Debendra Nath Rout (@debendrarout) 's Twitter Profile
Debendra Nath Rout

@debendrarout

Educationist Columnist & Social Activist believe, Mother Tongue is the best medium to prosper! ମା ମାଟି ଓ ମାତୃଭାଷା ହିଁ ଆମର ସ୍ବାଭିମାନ!

ID: 169600307

linkhttp://www.theintellects.org.in calendar_today22-07-2010 18:43:09

3,3K Tweet

901 Followers

481 Following

Debendra Nath Rout (@debendrarout) 's Twitter Profile Photo

ମାତୃଭାଷାକୁ ଆଗାମୀ ପିଢ଼ି ପାଖରେ ସହଜ, ସଠିକ ତଥା ସମୃଦ୍ଧ ଭାବରେ ଉପସ୍ଥାପନ କରିବାର ଆହ୍ୱାନ ଦେଇଛି #LangFest-2025. ଆସନ୍ତୁ ଏହି ଆହ୍ୱାନକୁ ସାକାର କରିବାକୁ ପ୍ରୟାସ କରିବା! Dharmendra Pradhan Suryabanshi Suraj Mohan Charan Majhi @Gajapati (𑀩𑀺𑀱𑁆𑀡𑀼 𑀫𑁄𑀳𑀦 𑀅𑀥𑀺𑀓𑀸𑀭𑀻) Odia Culture anjan kumar 👨‍💻✍️🏡 Odisha AI/ML Review Bhubaneswar Buzz Nistha R. Dash ନିଷ୍ଠା ରଞ୍ଜନ ଦାଶ OdishaAI World Odia Language Conference

Debendra Nath Rout (@debendrarout) 's Twitter Profile Photo

ଶାସ୍ତ୍ରୀୟ ଦିବସ ଅବସରରେ ସକାଳ ର ସମ୍ପାଦକୀୟ ପୃଷ୍ଠାରେ!

ଶାସ୍ତ୍ରୀୟ ଦିବସ ଅବସରରେ ସକାଳ ର ସମ୍ପାଦକୀୟ ପୃଷ୍ଠାରେ!
Debendra Nath Rout (@debendrarout) 's Twitter Profile Photo

ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଦିବସ ଅବସରରେ ହୃଦୟରୁ ଅଭିନନ୍ଦନ! ଏକ ଶିଶୁର ସର୍ବାଙ୍ଗୀନ ବୋୖଦ୍ଧିକ ବିକାଶ ସହିତ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷା ଅତ୍ୟନ୍ତ ଜରୁରୀ l ଏଣୁ ମାତୃଭାଷାକୁ ଆମ ବ୍ୟବସ୍ଥାର ପ୍ରାଥମିକ ସ୍ତରରେ ପ୍ରତ୍ୟେକ ବିଦ୍ୟାଳୟରେ (ତ୍ରିଭାଷୀ ନିୟମ) ବାଧ୍ୟତାମୂଳକ କରିବା ଆବଶ୍ୟକ!

Debendra Nath Rout (@debendrarout) 's Twitter Profile Photo

ପ୍ରତ୍ୟେକ ବିଦ୍ୟାଳୟ (ରାଜ୍ୟ ଏବଂ କେନ୍ଦ୍ର) ରେ ମାତୃଭାଷା ଶିକ୍ଷା ବାଧ୍ୟତାମୂଳ ହେବା ଜରୁରୀ! ଏହି ଦିଗରେ ଉପଯୁକ୍ତ ପଦକ୍ଷେପ ପାଇଁ ବିନମ୍ର ନିବେଦନ! Dharmendra Pradhan Ministry of Education Mohan Charan Majhi CMO Odisha EducationOdisha Governor Odisha Nityananda Gond PMO India NCERT SchoolEducationOdisha THE INTELLECTS

