattanayak

@gopalpattanay11

Asst Teacher-PCM
Department of School and Mass Education
Odisha

ID: 1524952862266359813

calendar_today13-05-2022 03:21:39

1,1K Tweet

15 Takipçi

46 Takip Edilen

OGCEA(ODISHA GOVERNMENT COMBINED EMPLOYEE'S ASSO (@ogcea) 's Twitter Profile Photo

ରାଜ୍ୟ ସରକାରଙ୍କୁ ଅନୁରୋଧ GIS( Group Insurance Scheme) ରାଶି 50 ଲକ୍ଷ କରନ୍ତୁ ଯାହା ଦ୍ଵାରା କର୍ମଚାରୀ ପରିବାର ଦୁର୍ଦ୍ଦିନରୁ ବଞ୍ଚିପାରନ୍ତେ CMO Odisha Naveen Patnaik MoSarkar 5T ChiefSecyOdisha Pradeep Jena IAS Office of Development Commissioner, Odisha Anu Garg Pranab Prakash Das @gapg_dept Finance Department Vishal K. Dev Home Department, Govt. of Odisha

ରାଜ୍ୟ ସରକାରଙ୍କୁ ଅନୁରୋଧ GIS( Group Insurance Scheme) ରାଶି 50 ଲକ୍ଷ କରନ୍ତୁ ଯାହା ଦ୍ଵାରା କର୍ମଚାରୀ ପରିବାର ଦୁର୍ଦ୍ଦିନରୁ ବଞ୍ଚିପାରନ୍ତେ
CMO Odisha
Naveen Patnaik
MoSarkar 5T
ChiefSecyOdisha
Pradeep Jena IAS
Office of Development Commissioner, Odisha
Anu Garg
Pranab Prakash Das
@gapg_dept
Finance Department
Vishal K. Dev
Home Department, Govt. of Odisha
Kanak News (@kanak_news) 's Twitter Profile Photo

ଆମ ଦରମା ୧୫ ହଜାର ଟଙ୍କା କରାଯାଉ । ଆମ ପିଲା ଭଲ ସ୍କୁଲରେ ପାଠ ପଢିପାରିବେ, ଭଲ ଡ୍ରେସ ପିନ୍ଧି ପାରିବେ । ଆମେ ଭୁବନେଶ୍ୱରକୁ ସଫେଇରେ ଏକ ନମ୍ବର ମାନ୍ୟତା ଦେଇଥିଲୁ: ସଫେଇ କର୍ମଚାରୀ । #Sweeper #Protest #Bhubaneswar

Subhrajit Pratihari (@subhrajitprati1) 's Twitter Profile Photo

କଟକ ରେ ଆଜି ପର୍ଯ୍ୟନ୍ତ macp,pay fixation, da , ଦରମା ଫେବୁଆରୀ ମାସ, 20 ଆଉ 30 ପର୍ସେଣ୍ଟ personal arrear ଦୀର୍ଘ 2 ରୁ ଉର୍ଦ୍ଧ୍ବ ସମୟ ହେଲା ମିଳି ନାହିଁ । ଶିକ୍ଷକ ଆଉ କଣ ନ୍ୟାୟ ପାଇବେ କୁହନ୍ତୁ CMO Odisha MoSarkar 5T EducationOdisha DM Cuttack

rabimyia (@rabindrase28388) 's Twitter Profile Photo

Collector & DM, Balangir ବଲାଙ୍ଗିର ଜିଲ୍ଲାରେ ବହୁତ ଗୁଡ଼ିଏ ବଙ୍ଗଲାଦେଶୀ ଆଉ ରୋହିଙ୍ଗିଆ ଗଳି ଗଳି ବୁଲୁଛନ୍ତି, ବେଲ୍ ଗାଁ ରେ ମସଜିଦ ଏକ ନୂଆ ପଡା ବନାଇ ସାରିଲେଣି ଏଥ ପ୍ରତି ବି ପ୍ରସାଶନିକ ଦୁଷ୍ଟି ପଡୂ।

Collector & DM, Balangir (@collectorbgr) 's Twitter Profile Photo

୨୦.୦୫.୨୦୨୪ (ସୋମବାର୍) ଦିନେ ଆମେ ଯେନ୍ତା ହେଲେ ବି ଭୋଟ୍ ଦେମା । ଆସୁନ୍ ନିର୍ବାଚନ୍ ର ଇ ପରବ୍ ଥି ସଭେ ସାମିଲ୍ ହେମା । #YourVoteYourVoice #IVoteForSure #NothingLikeVoting #SGE2024 Chief Electoral Officer, Odisha Election Commission of India

