Badal Biswal (@badalbi88751337) 's Twitter Profile
Badal Biswal

@badalbi88751337

Unless someone like you cares a whole awful lot, nothing is going to get better. ...

ID: 1354937529124978689

calendar_today28-01-2021 23:41:08

1,1K Tweet

91 Followers

530 Following

DEEPA BARIK (@charubalab) 's Twitter Profile Photo

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କାମଳପୁର ଗାଁର ବିଧବା ରିଙ୍କି ଖମାରୀ ଏବଂ ତାଙ୍କ ତିନି ପୁଅଝିଅଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ District Magistrate Subarnapur ଙ୍କୁ ବିନମ୍ର ଅନୁରୋଧ.CMO Odisha MoSarkar 5T SSEPD Block Office, Birmaharajpur

Ranjan Rout (@ranjanr09985190) 's Twitter Profile Photo

CMO Odisha Nabina Odisha Vkpandianfanclub MoSarkar 5T Pradeep Jena IAS DM_Jagatsinghpur Team ATA Official ଜଗତସିଂହପୁର ଜିଲ୍ଲା,କୁଜଙ୍ଗ ବ୍ଲକ, ବଗଦିଆ ପଂଚାୟତ, ଝିମାନୀ ଗ୍ରାମ ର ରାଧାରମାନ ଭାଗବତ ଟୁଙ୍ଗି, ଦୟାକରି ସଭାପୁରାତନ ଭାଗବତ ଟୁଙ୍ଗି ର ପୁନଃରୁଦ୍ଧାର ନେମନ୍ତେ ବିନମ୍ର ଅନୁରୋଧ

🇮🇳 Tr. Viswanath विश्वनाथ ବିଶ୍ବନାଥ (@viswanath507480) 's Twitter Profile Photo

WhatsApp ରେ ମିଳିଥିବା କଥା ଟିଏ। ଭାବିଲି ସେୟାର୍ କଲେ ଭଲ 👇 ଗୋଟିଏ ପଞ୍ଚାୟତ କୁ ଗୋଟେ କମ୍ପାନୀ ଆସି ବିଜ୍ଞାପନ ଦେଲା ଯେ ଗୋଟେ କୁକୁର ନେଇ ଆସ,100 ଟଙ୍କା ନେଇଯାଅ। ଲୋକେ ଲାଗି ପଡିଲେ କୁକୁର ଯୋଗାଡ଼ରେ। ଗୋଟେ କୁକୁର କୁ ଦେଇ 100 ଟଙ୍କା ପାଇଲେ। କିଛି ଦିନ ପରେ କମ୍ପାନୀ ପୁଣି ବିଜ୍ଞାପନ ଦେଲେ ଗୋଟେ କୁକୁର କୁ 200 ଟଙ୍କା ।

WhatsApp ରେ ମିଳିଥିବା କଥା ଟିଏ। ଭାବିଲି ସେୟାର୍ କଲେ ଭଲ

ଗୋଟିଏ ପଞ୍ଚାୟତ କୁ ଗୋଟେ କମ୍ପାନୀ ଆସି ବିଜ୍ଞାପନ ଦେଲା ଯେ ଗୋଟେ କୁକୁର ନେଇ ଆସ,100 ଟଙ୍କା ନେଇଯାଅ। ଲୋକେ ଲାଗି ପଡିଲେ
କୁକୁର ଯୋଗାଡ଼ରେ। ଗୋଟେ କୁକୁର କୁ ଦେଇ 100 ଟଙ୍କା ପାଇଲେ। କିଛି ଦିନ ପରେ କମ୍ପାନୀ ପୁଣି ବିଜ୍ଞାପନ ଦେଲେ
ଗୋଟେ କୁକୁର କୁ 200 ଟଙ୍କା ।
Badal Biswal (@badalbi88751337) 's Twitter Profile Photo

୨ ଦିନ ହେଲା ରେଢାଖୋଲ ବ୍ଲକ ର ବଡ଼ମାଳ , ଭଳିଆକଟା, ରେଙ୍ଗାଲି ପଂଚାୟତ ରେ ଠିକ୍ ଭବେ ଲାଇନ୍ ରହୁନାହିଁ ତୁରନ୍ତ ଲାଇନ୍ ଦେବାର ବ୍ୟବସ୍ଥା କରନ୍ତୁ TP Western Odisha Distribution Ltd. DM Sambalpur

DEEPA BARIK (@charubalab) 's Twitter Profile Photo

CMO Odisha Panchayati Raj and Drinking Water Department RWSS_SAMBALPUR DM Sambalpur Sambad (ସମ୍ବାଦ) ଖବରକାଗଜରେ ପ୍ରକାଶିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ବଡ଼ମାଲ ଗ୍ରାମରେ ଗତ ସାତ ଦିନ ହେଲା ପାନୀୟଜଳ ଯୋଗାଣ ବନ୍ଦ ଅଛି. ପାନୀୟଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ତୁରନ୍ତ ପାଣି ସମସ୍ୟା ସମାଧାନ କରିବାକୁ ଅନୁରୋଧ.

Sw. Nanda Kishor Pradhan (@nandakishorpra4) 's Twitter Profile Photo

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଡ଼ମାଳ ଗ୍ରାମ ପଞ୍ଚାୟତ ର ବଡ଼ମାଳ ଗ୍ରାମରେ ୭ଦିନ ହେବ ଜଳ ଯୋଗାଣ ବନ୍ଦ ରହିଛି l RWSS_SAMBALPUR ଙ୍କୁ ଅନୁରୋଧ ଯଥାଶୀଘ୍ର ଦୃଷ୍ଟି ଆକର୍ଷଣ କରି ଜଳ ଯୋଗାଇ ଦେବାକୁ ଅନୁରୋଧ କରୁଛି CMO Odisha Panchayati Raj and Drinking Water Department DM Sambalpur Rabi Narayan Naik