Ananta kumar panigrahi (@akp241999) 's Twitter Profile
Ananta kumar panigrahi

@akp241999

ID: 1740671957593698304

calendar_today29-12-2023 09:52:06

576 Tweet

53 Followers

33 Following

Prabhati Swain (@prabhatisw3887) 's Twitter Profile Photo

ମୁଁ ଶ୍ରୀମତୀ ପ୍ରଭାତୀ ସ୍ବାଇଁ, ନୟାଗଡ଼, ରଣପୁର ଡେଙ୍ଗାଝରି ଠାରେ MKUY ଯୋଜନାରେ ଘୁଷୁରୀ ଫାର୍ମ କରିଛି।ପ୍ରାଣୀ ଚିକିତ୍ସକଙ୍କ ଅନୁପସ୍ଥିତ ଯୋଗୁଁ ମୋ ଘୁଷୁରୀର ମୃତ୍ୟୁ ଘଟିଛି । CMO Odisha ChiefSecyOdisha MoSarkar 5T VK Pandiyan Ranendra Pratap Swain

ମୁଁ ଶ୍ରୀମତୀ ପ୍ରଭାତୀ ସ୍ବାଇଁ, ନୟାଗଡ଼, ରଣପୁର ଡେଙ୍ଗାଝରି ଠାରେ MKUY ଯୋଜନାରେ ଘୁଷୁରୀ ଫାର୍ମ କରିଛି।ପ୍ରାଣୀ ଚିକିତ୍ସକଙ୍କ ଅନୁପସ୍ଥିତ ଯୋଗୁଁ ମୋ ଘୁଷୁରୀର ମୃତ୍ୟୁ ଘଟିଛି ।
CMO Odisha
ChiefSecyOdisha
MoSarkar 5T
VK Pandiyan
Ranendra Pratap Swain
OVSA Kalahandi (@ovsa_kalahandi) 's Twitter Profile Photo

A poignant glimpse into the plight of a female MKUY farmer affected by the veterinarians' strike. Unable to access government subsidies, her struggle epitomizes the impact of the ongoing crisis. CMO Odisha MoSarkar 5T @APICOLBBSR Ranendra Pratap Swain @farddept Directorate of AH&VS Odisha ChiefSecyOdisha

Dr Anjali Padhan (@dranjalipadhan1) 's Twitter Profile Photo

After 20 days of hues and cries, when administration choose to remain silent saying, everything is getting managed, finally the chaos entered the administration premises helplessly. #OdishaVetsOnProtest CMO Odisha MoSarkar 5T Ranendra Pratap Swain Argus News Kanak News OTV

Dr Shankar Ramchandani (@dr_sramchandani) 's Twitter Profile Photo

CMO Odisha,ମାନନୀୟ ମୁଖ୍ୟମନ୍ତ୍ରୀ ମୁଁ ଜଣେ ମଣିଷ ଚିକିତ୍ସକ କିନ୍ତୁ ନିରୀହ ପ୍ରାଣୀ ମାନଙ୍କ କଷ୍ଟ ଆଉ ସହି ହେଉ ନାହିଁ ,ଦୟାକରି ଏହି ମୂକ ରୁଗ୍ନ ପ୍ରାଣୀମାନଙ୍କ କଷ୍ଟ ବୁଝି , ପ୍ରାଣୀ ଚିକିତ୍ସକ ଙ୍କ ସହ ଆଲୋଚନା କରି ସମାଧାନ ବାଟ ବାହାର କରନ୍ତୁ , ମୁକ ପ୍ରାଣୀ ଙ୍କ ତରଫ ରୁ ଜଣେ ମଣିଷ ଚିକିତ୍ସକ ର ନିବେଦନ ,ନିଶ୍ଚୟ ଶୁଣିବେ ମୋ ଆଶା

Kanak News (@kanak_news) 's Twitter Profile Photo

#କୁକୁର_ଧରି_ଜିଲ୍ଲାପାଳଙ୍କ_ଅଫିସରେ_ପହଂଚିଲେ_ମାଲିକ ୨୧ ଦିନ ହେଲା ସାମୁହିକ ଛୁଟିରେ ଅଛନ୍ତି ପ୍ରାଣୀ ଚିକିତ୍ସକ । ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି ପଶୁପକ୍ଷୀ , କୁକୁର ଧରି କଟକ ଜିଲ୍ଲାପାଳଙ୍କ ଅଫିସରେ ପହଂଚିଲେ ଲୋକେ । ସମସ୍ୟାର ସମାଧାନ ପାଇଁ ଦେଲେ ଦାବି ପତ୍ର #KanakNews #Cuttack #Odisha

Dr Anjali Padhan (@dranjalipadhan1) 's Twitter Profile Photo

Let empathy guide the policy makers. Let the administrators feel our absence so that we can claim our existence. #OdishaVetsOnProtest #VetsDemandJustice

ଓଟିଭି (@otvkhabar) 's Twitter Profile Photo

ରାଜ୍ୟରେ କୋମାରେ ପ୍ରାଣୀ ଚିକିତ୍ସା। ପ୍ରାଣୀ ଡାକ୍ତରଙ୍କ ଆନ୍ଦୋଳନକୁ ମାସେ ପୂରିଥିବାବେଳେ ଏଯାଏଁ ବାହାରିନି ସମାଧାନର ରାସ୍ତା। #Cuttack #VeterinaryDoctor #OTV

Odisha Veterinary Service Association CUTTACK (@ovsacuttack) 's Twitter Profile Photo

95 % cases Veterinary Doctors have to travell to Villages doorstep to reach patients.Where all data base being digitally our 2nd VD 3rd VD still not equipped with computer , printer and internet facility.Providing vehicle( EV) and all facilities will strengthen Veterinary Service

95 % cases Veterinary Doctors have to travell to Villages doorstep to reach patients.Where all data base being digitally our 2nd VD 3rd VD still not equipped with computer , printer and internet facility.Providing vehicle( EV) and all facilities will strengthen Veterinary Service