PWD Boudh (@pwd_boudh) 's Twitter Profile
PWD Boudh

@pwd_boudh

Official handle of Works Department, Boudh District, Odisha

ID: 1371389908493856771

calendar_today15-03-2021 09:17:02

172 Tweet

170 Followers

18 Following

Works Department, Odisha (@pwd_odisha) 's Twitter Profile Photo

କ୍ଷୁଦ୍ର ସେତୁଗୁଡିକ ନିମିତ୍ତ ଉପଢାଞ୍ଚା ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷହେବା ଅବସ୍ଥାରେ ପହଞ୍ଚିଛି ଏବଂ ୨୦୨୨ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ସେତୁଗୁଡ଼ିକ ନିର୍ମାଣ ଶେଷ ହେବା ଆଶା କରାଯାଉଛି । କୁଟିଗୁଡା ନାଳ ଉପରେ ହେଉଥିବା ସୁଉଚ୍ଚ ସେତୁ ୨୦୨୨ ମଇ ମାସ ସୁଦ୍ଧା ଶେଷ କରିବାକୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ।

CMO Odisha (@cmo_odisha) 's Twitter Profile Photo

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ବାଙ୍କୀ ବୈଦ୍ୟେଶ୍ୱର ଓ ବଡ଼ମ୍ବା ଗୋପୀନାଥପୁରକୁ ସଂଯୋଗ କରୁଥିବା ମହାନଦୀ ଉପରେ ନିର୍ମିତ ଦୀର୍ଘତମ ସେତୁର ଲୋକାର୍ପଣ କରିବାକୁ ଯାଉଛନ୍ତି। ୩.୪ କିମି ଲମ୍ବ ବିଶିଷ୍ଟ ଏହି ସେତୁ ସମ୍ପୃକ୍ତ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ସହ ଲୋକଙ୍କ ସାମାଜିକ-ଆର୍ଥିକ ଉନ୍ନତିର ପ୍ରମୁଖ ମାଧ୍ୟମ ସାଜିବ। #Odisha

ମୁଖ୍ୟମନ୍ତ୍ରୀ ଶ୍ରୀ <a href="/Naveen_Odisha/">Naveen Patnaik</a> ବାଙ୍କୀ ବୈଦ୍ୟେଶ୍ୱର ଓ ବଡ଼ମ୍ବା ଗୋପୀନାଥପୁରକୁ ସଂଯୋଗ କରୁଥିବା ମହାନଦୀ ଉପରେ ନିର୍ମିତ ଦୀର୍ଘତମ ସେତୁର ଲୋକାର୍ପଣ କରିବାକୁ ଯାଉଛନ୍ତି। ୩.୪ କିମି ଲମ୍ବ ବିଶିଷ୍ଟ ଏହି ସେତୁ ସମ୍ପୃକ୍ତ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ସହ ଲୋକଙ୍କ ସାମାଜିକ-ଆର୍ଥିକ ଉନ୍ନତିର ପ୍ରମୁଖ ମାଧ୍ୟମ ସାଜିବ। #Odisha
CMO Odisha (@cmo_odisha) 's Twitter Profile Photo

CM Naveen Patnaik inaugurated #Odisha’s longest bridge over Mahanadi connecting Badamba Narasinghpur to Baideshwar of Banki. The bridge will benefit over 5 lakh people as well as contribute to the development of tourism, agriculture & commerce in the region.

CM <a href="/Naveen_Odisha/">Naveen Patnaik</a> inaugurated #Odisha’s longest bridge over Mahanadi connecting Badamba Narasinghpur to Baideshwar of Banki. The bridge will benefit over 5 lakh people as well as contribute to the development of tourism, agriculture &amp; commerce in the region.
CMO Odisha (@cmo_odisha) 's Twitter Profile Photo

The ‘T’ shaped bridge spans 3.4 kilometre long and has been constructed at a cost of ₹111 Cr. The bridge will shorten the distance between Badamba and Banki Baideswhar by 45km and connect Shinghanath Temple. #OdishaOnTheMove

ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ Naveen Patnaik ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ପ୍ରାରମ୍ଭିକ ଭାବେ ଆଦିବାସୀ ବହୁଳ ୪ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡିର ଜନସାଧାରଣ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ପାଇବେ। #SusthaOdisha

ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ <a href="/Naveen_Odisha/">Naveen Patnaik</a> ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ପ୍ରାରମ୍ଭିକ ଭାବେ ଆଦିବାସୀ ବହୁଳ ୪ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡିର ଜନସାଧାରଣ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ପାଇବେ। #SusthaOdisha
CMO Odisha (@cmo_odisha) 's Twitter Profile Photo

