Sharamajeebee Bikash Mancha, Nuapada (@bikashmancha) 's Twitter Profile
Sharamajeebee Bikash Mancha, Nuapada

@bikashmancha

Community-based organization Nuapada.

ID: 1258982738700500997

calendar_today09-05-2020 04:51:36

1,1K Tweet

1,1K Followers

613 Following

Atmashakti Trust (@atmashakti3) 's Twitter Profile Photo

Days after #GrameenCharcha, the conversations still feel alive. Rayagada brought together communities, youth, and institutions to reflect, question, and commit. The Charcha may have closed, but the work continues.

Sharamajeebee Bikash Mancha, Nuapada (@bikashmancha) 's Twitter Profile Photo

ତାରିଖ 8/3/2026 ରବିବାର ଦିନ କୋମନା ବ୍ଲକ ଅନ୍ତର୍ଗତ ଲଖନା ଗ୍ରାମ.ପ ମୁରଲୀବାହାଲି ଗ୍ରାମ ଠାରେ ଶ୍ରମଜୀବୀ ବିକାଶ ମଞ୍ଚ ନୂଆପଡ଼ା ସଂଗଠନ ତରଫରୁ ବିଶ୍ଵ ମହିଳା ଦିବସ ପାଲନ କରାଗଲା Atmashakti Trust 12 Baje 12 minute Odisha Shramajeebee Mancha Mahila Shramajeebee Mancha, Odisha #IWD2026 #GiveToGain #March8 #FeelSafe #WeHeal

12 Baje 12 minute (@12_baje) 's Twitter Profile Photo

Villagers of Karlema in Thembaguda Panchayat, Padmapur block of Rayagada district are facing serious difficulties due to the lack of a proper road. There is no road connecting Milkapanga to Karlema, creating major challenges in transportation, healthcare access, and education.

Atmashakti Trust (@atmashakti3) 's Twitter Profile Photo

At Grameen Charcha, Sangnidar’s Khela Katha brought communities together through traditional games. Women, youth, and elders played, shared childhood memories, and reflected on how games support well-being, joy, and connection within the community.

Sharamajeebee Bikash Mancha, Nuapada (@bikashmancha) 's Twitter Profile Photo

ନୂଆପଡା ଜିଲ୍ଲା ର କୋମନା ଓ ସିନାପାଲି ବ୍ଲକ ରେ ଶ୍ରମଜୀବୀ ବିକାଶ ମଞ୍ଚ ନୂଆପଡ଼ା ସଂଗଠନ ତରଫରୁ ଗାଁ କମିଟି ଲୋକ ସହିତ ମିଟିଂ କରି ଦସ କା ଦମ୍ ଦ୍ୱିତୀୟ ଫସଲ ଚାଷ ପାଇଁ ବିହନ ରଖି ଚାଷ କରିଥିବା ଚାଷୀ ମାନଙ୍କ ସହିତ ଆଲୋଚନା କରାଗଲା Atmashakti Trust 12 Baje 12 minute Mahila Shramajeebee Mancha, Odisha Odisha Shramajeebee Mancha

ନୂଆପଡା ଜିଲ୍ଲା ର କୋମନା ଓ ସିନାପାଲି ବ୍ଲକ ରେ ଶ୍ରମଜୀବୀ ବିକାଶ ମଞ୍ଚ ନୂଆପଡ଼ା ସଂଗଠନ ତରଫରୁ ଗାଁ କମିଟି ଲୋକ ସହିତ ମିଟିଂ କରି ଦସ କା ଦମ୍ ଦ୍ୱିତୀୟ ଫସଲ ଚାଷ ପାଇଁ ବିହନ ରଖି ଚାଷ କରିଥିବା ଚାଷୀ ମାନଙ୍କ ସହିତ  ଆଲୋଚନା କରାଗଲା
Atmashakti Trust 12 Baje 12 minute Mahila Shramajeebee Mancha, Odisha Odisha Shramajeebee Mancha
Mahila Shramajeebee Mancha, Odisha (@msmo40845837) 's Twitter Profile Photo

Smiles, spices, and shared traditions filled the air at the #GrameenCharcha cooking competition. Community members cooked together, celebrating local recipes and the joy of togetherness. #IndigenousWisdom Atmashakti Trust

