
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤
@amiyaranjannpfc
ତୁମେ ନିର୍ଦ୍ଦେଶକ ତୁମେହିଁ ଦର୍ଶକ ଖେଳ ମୋ ପାପ ପୁଣ୍ୟର ନିନ୍ଦା ପ୍ରଶଂସା ମୁଁ ମାଗୁ ନାହିଁ ପ୍ରଭୁ,ମାଗୁଛି କୃପା ତୁମର,#ଜୟଜଗନ୍ନାଥ 🙏
#JaiJagannatha🙏🙏
ID: 2839805233
04-10-2014 07:20:29
25,25K Tweet
4,4K Takipçi
5,5K Takip Edilen

ପୁରୀ ଅଠରନଳା ଉତ୍ତର ଦିଗରେ ଥିବା ନୀଳଚକ୍ର ନଗରରେ ପାନୀୟ ଜଳ ଯୋଗାଣ ପାଇପ୍ ରେ ଦୂଷିତ ଜଳ । ୫ଦିନ ହେଲା ଜଳ ଯୋଗାଣ ବନ୍ଦ । ଲୋକେ ପିଉଛନ୍ତି ଦୂଷିତ ପାଣି । ଝାଡ଼ାବାନ୍ତି ଭୟରେ ୨ହଜାର ପରିବାର....!! Respected CMO Odisha Sir kindly look into this matter & do needful step..Panchayati Raj and Drinking Water Department Rural Water Supply and Sanitation, Odisha RWSS PURI
