Dr. Shubhrajyoti Sinha (@drshubhrajyoti) 's Twitter Profile
Dr. Shubhrajyoti Sinha

@drshubhrajyoti

BE THE BEST VERSION OF YOURSELF.
I'm the HERO of my own story.
Proud Veterinarian, C.V.Sc. and A.H., OUAT, BBSR.
JAY JAGANNATH
Bande Utkal Janani

ID: 1388455950315528196

calendar_today01-05-2021 11:32:54

456 Tweet

38 Followers

74 Following

Odisha Veterinary Service Association Bhadrak (@ovsabhadrak) 's Twitter Profile Photo

ଭଦ୍ରକରେ ପରିସ୍ଥିତି ଅସମ୍ଭାଳ। କେତେ ଦିନଧରି ଆଉ ଲୁଚେଇ ରଖିବେ। ଆଉ ହେବନି....... #VetsDemandJustice CMO Odisha Directorate of AH&VS Odisha District Administration,Bhadrak @farddept

ଭଦ୍ରକରେ ପରିସ୍ଥିତି ଅସମ୍ଭାଳ। କେତେ ଦିନଧରି ଆଉ ଲୁଚେଇ ରଖିବେ। ଆଉ ହେବନି.......
#VetsDemandJustice
CMO Odisha Directorate of AH&VS Odisha District Administration,Bhadrak @farddept
OVSA BALANGIR (@ovsabalangir) 's Twitter Profile Photo

ପ୍ରାଣୀଚିକିତ୍ସା କୁ ନେଇ ଥିବା ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ପ୍ରାଣୀ ପାଳକମାନଙ୍କ ବିକ୍ଷୋଭ ପ୍ରଦର୍ଶନ। #OdishaVetsOnProtest CMO Odisha @farddept MoSarkar 5T News18 Odia Argus News

Odisha Veterinary College (@ovc_unofficial) 's Twitter Profile Photo

ଦୀର୍ଘ ୧୧ ଦିନର ଧାରଣା ପରେ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ hunger strike କରି ଆମରଣ ଅନସନକୁ ଓହ୍ଲାଇଛନ୍ତି। ଛାତ୍ରଛାତ୍ରୀମାନେ ସେମାନଙ୍କ ସବୁ ଦାବି ଏକ ସଙ୍ଗୀତ ମାଧ୍ୟମରେ ସରକାରଙ୍କ ସମ୍ମୁଖରେ ଉପସ୍ଥାପନା କରିଛନ୍ତି। #hungerstrikeforveterinaryuniversity CMO Odisha Naveen Patnaik Governor Odisha Ranendra Pratap Swain

OVSA BALANGIR (@ovsabalangir) 's Twitter Profile Photo

ଦୀର୍ଘ 21 ଦିନ ହେଲା ଓଡ଼ିଶାର ପ୍ରାଣୀଚିକିତ୍ସକମାନଙ୍କ ସାମୁହିକ ଛୁଟି ଯୋଗୁଁ ଦିନକୁ ଦିନ ପ୍ରାଣୀପାଳକଙ୍କ ଅସୁବିଧା ବଢ଼ି ଚାଲିଛି । କୋହଗ୍ରସ୍ଥ ପ୍ରାଣୀପାଳକ ମାନଙ୍କ ଲକ୍ଷାଧିକ ଅନୁରୋଧ ପରେ ବି ଜାଣିଶୁଣି ଚେଇଁ ଶୋଇରହିଛନ୍ତି ସରକାର। #OdishaVetsOnProtest CMO Odisha @farddept MoSarkar 5T Kanak News OTV