ପ୍ରତ୍ୟେକ ବିଦ୍ୟାଳୟ (ରାଜ୍ୟ ଏବଂ କେନ୍ଦ୍ର) ରେ ମାତୃଭାଷା ଶିକ୍ଷା ବାଧ୍ୟତାମୂଳ ହେବା ଜରୁରୀ! ଏହି ଦିଗରେ ଉପଯୁକ୍ତ ପଦକ୍ଷେପ ପାଇଁ ବିନମ୍ର ନିବେଦନ!
Dharmendra Pradhan Ministry of Education Mohan Charan Majhi CMO Odisha EducationOdisha Governor Odisha Nityananda Gond PMO India NCERT SchoolEducationOdisha THE INTELLECTS
Debendra Nath Rout (@debendrarout) 's Twitter Profile Photo

ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ! #HappyHoli #Holi2025

Debendra Nath Rout (@debendrarout) 's Twitter Profile Photo

#ଓଡ଼ିଆ ଭାଷାର ବିଶାଳତାକୁ ଆଗାମୀ ବଂଶଧରକୁ ଅଧିକ ସଶକ୍ତ କରି ପ୍ରଦାନ କରିବା ସମ୍ଭବ ହେବ ଡିଜିଟାଲାଇଜେସନ ମାଧ୍ୟମରେ, ଏହି କ୍ଷେତ୍ରରେ ଆମେ ଦୁର୍ବଳ ରହିଛେ! ଆଗାମୀ ପିଢ଼ି ପାଇଁ ଏହା କରିବା ଅତ୍ୟନ୍ତ ଜରୁରୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Suryabanshi Suraj Mohan Charan Majhi CMO Odisha Odia Virtual Academy THE INTELLECTS #Odisha HaaL

#ଓଡ଼ିଆ ଭାଷାର ବିଶାଳତାକୁ ଆଗାମୀ ବଂଶଧରକୁ ଅଧିକ ସଶକ୍ତ କରି ପ୍ରଦାନ କରିବା ସମ୍ଭବ ହେବ ଡିଜିଟାଲାଇଜେସନ ମାଧ୍ୟମରେ, ଏହି କ୍ଷେତ୍ରରେ ଆମେ ଦୁର୍ବଳ ରହିଛେ! ଆଗାମୀ ପିଢ଼ି ପାଇଁ ଏହା କରିବା ଅତ୍ୟନ୍ତ ଜରୁରୀ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Suryabanshi Suraj Mohan Charan Majhi CMO Odisha Odia Virtual Academy THE INTELLECTS #Odisha HaaL
Debendra Nath Rout (@debendrarout) 's Twitter Profile Photo

#ବିଶ୍ୱ_ପଖାଳ_ଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ! ଆମ ଜୀବନ ଧାରାକୁ ସହଜ ଓ ମାଟିମନସ୍କ କରି ହୃଦୟରେ ଆତ୍ମୀୟତର ସ୍ରୋତ ପ୍ରବାହ କରୁଥିବା ପ୍ରିୟ ଖାଦ୍ୟ ପଖାଳକୁ ସମ୍ମାନ ଜଣାଇ ମାର୍ଚ୍ଚ ୨୦ ତାରିଖରେ ପାଳିତ ହେଉଛି ବିଶ୍ବ ପଖାଳ ଦିବସ! ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ଆସନ୍ତୁ ନିଜ ମଣିଷ ମାନଙ୍କ ସହିତ ଆଜି ନିଶ୍ଚୟ ପଖାଳ ଖାଇବା|

