Panchayati Raj and Drinking Water Department(@PRDeptOdisha) 's Twitter Profileg
Panchayati Raj and Drinking Water Department

@PRDeptOdisha

Rural development is the main pillar of state development. The thrust of policies and programmes of PR&DW is on all-round economic development & Social Justice

ID:759986787339108352

linkhttps://panchayat.odisha.gov.in/ calendar_today01-08-2016 05:39:04

10,3K تغريدات

112,0K متابعون

744 التالية

I & PR Department, Odisha(@IPR_Odisha) 's Twitter Profile Photo

ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅନ୍ତର୍ଭୂକ୍ତତା ଏବଂ ଉପଲବ୍ଧତାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଚଳିତ ସାଧାରଣ ନିର୍ବାଚନରେ ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସଫଳତାର ସହ ହୋମ ଭୋଟିଂ କରାଯାଉଛି।

ଚାଲନ୍ତୁ ପ୍ରତ୍ୟେକ ଭୋଟରଙ୍କୁ ସଶକ୍ତ କରିବା !

account_circle
I & PR Department, Odisha(@IPR_Odisha) 's Twitter Profile Photo

ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଃଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।

ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଃଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। #ଅକ୍ଷୟତୃତୀୟା
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

On this let's honor the unwavering determination and tireless hard work of countless workers who are the backbone of as well as Nation’s progress. Let's continue to recognise and appreciate the invaluable contributions of workers everywhere.

On this #InternationalLabourDay let's honor the unwavering determination and tireless hard work of countless workers who are the backbone of #Odisha as well as Nation’s progress. Let's continue to recognise and appreciate the invaluable contributions of workers everywhere.
account_circle
CEO Odisha(@OdishaCeo) 's Twitter Profile Photo

ତୃତୀୟ ପର୍ଯାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ସହିତ ସମ୍ପୃକ୍ତ ବିଧାନସଭା ଆସନ ଗୁଡିକରେ ମତଦାନ କରାଯିବ l ମେ 25 ଭୁଲିବେ ନାହିଁ l

ତୃତୀୟ ପର୍ଯାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ସହିତ ସମ୍ପୃକ୍ତ ବିଧାନସଭା ଆସନ ଗୁଡିକରେ ମତଦାନ କରାଯିବ l ମେ 25 ଭୁଲିବେ ନାହିଁ l
account_circle