𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤

@amiyaranjannpfc

ତୁମେ ନିର୍ଦ୍ଦେଶକ ତୁମେହିଁ ଦର୍ଶକ ଖେଳ ମୋ ପାପ ପୁଣ୍ୟର ନିନ୍ଦା ପ୍ରଶଂସା ମୁଁ ମାଗୁ ନାହିଁ ପ୍ରଭୁ,ମାଗୁଛି କୃପା ତୁମର,#ଜୟଜଗନ୍ନାଥ 🙏

#JaiJagannatha🙏🙏

ID: 2839805233

calendar_today04-10-2014 07:20:29

25,25K Tweet

4,4K Followers

5,5K Following

𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile Photo

ଉଦଘାଟନ ଯାଏ ବି ତିଷ୍ଠି ପାରିଲାନି ସେତୁ, ଡ୍ରେନେଜ୍ ବିଭାଗ ତରଫରୁ ୧କୋଟି ଟଙ୍କା ବ୍ୟୟରେ ବ୍ରିଜ୍ ଟି ଏବେ ଭୁଷୁଡ଼ିବା ଅବସ୍ଥାରେ, ହାତ ମାରିଦେଲେ ଖଣ୍ଡଖଣ୍ଡ ହୋଇ ଗଳିପଡ଼ୁଛି କଂକ୍ରିଟ୍ । ଭିଜିଲାନ୍ସ ତଦନ୍ତ ହେଲେ ବହୁ ଗୁମର ପଦାକୁ ଆସିବ....!! #Astaranga Please look into it.. CMO Odisha Deptt. of Water Resources Anu Garg Collector and District Magistrate Puri

ଉଦଘାଟନ ଯାଏ ବି ତିଷ୍ଠି ପାରିଲାନି ସେତୁ, ଡ୍ରେନେଜ୍ ବିଭାଗ ତରଫରୁ ୧କୋଟି ଟଙ୍କା ବ୍ୟୟରେ ବ୍ରିଜ୍ ଟି ଏବେ ଭୁଷୁଡ଼ିବା ଅବସ୍ଥାରେ, ହାତ ମାରିଦେଲେ ଖଣ୍ଡଖଣ୍ଡ ହୋଇ ଗଳିପଡ଼ୁଛି କଂକ୍ରିଟ୍ । ଭିଜିଲାନ୍ସ ତଦନ୍ତ ହେଲେ ବହୁ ଗୁମର ପଦାକୁ ଆସିବ....!! #Astaranga
Please look into it..
CMO Odisha Deptt. of Water Resources Anu Garg Collector and District Magistrate Puri
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile Photo

କୋଣାର୍କ ଏନ୍ଏସିରେ ୧୬ବର୍ଷ ହେଲା ମୁକୁଳା ପଡ଼ିଛି ଡ୍ରେନ୍,ମୃତ୍ୟୁଯନ୍ତା ପାଲଟିଛି,ଅକାଳରେ ଯାଉଛି ଜୀବନ....!! Respected CMO Odisha Sir kindly look into this matter & do needful step..ChiefSecyOdisha Ga&Pg_Dept H & UD Dept Collector and District Magistrate Puri KONARK NAC

କୋଣାର୍କ ଏନ୍ଏସିରେ ୧୬ବର୍ଷ ହେଲା ମୁକୁଳା ପଡ଼ିଛି ଡ୍ରେନ୍,ମୃତ୍ୟୁଯନ୍ତା ପାଲଟିଛି,ଅକାଳରେ ଯାଉଛି ଜୀବନ....!! Respected CMO Odisha Sir kindly look into this matter & do needful step..ChiefSecyOdisha  Ga&Pg_Dept H & UD Dept
Collector and District Magistrate Puri KONARK NAC
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile Photo

ଶ୍ରୀଧରଙ୍କ ମୁଣ୍ଡରେ ୫ପ୍ରାଣୀ କୁଟୁମ୍ବର ବୋଝ, ପଲିଥିନ୍ ତଳେ ବିତୁଛି ଜୀବନ,ଆବାସ ଆଉ ରାସନରୁ ବଞ୍ଚିତ ପରିବାର....!! Respected CMO Odisha Sir kindly look into this matter & do needful step..ChiefSecyOdisha Ga&Pg_Dept Panchayati Raj and Drinking Water Department FoodOdisha Collector & DM Nayagarh Zilla Parishad Nayagarh Panchayat Samiti Odagaon Jana Sunani