#ବିଶ୍ୱ_ପଖାଳ_ଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ!
ଆମ ଜୀବନ ଧାରାକୁ ସହଜ ଓ ମାଟିମନସ୍କ କରି ହୃଦୟରେ ଆତ୍ମୀୟତର ସ୍ରୋତ ପ୍ରବାହ କରୁଥିବା ପ୍ରିୟ ଖାଦ୍ୟ ପଖାଳକୁ ସମ୍ମାନ ଜଣାଇ ମାର୍ଚ୍ଚ ୨୦ ତାରିଖରେ ପାଳିତ  ହେଉଛି ବିଶ୍ବ ପଖାଳ ଦିବସ! ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ଆସନ୍ତୁ ନିଜ ମଣିଷ ମାନଙ୍କ ସହିତ ଆଜି ନିଶ୍ଚୟ ପଖାଳ ଖାଇବା|
Debendra Nath Rout (@debendrarout) 's Twitter Profile Photo

ଓଡିଶା ଆବାସୀକ କମିଶନରଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରେ ଜବାହାରଲାଲ ନେହେରୁ ଷ୍ଟାଡିୟମ ପରିସରରେ ଆୟୋଜିତ ହେଉଥିବା ଭବ୍ୟ ସମାରୋହକୁ ସ୍ୱାଗତ l ଏହି ସମାରୋହ ପ୍ରତ୍ୟେକ ଓଡ଼ିଆଙ୍କ ଦ୍ୱାରା ଓ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ସମର୍ପିତ l ODISHA BHAWAN, NewDelhi CMO Odisha I & PR Department, Odisha THE INTELLECTS ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

ଯିଏ ରାଜ୍ୟ ସଂଗୀତକୁ ଅବମାନନା କରୁଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସାମ୍ବିଧାନିକ ବ୍ୟବସ୍ଥା କରାଯିବା ଉଚିତ! CMO Odisha Naveen Patnaik Mohan Charan Majhi Governor Odisha ଆମେ ଓଡ଼ିଆ Odia Culture ଓଡ଼ିଆ ଜଗତ Swabhimani Odia ସ୍ଵାଭିମାନୀ ଓଡ଼ିଆ ଓଟିଭି Kanak News NandighoshaTV Argus News

Debendra Nath Rout (@debendrarout) 's Twitter Profile Photo

ନବେ ତମ #ଓଡିଶା_ଦିବସ ଅବସରରେ ସମସ୍ତ ଭାଇ ଭଉଣୀଙ୍କୁ ସ୍ୱାଭିମାନ ଭରା ଅଭିନନ୍ଦନ! ଯେଉଁମାନଙ୍କ ଅନନ୍ୟ ତ୍ୟାଗ ଓ ସମର୍ପଣ ପାଇଁ ଆମେ ଆଜି ଓଡ଼ିଆ ହେବାର ଗର୍ବ ଅନୁଭବ କରୁଛେ, ଆସନ୍ତୁ ସେମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଉତ୍ତର ପିଢ଼ିକୁ ତାଙ୍କ ଅବିଶ୍ୱାସନୀୟ ତ୍ୟାଗର ଗାଥା ବର୍ଣ୍ଣନା କରିବା l #ବନ୍ଦେ_ଉତ୍କଳ_ଜନନୀ

ନବେ ତମ #ଓଡିଶା_ଦିବସ ଅବସରରେ ସମସ୍ତ ଭାଇ ଭଉଣୀଙ୍କୁ ସ୍ୱାଭିମାନ ଭରା ଅଭିନନ୍ଦନ! ଯେଉଁମାନଙ୍କ ଅନନ୍ୟ ତ୍ୟାଗ ଓ ସମର୍ପଣ ପାଇଁ ଆମେ ଆଜି ଓଡ଼ିଆ ହେବାର ଗର୍ବ ଅନୁଭବ କରୁଛେ, ଆସନ୍ତୁ ସେମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଉତ୍ତର ପିଢ଼ିକୁ ତାଙ୍କ ଅବିଶ୍ୱାସନୀୟ ତ୍ୟାଗର ଗାଥା ବର୍ଣ୍ଣନା କରିବା l
#ବନ୍ଦେ_ଉତ୍କଳ_ଜନନୀ
Debendra Nath Rout (@debendrarout) 's Twitter Profile Photo

ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ର ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ଶୁଭେଚ୍ଛା! ପ୍ରଭୁଙ୍କ କୃପାରୁ ଆମ ସମସ୍ତଙ୍କ ଜୀବନ ଶୁଭଙ୍କର ଓ ମଙ୍ଗଳମୟ ହେଉ! 🙏🙏🙏 #ବନ୍ଦେ_ଉତ୍କଳ_ଜନନୀ

Debendra Nath Rout (@debendrarout) 's Twitter Profile Photo

People from the Muslim community should come forward and openly condemn this brutal killing across the country. Especially all people of J&K should show the courage to rebuild their state. Failing to do so will strengthen the ill intent of terrorists.

Debendra Nath Rout (@debendrarout) 's Twitter Profile Photo

କୁଳବୃଦ୍ଧଙ୍କ ୧୭୮ ତମ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି! ଆମକୁ ଯିଏ ଓଡ଼ିଆ ହେବାର ପରିଚୟ ଫେରାଇ ଦେଇଛନ୍ତି ଆଜି ତାଙ୍କର ଜୟନ୍ତୀ l ଭାବି ଦେଖନ୍ତୁ ମଧୁବାବୁ ନଥିଲେ ଆମେ କଣ ଓଡ଼ିଆ ଭାବରେ ଗର୍ବ କରିବାର ସୁଯୋଗ ପାଇଥାନ୍ତେ? ତେଣୁ ବିନମ୍ର ନିବେଦନ ଏକ ସ୍ୱରରେ ଏକ ପ୍ରାଣରେ ଆଜିର ଦିନକୁ ଓଡ଼ିଆ ସ୍ୱାଭିମାନ ଦିବସ ଭାବେ ପାଳନ କରାଯାଉ!

Debendra Nath Rout (@debendrarout) 's Twitter Profile Photo

ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଆମକୁ ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିବ। ଗୋଟିଏ ରାଜ୍ୟରେ ଯଦି ମାତୃଭାଷାର ଗୁରୁତ୍ଵନାହିଁ ସେ ରାଜ୍ୟ ଉନ୍ନତିର ଶୀର୍ଷରେ ପହଞ୍ଚିବ କିପରି? ଆଜିର ପ୍ରଗତିବାଦୀ ରେ ମୋର କ୍ଷୁଦ୍ର ଆଲେଖ୍ୟ ଆପଣଙ୍କ ସୁବିଚାର ପାଇଁ। CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Odia Virtual Academy

ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଆମକୁ ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିବ। ଗୋଟିଏ ରାଜ୍ୟରେ ଯଦି ମାତୃଭାଷାର ଗୁରୁତ୍ଵନାହିଁ ସେ ରାଜ୍ୟ ଉନ୍ନତିର ଶୀର୍ଷରେ ପହଞ୍ଚିବ କିପରି? ଆଜିର ପ୍ରଗତିବାଦୀ ରେ ମୋର କ୍ଷୁଦ୍ର ଆଲେଖ୍ୟ ଆପଣଙ୍କ ସୁବିଚାର ପାଇଁ।
CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Odia Virtual Academy
Debendra Nath Rout (@debendrarout) 's Twitter Profile Photo

ଅତ୍ୟନ୍ତ ଗୁରୁତ୍ୱପୂର୍ଣ ତଥା ସଠିକ ପଦକ୍ଷେପ l CMO Odisha Mohan Charan Majhi Nityananda Gond EducationOdisha ସମସ୍ତଙ୍କୁ ଧନ୍ୟବାଦ l ଏହି ନୋଟିସ ଇଂରାଜୀ ଭାଷା ବଦଳରେ ଓଡ଼ିଆ ଭାଷାରେ ପ୍ରକାଶିତ ହେବା ଜରୁରୀ ଥିଲା l ସରକାରୀ ବ୍ୟବସ୍ଥାରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିନୀତ ଅନୁରୋଧ l