𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤

@amiyaranjannpfc

ତୁମେ ନିର୍ଦ୍ଦେଶକ ତୁମେହିଁ ଦର୍ଶକ ଖେଳ ମୋ ପାପ ପୁଣ୍ୟର ନିନ୍ଦା ପ୍ରଶଂସା ମୁଁ ମାଗୁ ନାହିଁ ପ୍ରଭୁ,ମାଗୁଛି କୃପା ତୁମର,#ଜୟଜଗନ୍ନାଥ 🙏

#JaiJagannatha🙏🙏

ID: 2839805233

calendar_today04-10-2014 07:20:29

25,25K Tweet

4,4K Followers

5,5K Following

𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile Photo

ଉଦଘାଟନ ଯାଏ ବି ତିଷ୍ଠି ପାରିଲାନି ସେତୁ, ଡ୍ରେନେଜ୍ ବିଭାଗ ତରଫରୁ ୧କୋଟି ଟଙ୍କା ବ୍ୟୟରେ ବ୍ରିଜ୍ ଟି ଏବେ ଭୁଷୁଡ଼ିବା ଅବସ୍ଥାରେ, ହାତ ମାରିଦେଲେ ଖଣ୍ଡଖଣ୍ଡ ହୋଇ ଗଳିପଡ଼ୁଛି କଂକ୍ରିଟ୍ । ଭିଜିଲାନ୍ସ ତଦନ୍ତ ହେଲେ ବହୁ ଗୁମର ପଦାକୁ ଆସିବ....!! #Astaranga Please look into it.. CMO Odisha Deptt. of Water Resources Anu Garg Collector and District Magistrate Puri

ଉଦଘାଟନ ଯାଏ ବି ତିଷ୍ଠି ପାରିଲାନି ସେତୁ, ଡ୍ରେନେଜ୍ ବିଭାଗ ତରଫରୁ ୧କୋଟି ଟଙ୍କା ବ୍ୟୟରେ ବ୍ରିଜ୍ ଟି ଏବେ ଭୁଷୁଡ଼ିବା ଅବସ୍ଥାରେ, ହାତ ମାରିଦେଲେ ଖଣ୍ଡଖଣ୍ଡ ହୋଇ ଗଳିପଡ଼ୁଛି କଂକ୍ରିଟ୍ । ଭିଜିଲାନ୍ସ ତଦନ୍ତ ହେଲେ ବହୁ ଗୁମର ପଦାକୁ ଆସିବ....!! #Astaranga
Please look into it..
<a href="/CMO_Odisha/">CMO Odisha</a> <a href="/OdishaWater/">Deptt. of Water Resources</a> <a href="/_anugarg/">Anu Garg</a> <a href="/dm_puri/">Collector and District Magistrate Puri</a>