ଶ୍ରୀଧରଙ୍କ ମୁଣ୍ଡରେ ୫ପ୍ରାଣୀ କୁଟୁମ୍ବର ବୋଝ, ପଲିଥିନ୍ ତଳେ ବିତୁଛି ଜୀବନ,ଆବାସ ଆଉ ରାସନରୁ ବଞ୍ଚିତ ପରିବାର....!! Respected CMO Odisha Sir kindly look into this matter & do needful step..ChiefSecyOdisha Ga&Pg_Dept Panchayati Raj and Drinking Water Department FoodOdisha Collector & DM Nayagarh Zilla Parishad Nayagarh
Panchayat Samiti Odagaon Jana Sunani
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile Photo

କୋଣାର୍କ ବସଷ୍ଟାଣ୍ଡ ମଝି ରାସ୍ତାରେ ଥିବା ଡ୍ରେନ୍ ଘୋଡଣୀ ଭାଙ୍ଗି ଥିବାରୁ ଦୁର୍ଘଟଣା ଆଶଙ୍କା,ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ । CMO Odisha ChiefSecyOdisha Ga&Pg_Dept H & UD Dept Collector and District Magistrate Puri KONARK NAC

କୋଣାର୍କ ବସଷ୍ଟାଣ୍ଡ ମଝି ରାସ୍ତାରେ ଥିବା ଡ୍ରେନ୍ ଘୋଡଣୀ ଭାଙ୍ଗି ଥିବାରୁ ଦୁର୍ଘଟଣା ଆଶଙ୍କା,ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ ।
CMO Odisha ChiefSecyOdisha Ga&Pg_Dept H & UD Dept Collector and District Magistrate Puri KONARK NAC
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile Photo

କାକଟପୁର ଜଳ ସମ୍ପଦ ବିଭାଗ ଅନ୍ତର୍ଗତ ବିଭିନ୍ନ କେନାଲ ଏବେ ଡମ୍ଫିୟାର୍ଡ,ଖରିଫ ଚାଷ ପୂର୍ବରୁ ସଫେଇ ଦାବି....!! The departmental authorities are urged to take the matter seriously and take appropriate action..CMO Odisha ChiefSecyOdisha Ga&Pg_Dept Deptt. of Water Resources Anu Garg Office of Development Commissioner, Odisha Collector and District Magistrate Puri

କାକଟପୁର ଜଳ ସମ୍ପଦ ବିଭାଗ ଅନ୍ତର୍ଗତ ବିଭିନ୍ନ କେନାଲ ଏବେ ଡମ୍ଫିୟାର୍ଡ,ଖରିଫ ଚାଷ ପୂର୍ବରୁ ସଫେଇ ଦାବି....!! The departmental authorities are urged to take the matter seriously and take appropriate action..CMO Odisha
ChiefSecyOdisha Ga&Pg_Dept Deptt. of Water Resources Anu Garg Office of Development Commissioner, Odisha Collector and District Magistrate Puri
JITENDRA SAHOO (@jitendr60096956) 's Twitter Profile Photo

CMO Odisha H & UD Dept Nityananda Gond Labour Commissioner, Odisha Labour & ESI Dept. Government of Odisha OHRC BBSR DM Cuttack CMC,Cuttack ୫୩ନଂ ଓ୍ଵାର୍ଡ ସତସଙ୍ଗ ବିଦ୍ୟାଳୟରେ ବର୍ଷା ସମୟରେ ବିପଦସଙ୍କୁଳ ସ୍ଥାନରେ ଅସୁରକ୍ଷିତ ଅବସ୍ଥାରେ ରଙ୍ଗକାର୍ଯ୍ୟ କରୁଛନ୍ତି ଶ୍ରମିକ ।ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ RDC Office, Cuttack

Pravati Parida (@pravatipodisha) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ୧ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟସ୍ତରୀୟ ବିକାଶ ମେଳା-୨୦୨୫ର ଉଦଘାଟନ ସମାରୋହରେ ଯୋଗଦେଲି। ସେବା, ସୁଶାସନ ଓ ସଫଳତାର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ ସରକାରର ଜନ କଲ୍ୟାଣକାରୀ କାର୍ଯ୍ୟ ଏବଂ ବିଭିନ୍ନ ବିଭାଗର ସଫଳତାକୁ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ୧ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟସ୍ତରୀୟ ବିକାଶ ମେଳା-୨୦୨୫ର ଉଦଘାଟନ ସମାରୋହରେ ଯୋଗଦେଲି।