Dr Shankar Ramchandani (@dr_sramchandani) 's Twitter Profile Photo

CMO Odisha,ମାନନୀୟ ମୁଖ୍ୟମନ୍ତ୍ରୀ ମୁଁ ଜଣେ ମଣିଷ ଚିକିତ୍ସକ କିନ୍ତୁ ନିରୀହ ପ୍ରାଣୀ ମାନଙ୍କ କଷ୍ଟ ଆଉ ସହି ହେଉ ନାହିଁ ,ଦୟାକରି ଏହି ମୂକ ରୁଗ୍ନ ପ୍ରାଣୀମାନଙ୍କ କଷ୍ଟ ବୁଝି , ପ୍ରାଣୀ ଚିକିତ୍ସକ ଙ୍କ ସହ ଆଲୋଚନା କରି ସମାଧାନ ବାଟ ବାହାର କରନ୍ତୁ , ମୁକ ପ୍ରାଣୀ ଙ୍କ ତରଫ ରୁ ଜଣେ ମଣିଷ ଚିକିତ୍ସକ ର ନିବେଦନ ,ନିଶ୍ଚୟ ଶୁଣିବେ ମୋ ଆଶା

ଓଟିଭି (@otvkhabar) 's Twitter Profile Photo

ଭୋକ ଉପବାସରେ ଧାରଣାରେ ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀ। ଭୁବନେଶ୍ୱର ଭେଟନାରୀ କଲେଜର ଛାତ୍ରଛାତ୍ରୀ ଗତ ୧୩ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି। ବିଶ୍ୱବିଦ୍ୟାଳୟ ସ୍ଥାପନ ଓ ଷ୍ଟାଏପେନ୍ ବୃଦ୍ଧି ଦାବିରେ ଧାରଣା ଦେଇଛନ୍ତି। #Bhubaneswar #VeterinaryCollege #OTV

OVSA SAMBALPUR (@ovsa_sambalpur) 's Twitter Profile Photo

Agitation by WHSG Members at CDVO Office, Sambalpur. The members are demanding the release of their subsidy and threatening to do suicide if subsidy not released.CMO Odisha @farddept MoSarkar 5T Mission Shakti OTV Kanak News

Dr. Mukesh Mahaling (@mahalingmukesh) 's Twitter Profile Photo

ଦୀର୍ଘ 25 ଦିନରୁ ନିଜର ବିଭିନ୍ନ ଦାବୀ ପୂରଣ ପାଇଁ ଭେଟେନାରୀ ଡାକ୍ତର ମାନେ ଆନ୍ଦୋଳନ ରତ ଅଛନ୍ତି। ସରକାର ସେମାନଙ୍କ ସହ ଆଲୋଚନା କରି ସେମାନଙ୍କ ନ୍ୟାର୍ଯ୍ୟ ଦାବି ଗୁଡ଼ିକୁ ପୂରଣ କରନ୍ତୁ ବୋଲି ଗତକାଲି ବିଧାନସଭା ଗୃହ ରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କଲି।

ODISHA VETERINARY SERVICE ASSOSCIATION (@ovsa_odisha) 's Twitter Profile Photo

Veterinary Doctors have critical role In emergency sick Animal treatment , hospital duty, Vaccination,Animal Helpline Duty,On call AI, Disease controll programme.They need to be exempted from Digital Crop Survey for uninterupted Animal Health service CMO Odisha GOKULANANDA MALLICK

SKS(B+ve) (@drsingh33) 's Twitter Profile Photo

ବହୁତ୍ ବଡ଼ ସ୍ବାଗତ ଯୋଗ୍ୟ ଘୋଷଣା.ସବୁଦିନ ଛାଡ ଘୋଷଣା ପାଇଁ ବିନମ୍ର ଅନୁରୋଧCMO Odisha Mohan Charan Majhi GOKULANANDA MALLICK

ବହୁତ୍ ବଡ଼ ସ୍ବାଗତ ଯୋଗ୍ୟ ଘୋଷଣା.ସବୁଦିନ ଛାଡ ଘୋଷଣା ପାଇଁ ବିନମ୍ର ଅନୁରୋଧCMO Odisha Mohan Charan Majhi GOKULANANDA MALLICK
Dr. Shubhrajyoti Sinha (@drshubhrajyoti) 's Twitter Profile Photo

Rourkela- Puri Vande Bharat Express is running late by 40 min. This is how punctuality maintained by Indian Railway. Kaab sudhroge tum log yaar... Really frustrating to witness such type of delays. Ashwini Vaishnaw Eastern Railway East Coast Railway PMO India