JJM, MAYURBHANJ
@jjmmayurbhanj
ପର ଦୁଃଖ ଦେଖି କାନ୍ଦେ ଯା ପରାଣ ମହତ ମଣିଷ ସେହି
ମାନବ ସେବା ଲାଗି ଦିଏ ଯେ ଜୀବନ ତା ଠାରୁ ବଡ଼ କେ ନାହିଁ - ଜନ ଜାଗୃତି ମଞ୍ଚ ମୟୂରଭଞ୍ଜ
ID: 1258436862043136000
http://www.youtube.com/@JanaJagrutiManchaMayurbhanj 07-05-2020 16:45:46
7,7K Tweet
3,3K Followers
1,1K Following
Today, DM Kalahandi, DSWO, PAITDA, CDAO, OLM department, ZP President as well as MLA Sagar Das, were successfully invited to join the Grameen Charcha at Bisamcuttack in Rayagada district. Atmashakti Trust #GrameenCharcha #FromListeningToDialogue #CommunityLedDevelopment #Rayagada
"ଗ୍ରାମୀଣ ଚର୍ଚ୍ଚା" ଏକ ସାମୁହିକ ବାର୍ତ୍ତା, ସହଭାଗୀ ଜ୍ଞାନ ଓ ପ୍ରଗତିର ପ୍ରତୀକ। ଏହା ଏପରି ଏକ ମଞ୍ଚ ଯେଉଁଠାରେ ବିଚାର ବିମର୍ଷ, ସହଭାଗୀ ବୁଝାମଣା ଦ୍ୱାରା ସମସ୍ୟା ର ଉଚିତ ସମାଧାନ ଏବଂ ସଠିକ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇ ପାରିବ | ଆସନ୍ତୁ, ସ୍ଵାମିଲ ହୁଅନ୍ତୁ। Atmashakti Trust #GrameenCharcha #FromListeningToDialogue
Successfully invited the Koksara Block BDO and Vice Chairman to attend the #GrameenCharcha in Bisamcuttack, #Rayagada district. The Vice Chairman provided financial support and consented to join the event. Atmashakti Trust #FromListeningToDialogue #CommunityLedDevelopment #Odisha
ଜନଜାଗୃତି ମଞ୍ଚ, ମୟୂରଭଞ୍ଜ ଲୋକ ସଙ୍ଗଠନ ତରଫରୁ ରାୟଗଡାରେ ହେବାକୁ ଥିବା "ଗ୍ରାମୀଣ ଚର୍ଚ୍ଚା" କାର୍ଯ୍ୟକ୍ରମକୁ ରେଡ଼ିଓ ବାଘାଯତୀନ ମାଧ୍ୟମରେ ପ୍ରସାରଣ କରାଗଲା। Atmashakti Trust TheIndigenousYatra #GrameenCharcha #CommunityLedDevelopment #RuralVoices #IndigenousWisdom #Mayurbhanj #Rayagada #Odisha
Warm greetings to people from all districts! Be part of #GrameenCharcha,a collective space where village voices & Indigenous wisdom come together to shape conversations on livelihoods,climate resilience & community well-being. 📅 22–24 February 📍 Bissam Cuttack Atmashakti Trust
Congratulations Prabhasini for the prestigious C.Subramaniam Award for Community Leaders 2025-2026 by the National Foundation for India. 12 Baje 12 minute Sharamajeebee Bikash Mancha, Nuapada The Times Of India Atmashakti Trust Odisha Shramajeebee Mancha Mahila Shramajeebee Mancha, Odisha Gadadhar Dash #GrameenCharcha
ଶ୍ରମଜୀବୀ ଓ ମହିଳା ଶ୍ରମଜୀବୀ ସଂଗଠନ ମାଲକାନଗିରି ଜିଲ୍ଲା ଦ୍ୱାରା ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ସରକାରୀ ଅଫିସର, PRI ମେମ୍ବର, NGO, ସାମ୍ବାଦିକ, ବିଭିନ୍ନ ସମାଜର ସଭାପତି ସମ୍ପାଦକ ଓ ସମାଜସେବୀ ମାନଙ୍କୁ #GrameenCharcha ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ । Odisha Shramajeebee Mancha TheIndigenousYatra #Indigenousyatra
ଜନଜାଗୃତି ମଞ୍ଚ, ମୟୂରଭଞ୍ଜ ଲୋକ ସଙ୍ଗଠନ ତରଫରୁ ବିଭିନ୍ନ ଗ୍ରାମରେ ରାୟଗଡ଼ା ରେ ହେଉଥିବା "ଗ୍ରାମୀଣ ଚର୍ଚ୍ଚା" ପାଇଁ ପ୍ରସ୍ତୁତି ଚାଲିଛି। Atmashakti Trust Odisha Shramajeebee Mancha TheIndigenousYatra Mahila Shramajeebee Mancha, Odisha #GrameenCharcha #CommunityLedDevelopment #RuralVoices #IndigenousWisdom #Mayurbhanj #Rayagada #Odisha
ଜନଜାଗୃତି ମଞ୍ଚ, ମୟୂରଭଞ୍ଜ ଲୋକ ସଙ୍ଗଠନର #ୱାରିଅର୍ ବାସନ୍ତି ଟୁଡୁ ଚଳିତ ମାସ ୨୧ ରୁ ରାୟଗଡ଼ାରେ ଅନୁଷ୍ଠିତ "ଗ୍ରାମୀଣ ଚର୍ଚ୍ଚା" ରେ ଭାଗ ନେବାକୁ ଯାଉଛନ୍ତି। Atmashakti Trust TheIndigenousYatra #GrameenCharcha #CommunityLedDevelopment #RuralVoices #IndigenousWisdom #Mayurbhanj #Warrior #Rayagada #Odisha
ଫେବୃଆରୀ 22,23,24ରେ ରାୟଗଡା ଜିଲ୍ଲା ବିଷମଟକରେ ଆୟୋଜିତ ଗ୍ରାମୀଣ ଚର୍ଚ୍ଚାରେ ଯୋଗ ଦେବା ପାଇଁ ମୟୁରଭଞ୍ଜରୁ ଆସୁଛି। ଆପଣ ବି ଆସନ୍ତୁ। ଏକତ୍ରିତ ହେବା 12 Baje 12 minute JJM, MAYURBHANJ Atmashakti Trust #Grameencharcha #INDIGENOUSWISDOM #RURALVOICE #Rayagada #Bisamcuttack
ଚଳିତ ମାସ ଫେବୃଆରି ୨୨ ରୁ ୨୪ ତାରିଖ ରାୟଗଡ଼ାର ବିଷମକଟକ ଠାରେ ଅନୁଷ୍ଠିତ "ଗ୍ରାମୀଣ ଚର୍ଚ୍ଚା" ରେ ଯୋଗ ଦିଅନ୍ତୁ ଓ କାର୍ଯ୍ୟକ୍ରମ କୁ ସ।ଫଲ୍ୟମଣ୍ଡିତ କରନ୍ତୁ । Atmashakti Trust TheIndigenousYatra #GrameenCharcha #CommunityLedDevelopment #RuralVoices #IndigenousWisdom #Mayurbhanj #Warrior #Rayagada #Odisha