ସେବା, ସୁଶାସନ ଓ ସଫଳତାର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ ସରକାରର ଜନ କଲ୍ୟାଣକାରୀ କାର୍ଯ୍ୟ ଏବଂ ବିଭିନ୍ନ ବିଭାଗର ସଫଳତାକୁ
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile Photo

ଅସ୍ତରଙ୍ଗ-ପୀର ଜାହାନିଆଁ ମୁଖ୍ୟ ରାସ୍ତାର ହୀରାଦେଇପୁର ଗାଁ ମୁଣ୍ଡରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଲାଗିଥିବା ସୂଚନା ବୋର୍ଡ଼ ଟି ଉପୁଡ଼ି ଯାଇଛି,ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ । CMO Odisha ChiefSecyOdisha Office of DCM,Odisha (Smt Pravati Parida) Pravati Parida Ga&Pg_Dept Department of Tourism, Odisha Odisha Tourism Collector and District Magistrate Puri

ଅସ୍ତରଙ୍ଗ-ପୀର ଜାହାନିଆଁ ମୁଖ୍ୟ ରାସ୍ତାର ହୀରାଦେଇପୁର ଗାଁ ମୁଣ୍ଡରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଲାଗିଥିବା ସୂଚନା ବୋର୍ଡ଼ ଟି ଉପୁଡ଼ି ଯାଇଛି,ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ । CMO Odisha ChiefSecyOdisha
Office of DCM,Odisha (Smt Pravati Parida) Pravati Parida
Ga&Pg_Dept Department of Tourism, Odisha Odisha Tourism Collector and District Magistrate Puri
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile Photo

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ଭଳି ମାଳମାଳ ବେଆଇନ୍ ପାଥୋଲାବ୍,ରୋଗୀଙ୍କ ଜୀବନ ସହ ଖେଳ....!! Respected CMO Odisha Sir kindly look into this matter & do needful step.. ChiefSecyOdisha Ga&Pg_Dept H & FW Dept Odisha Dr. Mukesh Mahaling Collector and District Magistrate Puri CDM & PHO, Puri CDM & PHO Puri

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ଭଳି ମାଳମାଳ ବେଆଇନ୍ ପାଥୋଲାବ୍,ରୋଗୀଙ୍କ ଜୀବନ ସହ ଖେଳ....!!
Respected CMO Odisha Sir kindly look into this matter & do needful step.. ChiefSecyOdisha Ga&Pg_Dept H & FW Dept Odisha Dr. Mukesh Mahaling Collector and District Magistrate Puri CDM & PHO, Puri CDM & PHO Puri
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile Photo

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ଓ ଶିଶୁ ସ୍ଵାସ୍ଥ୍ୟ କେନ୍ଦ୍ରରେ ମିଳୁନି ପାନୀୟ ଜଳ । ପାଣି ପିଇବାକୁ ଛ' ତାଲା ତଳକୁ ଆସୁଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ....!! Respected CMO Odisha Sir kindly look into this matter & do needful step.. H & FW Dept Odisha Dr. Mukesh Mahaling DHH,Puri Collector and District Magistrate Puri

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ଓ ଶିଶୁ ସ୍ଵାସ୍ଥ୍ୟ କେନ୍ଦ୍ରରେ ମିଳୁନି ପାନୀୟ ଜଳ । ପାଣି ପିଇବାକୁ ଛ' ତାଲା ତଳକୁ ଆସୁଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ....!! Respected CMO Odisha Sir kindly look into this matter & do needful step.. H & FW Dept Odisha Dr. Mukesh Mahaling DHH,Puri Collector and District Magistrate Puri
Pravati Parida (@pravatipodisha) 's Twitter Profile Photo

ଧରିତ୍ରୀ ମାତା ଓ ମାତୃଶକ୍ତିକୁ ସମ୍ମାନର ସାଂସ୍କୃତିକ ଅଭିବ୍ୟକ୍ତି 'ରଜ' #ରଜପର୍ବ #rajaparba #Odisha

𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile Photo

ପୁରୀ ଅଠରନଳା ଉତ୍ତର ଦିଗରେ ଥିବା ନୀଳଚକ୍ର ନଗରରେ ପାନୀୟ ଜଳ ଯୋଗାଣ ପାଇପ୍ ରେ ଦୂଷିତ ଜଳ । ୫ଦିନ ହେଲା ଜଳ ଯୋଗାଣ ବନ୍ଦ । ଲୋକେ ପିଉଛନ୍ତି ଦୂଷିତ ପାଣି,ଝାଡ଼ାବାନ୍ତି ଭୟରେ ୨ହଜାର ପରିବାର..!! Respected CMO Odisha Sir kindly look into this matter & do needful step..Ga&Pg_Dept H & UD Dept Collector and District Magistrate Puri eephpuri

ପୁରୀ ଅଠରନଳା ଉତ୍ତର ଦିଗରେ ଥିବା ନୀଳଚକ୍ର ନଗରରେ ପାନୀୟ ଜଳ ଯୋଗାଣ ପାଇପ୍ ରେ ଦୂଷିତ ଜଳ । ୫ଦିନ ହେଲା ଜଳ ଯୋଗାଣ ବନ୍ଦ । ଲୋକେ ପିଉଛନ୍ତି ଦୂଷିତ ପାଣି,ଝାଡ଼ାବାନ୍ତି ଭୟରେ ୨ହଜାର ପରିବାର..!! Respected CMO Odisha Sir kindly look into this matter & do needful step..Ga&Pg_Dept H & UD Dept Collector and District Magistrate Puri eephpuri
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile Photo

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ସମ୍ମୁଖରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା,ବାତ୍ୟା ଆଶ୍ରୟସ୍ଥଳୀ ମରାମତି ନେଇ ଗୋଷ୍ଠୀ ସଂଘର୍ଷ ଘଟଣା.....!! Respected CMO Odisha Sir kindly look into this matter & do needful step..Ga&Pg_Dept ChiefSecyOdisha homeodisha DGP, Odisha Puri Police Vinit Agrawal Collector and District Magistrate Puri Jana Sunani

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ସମ୍ମୁଖରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା,ବାତ୍ୟା ଆଶ୍ରୟସ୍ଥଳୀ  ମରାମତି ନେଇ ଗୋଷ୍ଠୀ ସଂଘର୍ଷ ଘଟଣା.....!!
Respected CMO Odisha Sir kindly look into this matter & do needful step..Ga&Pg_Dept ChiefSecyOdisha homeodisha DGP, Odisha Puri Police Vinit Agrawal
Collector and District Magistrate Puri Jana Sunani
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile Photo

ପୁରୀ ଅଠରନଳା ଉତ୍ତର ଦିଗରେ ଥିବା ନୀଳଚକ୍ର ନଗରରେ ପାନୀୟ ଜଳ ଯୋଗାଣ ପାଇପ୍ ରେ ଦୂଷିତ ଜଳ । ୫ଦିନ ହେଲା ଜଳ ଯୋଗାଣ ବନ୍ଦ । ଲୋକେ ପିଉଛନ୍ତି ଦୂଷିତ ପାଣି । ଝାଡ଼ାବାନ୍ତି ଭୟରେ ୨ହଜାର ପରିବାର....!! Respected CMO Odisha Sir kindly look into this matter & do needful step..Panchayati Raj and Drinking Water Department Rural Water Supply and Sanitation, Odisha RWSS PURI

ପୁରୀ ଅଠରନଳା ଉତ୍ତର ଦିଗରେ ଥିବା ନୀଳଚକ୍ର ନଗରରେ ପାନୀୟ ଜଳ ଯୋଗାଣ ପାଇପ୍ ରେ ଦୂଷିତ ଜଳ । ୫ଦିନ ହେଲା ଜଳ ଯୋଗାଣ ବନ୍ଦ । ଲୋକେ ପିଉଛନ୍ତି ଦୂଷିତ ପାଣି । ଝାଡ଼ାବାନ୍ତି ଭୟରେ ୨ହଜାର ପରିବାର....!!
Respected CMO Odisha Sir kindly look into this matter & do needful step..Panchayati Raj and Drinking Water Department
Rural Water Supply and Sanitation, Odisha RWSS PURI