ଏହି ଯୋଜନା ଅଧୀନରେ ବିଭିନ୍ନ ଡାକ୍ତରଖାନାର ବିଶେଷଜ୍ଞମାନେ ୪ଟି ଜିଲ୍ଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡନୀ ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର୍ ସ୍ପେଶାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବେ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। #OdishaCares

ଏହି ଯୋଜନା ଅଧୀନରେ ବିଭିନ୍ନ ଡାକ୍ତରଖାନାର ବିଶେଷଜ୍ଞମାନେ ୪ଟି ଜିଲ୍ଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡନୀ ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର୍ ସ୍ପେଶାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବେ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। #OdishaCares
Works Department, Odisha (@pwd_odisha) 's Twitter Profile Photo

Works Department wishes you all a #HappyNewYear. ନୂତନ ବର୍ଷ ୨୦୨୨ ଉପଲକ୍ଷେ ନିର୍ମାଣ ବିଭାଗ ତରଫରୁ ସଭିଙ୍କୁ ହାର୍ଦ୍ଧିକ ଶୁଭକାମନା। #HappyNewYear2022

Works Department wishes you all a #HappyNewYear.

ନୂତନ ବର୍ଷ ୨୦୨୨ ଉପଲକ୍ଷେ ନିର୍ମାଣ ବିଭାଗ ତରଫରୁ ସଭିଙ୍କୁ ହାର୍ଦ୍ଧିକ ଶୁଭକାମନା।

#HappyNewYear2022
Works Department, Odisha (@pwd_odisha) 's Twitter Profile Photo

Chief Construction Engineer, Phulbani, inspected the Mahanadi Bridge Project on Athamalik-Dhalpur Road in Boudh district. He reviewed the manpower & materials available at the site for completion of balance work. The project is being expedited for completion by April 2022.

Chief Construction Engineer, Phulbani, inspected the Mahanadi Bridge Project on Athamalik-Dhalpur Road in Boudh district. He reviewed the manpower &amp; materials available at the site for completion of balance work. The project is being expedited for completion by April 2022.
Works Department, Odisha (@pwd_odisha) 's Twitter Profile Photo

ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଫୁଲବାଣୀ, ବୌଦ୍ଧ ଜିଲ୍ଲାର ଆଠମଲ୍ଲିକ-ଧଳପୁର ରାସ୍ତାରେ ମହାନଦୀ ସେତୁ ପ୍ରକଳ୍ପର ନିରୀକ୍ଷଣ କରିଥିଲେ । ବଳକା କାର୍ଯ୍ୟ ଶେଷ କରିବାପାଇଁ ପ୍ରକଳ୍ପ ସ୍ଥଳରେ ଉପଲବ୍ଧ ମାନବସମ୍ବଳ ଓ ସାମଗ୍ରୀର ସମୀକ୍ଷା କରାଯାଇଅଛି । ଅପ୍ରେଲ ୨୦୨୨ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ।

Works Department, Odisha (@pwd_odisha) 's Twitter Profile Photo

Chief Construction Engineer, Phulbani, reviewed the High-Level Bridge over River Mahanadi connecting Boudh town to Ward No13&14 at Marjyakud. Approach road along Boudh side is nearing completion for targeted project completion by September 2022.

Chief Construction Engineer, Phulbani, reviewed the High-Level Bridge over River Mahanadi connecting Boudh town to Ward No13&amp;14 at Marjyakud. Approach road along Boudh side is nearing completion for targeted project completion by September 2022.
I & PR Department, Odisha (@ipr_odisha) 's Twitter Profile Photo

ପ୍ରସିଦ୍ଧ କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି। ଏଥି ନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ। #OdishaCares

MORTHINDIA (@morthindia) 's Twitter Profile Photo

MoRTH has issued a draft notification proposing that an agency can apply for a Trade Certificate / Trade Registration Marks electronically for vehicles in a single application on Vahan portal. Validity of Trade Certificate is proposed to be increased from 12 months to 5 years.

