Anirudha Marei(@anirudhamarei1) 's Twitter Profileg
Anirudha Marei

@anirudhamarei1

ID:1447894832194588674

calendar_today12-10-2021 12:00:12

2,5K Tweets

75 Followers

124 Following

Lokabikashmancha(@Lokabikashmanc1) 's Twitter Profile Photo

ନାମ-ଘଡି ଚିନ୍ଦ୍ରି,ଗ୍ରାମ-ପରଜା ଖୁଡିବି,ପଞ୍ଚାୟତ-କୁମାରଗନ୍ଧନା,ବ୍ଳକ -ଲମତାପୁଟ,ଜିଲ୍ଲା-କୋରାପୁଟ,ଆଉ ତାଙ୍କ ଆଧାର କାର୍ଡ ଅନୁଯାୟୀ ଜନ୍ମ ତାରିଖ -25/01/1962,,ଆଉ ବର୍ତମାନ ବୟସ,62, କିନ୍ତୁ ଏପର୍ଯ୍ୟନ୍ତ ଭତା ମିଳୁ ନା
CMO Odisha
Collector and District Magistrate, Koraput
SSEPD
DSSO SSEPD KORAPUT
@BDO_lamataput
@BSO_lamataput
Pls look into it,

account_circle
DEEPA BARIK(@CharubalaB) 's Twitter Profile Photo

ବରଗଡ଼ ଜିଲ୍ଲା ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ତାଣ୍ଡ ନାଏକ ଙ୍କ ବାର୍ଦ୍ଧକ୍ୟ ଭତ୍ତାକୁ ଦୁଇବର୍ଷ ହେଲା ଅନୁମୋଦନ କରୁନାହାନ୍ତି।ତେଣୁ ତୁରନ୍ତ ତାଙ୍କୁ ଭତ୍ତା ପ୍ରଦାନ କରିବାକୁ SSEPD Bishnupadaa Setthi ଅଜ୍ଞାଙ୍କୁ ବିନମ୍ର ଅନୁରୋଧ DISTRICT SOCIAL SECURITY OFFICER BARGARH Collector & DM,Bargarh CMO Odisha MoSarkar 5T

ବରଗଡ଼ ଜିଲ୍ଲା ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ତାଣ୍ଡ ନାଏକ ଙ୍କ ବାର୍ଦ୍ଧକ୍ୟ ଭତ୍ତାକୁ ଦୁଇବର୍ଷ ହେଲା ଅନୁମୋଦନ କରୁନାହାନ୍ତି।ତେଣୁ ତୁରନ୍ତ ତାଙ୍କୁ ଭତ୍ତା ପ୍ରଦାନ କରିବାକୁ @SSEPD2 @BPSethi ଅଜ୍ଞାଙ୍କୁ ବିନମ୍ର ଅନୁରୋଧ @DssobargarhOd @DMBargarh @CMO_Odisha @MoSarkar5T
account_circle
Mahila Jana Sangharsha Samiti, Sambalpur(@MJSSSambalpur) 's Twitter Profile Photo

Dear Sir, They are volunteer teachers from Nishanbhanga gp under Rengali block of Sambalpur dist. apointed by Shyam Metalics. They are facing a lot of problem. Plz see there condition & help accordingly.
CMO Odisha
MoSarkar 5T
Vkpandianfanclub
DM Sambalpur

account_circle
Sharamajeebee Bikash Mancha, Nuapada(@BikashMancha) 's Twitter Profile Photo

ଜିଲ୍ଲା ନୂଆପଡ଼ା ବ୍ଲକ ସିନାପାଲି ଗ୍ରା:ପ ନିଲଜି ଅନ୍ତର୍ଗତ ଡଙ୍ଗରିଗୁଡା ଗ୍ରାମର ନଳ କୂପ 2 ମାସ ହେଲା ଅଚଳ ଅବସ୍ଥା ଅଛି ତେଣୁ ଶୀଘ୍ର ମରାମତି କରିବା ପାଇଁ ପ୍ରଶାସନ ଙ୍କୁ ବିନମ୍ର ଅନୁରୋଧ। CMO Odisha Collector & DM, Nuapada Rural Water Supply and Sanitation, Odisha Panchayat Samiti Sinapali

account_circle
Lokabikashmancha(@Lokabikashmanc1) 's Twitter Profile Photo

Respected sir CMO Odisha ,Collector and District Magistrate, Koraput ,BDOJEYPORE ,DSWO KORAPUT , pls look into the matter and take necessary action immediately because the villagers are facing Lake of issues,
Village - Goudaguda,Gp - Bada jiuna, block jeypore, district koraput,
12 Baje 12 minute

account_circle
Nimain Charan Maharana(@MaharanaNimain) 's Twitter Profile Photo

ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କ ପିଠରେ ପାରକିଂ ଦଲାଲ ମାତିଛନ୍ତି,ଏକ ବାଇକ୍ ପିଛା 20 ଟଙ୍କା ନେଉ ଛନ୍ତି,ଯଦି କାହାପାଖରେ ପଇସା ନାହିଁ ତାକୁ ଗାଳିଗୁଲଜ କରି ଧମକ ଦେଉଛନ୍ତି,ସମ୍ମାନୀୟ CMO Odisha Nabina Odisha MoSarkar 5T lohanisk District Election Officer Puri Samarth Verma ଙ୍କୁ ଅନୁରୋଧ ଦୃଷ୍ଟିଦେବା ପାଇଁ

account_circle