12 Baje 12 minute (@12_baje) 's Twitter Profile Photo

We would like to draw the attention of the concerned authorities to the urgent need for repairing the toilet and boundary wall at Primary School, Padashankudi village, Toyaput Panchayat, Laxmipur Block. Ensuring proper sanitation and safety facilities for children is essential

12 Baje 12 minute (@12_baje) 's Twitter Profile Photo

94 families in Dambali village under Kadma Panchayat, Gudari block of Rayagada district are facing a serious drinking water crisis. With no proper water facility available, villagers are forced to use unsafe water, leading to several health issues. Urgent action is needed to

Sharamajeebee Bikash Mancha, Nuapada (@bikashmancha) 's Twitter Profile Photo

ଶ୍ରମଜୀବୀ ବିକାଶ ମଞ୍ଚ ନୂଆପଡ଼ା ସଂଗଠନ କାର୍ଯ୍ୟରତ ଥିବା 5 ଗୋଟି ବ୍ଲକ ରେ ଗାଁ ମାନଙ୍କରେ ମିଟିଂ ମାଧ୍ୟରେ ଦସ୍ କା ଦମ୍ ରେ ମହିଳା ମାନଙ୍କ ସହିତ ଆଲୋଚନା ଓ ଚାଷୀ ମାନଙ୍କର kobo ଫର୍ମ ପୂରଣ କରାଯାଉଛି ଏବଂ ଗାଁ ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଉଛି Atmashakti Trust 12 Baje 12 minute Mahila Shramajeebee Mancha, Odisha Odisha Shramajeebee Mancha #Nuapada #DaskaDum

ଶ୍ରମଜୀବୀ ବିକାଶ ମଞ୍ଚ ନୂଆପଡ଼ା ସଂଗଠନ କାର୍ଯ୍ୟରତ ଥିବା 5 ଗୋଟି ବ୍ଲକ ରେ ଗାଁ ମାନଙ୍କରେ ମିଟିଂ ମାଧ୍ୟରେ ଦସ୍ କା ଦମ୍ ରେ ମହିଳା ମାନଙ୍କ ସହିତ ଆଲୋଚନା ଓ ଚାଷୀ ମାନଙ୍କର kobo ଫର୍ମ ପୂରଣ କରାଯାଉଛି ଏବଂ ଗାଁ ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଉଛି
Atmashakti Trust 12 Baje 12 minute
Mahila Shramajeebee Mancha, Odisha Odisha Shramajeebee Mancha

#Nuapada
#DaskaDum
12 Baje 12 minute (@12_baje) 's Twitter Profile Photo

Villagers of Donama village, Kadma Panchayat, Gudari Block, Rayagada district are still living without electricity. Due to the lack of power supply, transportation, education, and daily activities become difficult at night. We request the concerned administration to kindly take

12 Baje 12 minute (@12_baje) 's Twitter Profile Photo

Jyoti Kimbaka of Sundibila village, under M.K. Rai Panchayat, Gudari Block, Rayagada district, has a 40% disability certificate but has not received any disability allowance yet. We humbly request the concerned authorities to kindly look into the matter and ensure that Jyoti

Sharamajeebee Bikash Mancha, Nuapada (@bikashmancha) 's Twitter Profile Photo

ଶ୍ରମଜୀବୀ ବିକାଶ ମଞ୍ଚ ନୂଆପଡ଼ା ସଂଗଠନ ତରଫରୁ କୋମନା ବ୍ଲକ ଘାଟିପଡ଼ା ଠାରେ volunteer ଜରିଆରେ ମୋ ଚାଟଶାଳୀ ମାଧ୍ୟମରେ ପିଲା ମାନଙ୍କୁ ମାଗଣା ଶିକ୍ଷା ଦାନ କରାଯାଉଛି 12 Baje 12 minute Mahila Shramajeebee Mancha, Odisha Odisha Shramajeebee Mancha #MoChatasali #Nuapada

ଶ୍ରମଜୀବୀ ବିକାଶ ମଞ୍ଚ ନୂଆପଡ଼ା ସଂଗଠନ ତରଫରୁ କୋମନା ବ୍ଲକ ଘାଟିପଡ଼ା ଠାରେ volunteer ଜରିଆରେ ମୋ ଚାଟଶାଳୀ ମାଧ୍ୟମରେ ପିଲା ମାନଙ୍କୁ ମାଗଣା ଶିକ୍ଷା ଦାନ କରାଯାଉଛି
12 Baje 12 minute Mahila Shramajeebee Mancha, Odisha Odisha Shramajeebee Mancha