MoRTH has issued a draft notification proposing that an agency can  apply for a Trade Certificate / Trade Registration Marks electronically for vehicles in a single application on Vahan portal. Validity of Trade Certificate is proposed to be increased from 12 months to 5 years.
CMO Odisha (@cmo_odisha) 's Twitter Profile Photo

ଆଦିଶକ୍ତି କ୍ଷେତ୍ର ମା’ତାରାତାରିଣୀ ପୀଠ ଓଡ଼ିଆ ଭାବାବେଗ ସହ ଜଡ଼ିତ। ଓଡ଼ିଶା ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ଆଧ୍ୟାତ୍ମିକ ସ୍ଥଳର ରୂପାନ୍ତରଣ ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭବ ପ୍ରଦାନ କରୁଛି। ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଏହି ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଶ୍ରଦ୍ଧାଳୁଙ୍କ ପାଇଁ ଏହାକୁ ସମର୍ପଣ କରୁଛନ୍ତି।

CMO Odisha (@cmo_odisha) 's Twitter Profile Photo

With continued efforts of #Odisha Govt & unwavering support of people of #Ganjam, #MaaTaraTarini temple has become a modern day masterpiece. The new temple boasts of architecture that gives it a sense of holiness & is strongly connected with traditions. newsroomodisha.com/depicted-in-pi…

CMO Odisha (@cmo_odisha) 's Twitter Profile Photo

ମା' ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଯୋଗଦେଇ ଗଞ୍ଜାମବାସୀଙ୍କ ସମେତ ପ୍ରତିଟି ଓଡ଼ିଆଙ୍କ ମଙ୍ଗଳ କାମନା କରିଛନ୍ତି। ଆଜିର ଦିନଟିକୁ ପବିତ୍ର ଦିନ ଭାବେ ବର୍ଣ୍ଣନା କରି ଏହି କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ବାସିନ୍ଦା ଓ ସେବାୟତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

ମା' ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ <a href="/Naveen_Odisha/">Naveen Patnaik</a> ଯୋଗଦେଇ ଗଞ୍ଜାମବାସୀଙ୍କ ସମେତ ପ୍ରତିଟି ଓଡ଼ିଆଙ୍କ ମଙ୍ଗଳ କାମନା କରିଛନ୍ତି। ଆଜିର ଦିନଟିକୁ ପବିତ୍ର ଦିନ ଭାବେ ବର୍ଣ୍ଣନା କରି ଏହି କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ବାସିନ୍ଦା ଓ ସେବାୟତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
CMO Odisha (@cmo_odisha) 's Twitter Profile Photo

ମା'ଙ୍କ ମନ୍ଦିରର ନୂଆ ରୂପକୁ ଓଡ଼ିଶାର କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଭାବେ ଦର୍ଶାଇ ଏହାକୁ ସଫଳ କରିଥିବା ଶିଳ୍ପୀ ଓ କାରିଗରମାନଙ୍କୁ ମୁଖ୍ୟମନ୍ତ୍ରୀ ବିଶେଷ ଅଭିନନ୍ଦନ ଜଣାଇଛନ୍ତି। ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ଏହି ଅବସରରେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ଋଷିକୂଲ୍ୟା ନଦୀ ତଟ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି।

ଏହି ଅବସରରେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ଋଷିକୂଲ୍ୟା ନଦୀ ତଟ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି।
Works Department, Odisha (@pwd_odisha) 's Twitter Profile Photo

Also the progress work of Shree-Setu & Jagannath Ballav Pilgrim Centre. While an alternate route from Jagannath Ballav to Uttar Dwar was examined, instruction was given to fast-track the progress of these works. #OdishaOnTheMove

Also the progress work of Shree-Setu &amp; Jagannath Ballav Pilgrim Centre. While an alternate route from Jagannath Ballav to Uttar Dwar was examined, instruction was given to fast-track the progress of these works.  

#OdishaOnTheMove
Works Department, Odisha (@pwd_odisha) 's Twitter Profile Photo

The ongoing construction of Shree Setu is currently in high-priority mode which will ensure seamless connectivity & smoother travel to the heritage town #Puri.

The ongoing construction of Shree Setu is currently in high-priority mode which will ensure seamless connectivity &amp; smoother travel to the heritage town #Puri.
OBCC Odisha (@obcc_odisha) 's Twitter Profile Photo

Progressing swiftly under auspices of the Integrated Heritage and Monuments Development Programme, led by esteemed Chief Minister of Odisha, Naveen Patnaik, is the comprehensive development endeavour centered around the Nilamadhaba Temple situated in Kantilo, Nayagarh district.

Progressing swiftly under auspices of the Integrated Heritage and Monuments Development Programme, led by esteemed Chief Minister of Odisha, <a href="/Naveen_Odisha/">Naveen Patnaik</a>, is the comprehensive development endeavour centered around the Nilamadhaba Temple situated in Kantilo, Nayagarh district.