Prema Reddy(@PremaRe32531874) 's Twitter Profileg
Prema Reddy

@PremaRe32531874

Premananda Reddy Dist-Sambalpur

ID:1582948837152690177

calendar_today20-10-2022 04:17:22

209 Tweets

29 Followers

69 Following

Prema Reddy(@PremaRe32531874) 's Twitter Profile Photo

ଆଉଟସୋର୍ସିଂ ପ୍ରଥା କୁ ଶିଘ୍ର ଉଛେଦ କରି ସମସ୍ତ ହଜାର ହଜାର ଯୁବକ ଯୁବତୀ ଙ୍କୁ ସ୍ଥାଇ ନିଯୁକ୍ତି ପ୍ରଦାନ କରନ୍ତୁ ସରକାର 🙏

ଆଉଟସୋର୍ସିଂ ପ୍ରଥା କୁ ଶିଘ୍ର ଉଛେଦ କରି ସମସ୍ତ ହଜାର ହଜାର ଯୁବକ ଯୁବତୀ ଙ୍କୁ ସ୍ଥାଇ ନିଯୁକ୍ତି ପ୍ରଦାନ କରନ୍ତୁ ସରକାର 🙏
account_circle
Prema Reddy(@PremaRe32531874) 's Twitter Profile Photo

ଯାଜପୁର ବିଧାୟକ ତଥା#ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ# ପ୍ରଣବ ପ୍ରକାଶ ଦାସ ମୋହଦୟ ଙ୍କ ଜନ୍ମଦିନ ଅବସରରେ ଅଶେଷ ଅଶେଷ ଧନ୍ୟବାଦ ଓ ଶୁଭକାମନା ଜଣଉଛୁ ସମ୍ବଲପୁର ଜିଲ୍ଲା ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ତରଫରୁ । 🙏👑👑🙏

ପ୍ରଥମେ ଓଡିଶା ମାଟିରୁ ଆଉଟସୋର୍ସିଂ ଭଳି କୁର୍ସିତ କ୍ରୀତଦାସ ପ୍ରଥାକୁ ଉଛେଦ କରି ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ହଜାର ହଜାର ଯୁବକ ଯୁବତୀ ଙ୍କୁ ସ୍ଥାଇ ନିଯୁକ୍ତି ପ୍ରଦାନ କରନ୍ତୁ ନଚେତ ମଣିଷ ର ଶେଷ ସମୟରେ ଯଦି ବୁଦ୍ଧି ଭଷ୍ଚ ହୁଏ ତାହାଲେ ସେ ନିଜ ପେଟପାଟଣା ଲାଗି ଯେ କୌଣସି ପ୍ରଥା ଆପଣେଇବାକୁ ବାଧ୍ଯହେବୁ। 🙏🙏

Chintamani Naik(@Chintam66516005) 's Twitter Profile Photo

ଆଜି ପର୍ଯ୍ୟନ୍ତ ସାଧାରଣ ଜନତା ମୌଳିକ ଅଧିକାର ରୁ ବଞ୍ଚିତ,ବର୍ଷା ଦିନ ଆସିଗଲା ପୁଣି ଥରେ ଡାଇରିଆ ଫେରି ପାରେ ଯାହା ଏଥିରୁ ଆପଣ ଅନୁମାନ କରି ଜାଣି ପାରୁଥିବେ, ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଆକ୍ଷେପ କଲେ ହୁଏତ ଏହି ସମସ୍ୟାରୁ ଲୋକ ତ୍ରାହି ପରନ୍ତେ | BDO Kashipur
@dm_rayagada

ଆଜି ପର୍ଯ୍ୟନ୍ତ ସାଧାରଣ ଜନତା ମୌଳିକ ଅଧିକାର ରୁ ବଞ୍ଚିତ,ବର୍ଷା ଦିନ ଆସିଗଲା ପୁଣି ଥରେ ଡାଇରିଆ ଫେରି ପାରେ ଯାହା ଏଥିରୁ ଆପଣ ଅନୁମାନ କରି ଜାଣି ପାରୁଥିବେ, ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଆକ୍ଷେପ କଲେ ହୁଏତ ଏହି ସମସ୍ୟାରୁ ଲୋକ ତ୍ରାହି ପରନ୍ତେ | @bdo_kashipur @dm_rayagada
account_circle
Dr Shankar Ramchandani(@Shankar69829406) 's Twitter Profile Photo

ଏହି କୁଷ୍ଟ ରୋଗୀ କଲୋନୀ ର ମାଁ କୁ ଘର ଛାଡ଼ି ଗାଡ଼ି ର ସାର୍ଥକତା ଜାହିର କଲି ,ରୋଗୀ ଡ଼ାକ୍ତର ର ସମ୍ପର୍କ ଅମର ରହି ଥାଉ, ମୁଁ ରହେ ନା ରହେ ଏହି ଫଟୋ ଡ଼ାକ୍ତର ଆଉ ରୋଗୀ ର ସମ୍ପର୍କ ର ମୁକ ସାକ୍ଷୀ ହେଇ ସବୁ ଦିନ ରହିବ