#MoChatasali
#Nuapada
Sharamajeebee Bikash Mancha, Nuapada (@bikashmancha) 's Twitter Profile Photo

ଶ୍ରମଜୀବୀ ବିକାଶ ମଞ୍ଚ ନୂଆପଡ଼ା ସଂଗଠନ ତରଫରୁ କୋମନା ବ୍ଲକ ଓ ସିନାପାଲି ବ୍ଲକ ରେ ଦସ କା ଦମ୍ ଏବଂ ଚାଷୀ ମାନଙ୍କ ଫର୍ମ ପୂରଣ ନିମନ୍ତେ ଗାଁ ରେ ଗାଁ କମିଟି ଲୋକ ସହିତ ସଭା କରାଯାଉଛି 12 Baje 12 minute Atmashakti Trust Mahila Shramajeebee Mancha, Odisha Odisha Shramajeebee Mancha #DaskaDum #GrameenCharcha #Nuapada

ଶ୍ରମଜୀବୀ ବିକାଶ ମଞ୍ଚ ନୂଆପଡ଼ା ସଂଗଠନ ତରଫରୁ କୋମନା ବ୍ଲକ ଓ ସିନାପାଲି ବ୍ଲକ ରେ ଦସ କା ଦମ୍ ଏବଂ ଚାଷୀ ମାନଙ୍କ ଫର୍ମ ପୂରଣ ନିମନ୍ତେ ଗାଁ ରେ ଗାଁ କମିଟି ଲୋକ ସହିତ ସଭା କରାଯାଉଛି
12 Baje 12 minute Atmashakti Trust Mahila Shramajeebee Mancha, Odisha Odisha Shramajeebee Mancha

#DaskaDum
#GrameenCharcha
#Nuapada
12 Baje 12 minute (@12_baje) 's Twitter Profile Photo

55 families in Badabangi village (G. Gulumunda Panchayat, Ramanaguda Block, Rayagada) are facing a severe drinking water crisis. A damaged tube well has left the entire village in distress. We request the administration to urgently intervene and ensure immediate restoration of

NVS KALAHANDI (@kalahandinvs) 's Twitter Profile Photo

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଖାଇଚୁଆଁ ଗ୍ରାମର ସଂଗଠନ ସଦସ୍ୟମାନେ ପାନୀୟ ଜଳ ସମସ୍ୟାକୁ ନେଇ ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଦରଖାସ୍ତ ଦାଖଲ କରିଥିଲେ। Atmashakti Trust #CleanWaterForAll #RightToWater #WaterForLife #SafeDrinkingWater #OdishaWaterIssues #AccessToWater #WaterInfrastructure

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଖାଇଚୁଆଁ ଗ୍ରାମର ସଂଗଠନ ସଦସ୍ୟମାନେ ପାନୀୟ ଜଳ ସମସ୍ୟାକୁ ନେଇ ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଦରଖାସ୍ତ ଦାଖଲ କରିଥିଲେ। Atmashakti Trust
#CleanWaterForAll #RightToWater #WaterForLife #SafeDrinkingWater #OdishaWaterIssues #AccessToWater #WaterInfrastructure
Sharamajeebee Bikash Mancha, Nuapada (@bikashmancha) 's Twitter Profile Photo

ଶ୍ରମଜୀବୀ ବିକାଶ ମଞ୍ଚ ନୂଆପଡ଼ା ସଂଗଠନ ତରଫରୁ ବୋଡ଼େନ ବ୍ଲକ ଅନ୍ତର୍ଗତ ଭାଇସାଦାନି ଗ୍ରାମ.ପ କୋଟ ଗାଁ ରେ ଦସ୍ କା ଦମ୍ ଓ ଚାଷୀ ମାନଙ୍କ ମିଟିଂ କାରଗଲା ଉକ୍ତ ମିଟିଂ ରେ ଗାଁ ରାସ୍ତା ପିଏବା ପାଣି ଭାତ ପାଇ ଆଲୋଚନା କରାଗଲା ଏବଂ ଚାଷୀ ମାନଙ୍କ ଫର୍ମ ପୂରଣ କରାଗଲା Atmashakti Trust 12 Baje 12 minute Mahila Shramajeebee Mancha, Odisha Odisha Shramajeebee Mancha #DasKadum

