
Nilesh Anirudha Nayak
@anirudhanilesh
ଦିର୍ଘ ବର୍ଷ ଧରି ଆପଣ ମାନଙ୍କ ସହିତ ଥିଲି ବର୍ତ୍ତମାନ ମଧ୍ୟ ଅଛି ପୁରୁଣା ଆଇଡି ଟିକୁ ଖୋଲି ନ ପାରିବାରୁ ଏକ ନୂତନ ଆଇଡି ରେ ଆପଣ ମାନଙ୍କ ସହିତ ପୁଣି ସମ୍ପର୍କ ଯୋଡି ହେବ ବୋଲି ଆଶା କରୁଛି ।।
ID: 1715934204158963713
22-10-2023 03:33:18
104 Tweet
91 Followers
336 Following

ନିଆଁ ଲାଗି ଘରପୋଡ଼ି ଯାଇଥିବା ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ମଳେହିପଡା ପଞ୍ଚାୟତ ଅନ୍ତର୍ଗତ ଶିମଲଇ ଗାଁର ବାସହରା ବିମ୍ବାଧର ଭୋଇଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ। Collector Deogarh CMO Odisha Panchayati Raj and Drinking Water Department BdoReamal SRC, Govt of Odisha ChiefSecyOdisha I & PR Department, Odisha Governor Odisha Prameya Odia