Surbhi (@surrbhim) 's Twitter Profile Photo

Within couple of hours, Rahul Gandhi’s vote appeal video has skyrocketed on the Instagram with almost 3 Million views. Not to forget the views on twitter and WhatsApp by hundreds of accounts. People are showing astounding support 🔥 #DhruvRathee #Dhruv_Rathee

Sai ( ସାଇ )🇮🇳⚔️ (@sai_odia) 's Twitter Profile Photo

I & PR Department, Odisha ଦୟାକରି ଏ ସୂଚନା ସବୁ ସର୍ବନିମ୍ନ ୭ ଦିନ ପୂର୍ବରୁ ଜଣାଇବା ଉଚିତ୍ । ହଠାତ୍ ଜଣାଇଲେ ଦୂର ଦୁରାନ୍ତ ରୁ ପୂର୍ବରୁ ଯୋଜନା କରି ଆସୁଥିବା ଲୋକ ହଇରାଣ ହେଉଛନ୍ତି ! Shree Jagannatha Temple Office, Puri ଗୋଟିଏ ମାସ ର ମନ୍ଦିର ନୀତି ସମ୍ପର୍କରେ ସମୟ ସାରଣୀ ଉପଲବ୍ଧ କରାଇ ପାରିଲେ ଭଲ ହେବ । ବହୁତ୍ ଲୋକ ଉପକୃତ ହେବେ ।

Sd Yajna (@sdyajna) 's Twitter Profile Photo

Mohan Charan Majhi Nityananda Gond CMO Odisha OSEPA EducationOdisha ମହାଶୟ,ସ୍କୁଲ ଖୋଲିଗଲାଣି,କନିଷ୍ଠ ଶିକ୍ଷକ ନିଯୁକ୍ତି କୁ ନେଇ ସୃଷ୍ଟି ହୋଇଥିବା ଦ୍ଵନ୍ଦ ମାନ୍ୟବର ଉଚ୍ଚନ୍ୟାୟାଳୟ ଙ୍କ ଦ୍ଵାରା ସମାଧାନ ହୋଇସାରିଛି।ଆଉ ବିଳମ୍ବ ନେହେଉ।କୁନି କୁନି ପିଲାଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ତୁରନ୍ତ ନିଯୁକ୍ତି ଦିଆଯାଉ।

JOKER ( Journalism) (@lion4od) 's Twitter Profile Photo

SABYASACHI AMITAV ବିଭାଗୀୟ ସଚିବ ବାବୁ ଅହଂକାର ପାଇଁ ଆଜି ଲକ୍ଷ ଲକ୍ଷ କେସ ହେଉଛି ଓ ସରକାରୀ କର୍ମଚାରୀ ମାନେ ବି ହଇରାଣ ହରକତ ହେଉଛନ୍ତି। ବ୍ରିଟିଶ୍ ଚାଲିଗଲେ ସଚିବକଂର ବ୍ରିଟିସ୍ ଭାବ ଯାଇନି।

ଜଣେ ଭାରତୀୟ (@niladrirath2026) 's Twitter Profile Photo

ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ଙ୍କ ପ୍ରୟାସ ର ପ୍ରଥମ ସୋପାନ ହେବା କଥା ଶିକ୍ଷକ ମାନଙ୍କର କ୍ୟାଡ଼ର କୁ ସୃଷ୍ଟି କରିବା ଆଉ 32 ବର୍ଷ ର ପ୍ରତୀକ୍ଷା ର ଅନ୍ତ ଘଟାଇବା #cadrerestucture CMO Odisha Nityananda Gond Aparajita Sarangi, MP,( Lok Sabha) Bhubaneswar BJP Odisha Dharmendra Pradhan

ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ଙ୍କ ପ୍ରୟାସ ର ପ୍ରଥମ ସୋପାନ ହେବା କଥା ଶିକ୍ଷକ ମାନଙ୍କର କ୍ୟାଡ଼ର କୁ ସୃଷ୍ଟି କରିବା ଆଉ 32 ବର୍ଷ ର ପ୍ରତୀକ୍ଷା ର ଅନ୍ତ ଘଟାଇବା
#cadrerestucture
CMO Odisha Nityananda Gond Aparajita Sarangi, MP,( Lok Sabha) Bhubaneswar BJP Odisha Dharmendra Pradhan