ଶ୍ରମଜୀବୀ ବିକାଶ ମଞ୍ଚ ନୂଆପଡ଼ା ସଂଗଠନ ତରଫରୁ ବୋଡ଼େନ ବ୍ଲକ ଅନ୍ତର୍ଗତ ଭାଇସାଦାନି ଗ୍ରାମ.ପ କୋଟ ଗାଁ ରେ ଦସ୍ କା ଦମ୍ ଓ ଚାଷୀ ମାନଙ୍କ ମିଟିଂ କାରଗଲା ଉକ୍ତ ମିଟିଂ ରେ ଗାଁ ରାସ୍ତା ପିଏବା ପାଣି ଭାତ ପାଇ ଆଲୋଚନା କରାଗଲା ଏବଂ ଚାଷୀ ମାନଙ୍କ ଫର୍ମ ପୂରଣ କରାଗଲା
Atmashakti Trust 12 Baje 12 minute Mahila Shramajeebee Mancha, Odisha Odisha Shramajeebee Mancha
#DasKadum
Sharamajeebee Bikash Mancha, Nuapada (@bikashmancha) 's Twitter Profile Photo

ଜିଲ୍ଲା ନୂଆପଡ଼ା ବ୍ଲକ ବୋଡ଼େନ ଗ୍ରାମ.ପ ଭଇସାଦାନି ଗ୍ରାମ କୋଟଗାଁ ଏହି ମାଙ୍କୁ 66 ବର୍ଷ ହେଲାଣି ହେଲେ ଭତା ମିଳୁନାହିଁ ସେଥିପାଇଁ ମା ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରୁଛନ୍ତି ଯେ ତାଙ୍କୁ ତୁରନ୍ତ ଭାତ ଦିଆଯାଉ Collector & DM, Nuapada SSEPD 12 Baje 12 minute Mahila Shramajeebee Mancha, Odisha #SocialSecurity #PensionForAll #PensionIssue

12 Baje 12 minute (@12_baje) 's Twitter Profile Photo

Sir, 24 families in Bhaliasahi (Taralendi) village, Tembaguda Panchayat (Padmapur Block, Rayagada), are facing a serious drinking water crisis. All 3 tube wells and the solar water tank are non-functional, forcing villagers to depend on unsafe water, leading to health issues. We

Sharamajeebee Bikash Mancha, Nuapada (@bikashmancha) 's Twitter Profile Photo

ରାୟଗଡ଼ା ଜିଲ୍ଲାରେ ଆୟୋଜିତ ହୋଇଥିବା ଗ୍ରାମୀଣ ଚର୍ଚ୍ଚା ଯାହା ତିନି ଦିନ ଦରି ଚାଲିଥିଲା ତାହାର କିଛି ମୁହୂର୍ତ୍ତ ଯାହା ଶ୍ରମଜୀବୀ ବିକାଶ ମଞ୍ଚ ର କର୍ମକର୍ତ୍ତା ମାନଙ୍କୁ ପୁରଷ୍କୃତ କରାଯାଉଥିବାର ଗୋଟିଏ ସୁନ୍ଦର ସମୟ 12 Baje 12 minute Mahila Shramajeebee Mancha, Odisha Odisha Shramajeebee Mancha #GrameenCharcha #Nuapada

ରାୟଗଡ଼ା ଜିଲ୍ଲାରେ ଆୟୋଜିତ ହୋଇଥିବା ଗ୍ରାମୀଣ ଚର୍ଚ୍ଚା ଯାହା ତିନି ଦିନ ଦରି ଚାଲିଥିଲା ତାହାର  କିଛି ମୁହୂର୍ତ୍ତ ଯାହା ଶ୍ରମଜୀବୀ ବିକାଶ ମଞ୍ଚ ର କର୍ମକର୍ତ୍ତା ମାନଙ୍କୁ ପୁରଷ୍କୃତ କରାଯାଉଥିବାର ଗୋଟିଏ ସୁନ୍ଦର ସମୟ
12 Baje 12 minute Mahila Shramajeebee Mancha, Odisha Odisha Shramajeebee Mancha
#GrameenCharcha
#Nuapada