ଏହି କୁଷ୍ଟ ରୋଗୀ କଲୋନୀ ର ମାଁ କୁ ଘର ଛାଡ଼ି ଗାଡ଼ି ର ସାର୍ଥକତା ଜାହିର କଲି ,ରୋଗୀ ଡ଼ାକ୍ତର ର ସମ୍ପର୍କ ଅମର ରହି ଥାଉ, ମୁଁ ରହେ ନା ରହେ ଏହି ଫଟୋ ଡ଼ାକ୍ତର ଆଉ ରୋଗୀ ର ସମ୍ପର୍କ ର ମୁକ ସାକ୍ଷୀ ହେଇ ସବୁ ଦିନ ରହିବ
account_circle
ମୁଁ ସରକାରୀ outsourcing କ୍ରୀତଦାସ(@Kritadas_odisha) 's Twitter Profile Photo

5T ସଚିବଏବଂ ChiefSecyOdisha ଙ୍କୁ ଅନୁରୋଧ କି ଆଉଟସୋରସିଙ୍ଗ କର୍ମଚାରୀଙ୍କର ସମସ୍ୟା ଜୁନ ଶେଷ ସୁଧା ସମାଧାନ କରନ୍ତୁ ନହେଲେ କାର୍ଯ୍ୟବନ୍ଦ ସହିତ ନବୀନ ନିବାସ ଘେରାଉ କରାଯିବ। MoSarkar 5T CMO Odisha Pranab Prakash Das Pradeep Jena IAS @OGOEF_Union OGOEF KALAHANDI Argus News ODISHA GOVERNMENT OUTSOURCING EMPLOYEES FEDERATION Smruti Ranjan Lenka ସ୍ମୃତି ରଞ୍ଜନ ଲେଙ୍କା OTV

5T ସଚିବଏବଂ @SecyChief ଙ୍କୁ ଅନୁରୋଧ କି ଆଉଟସୋରସିଙ୍ଗ କର୍ମଚାରୀଙ୍କର ସମସ୍ୟା ଜୁନ ଶେଷ ସୁଧା ସମାଧାନ କରନ୍ତୁ ନହେଲେ କାର୍ଯ୍ୟବନ୍ଦ ସହିତ ନବୀନ ନିବାସ ଘେରାଉ କରାଯିବ। @MoSarkar5T @CMO_Odisha @pranabpdas @PradeepJenaIAS @OGOEF_Union @ogoefkalahandi @ArgusNews_in @RashmiKarIndia @smrutirlenka @otvnews
account_circle
Binaya Kumar patra(@tilupatra) 's Twitter Profile Photo

PRADEEP ମୁଁ ସରକାରୀ outsourcing କ୍ରୀତଦାସ Pranab Prakash Das Biju Janata Dal @OGOEF_Union ODISHA GOVERNMENT OUTSOURCING EMPLOYEES FEDERATION OGOEF KALAHANDI ଆପଣ job କରୁନଥିବେ ସେଥିପାଇଁ ଇମିତି କହୁଛନ୍ତି, job ରେ ଯିଏ ୧୦ ବର୍ଷ ୧୫ ବର୍ଷ ସମୟ ଦେଲାଣି ସେ ଛାଡ଼ିବ କଣପାଇଁ, ସରକାରଙ୍କ ମାନସିକତାର ଅଭାବ, ନହେଲେ ସମସ୍ତେ regular ହୁଅନ୍ତେ।

account_circle
ମୁଁ ସରକାରୀ outsourcing କ୍ରୀତଦାସ(@Kritadas_odisha) 's Twitter Profile Photo

Pranab Prakash Das କେମିତି ଆନନ୍ଦ ରେ ରହିବୁ ଆମେ outsourcing କର୍ମଚାରୀ ୨୩ବର୍ଷ ଶାସନ ରେ ୮ ହଜାର ଦରମା, ଆପଣ କହିଥିଲେ ମେ ୨୩ରେ ବୁଝିବେ ବୋଲି ଜୁନ ହେଲାଣି ସେପଟେ ଟିଭିରେ କହୁଛନ୍ତି ବାବୁ ମାନେ ଶକ୍ତିଶାଳୀ Biju Janata Dal ନେତାଙ୍କ ଥୁ ମନରେ ଆସୁଛି ଯଦି ନେତା ରାଜି ତେବେ ସମାଧାନ ହଉନି କଣ ପାଇଁ @OGOEF_Union ODISHA GOVERNMENT OUTSOURCING EMPLOYEES FEDERATION OGOEF KALAHANDI

account_circle
DM Sambalpur(@DmSambalpur) 's Twitter Profile Photo

Collector has given marriage assistance of Rs.50 thousand each to five inmates of various Child care institutions in the district under the Biju Sishu Surakhya Scheme.
I & PR Department, Odisha

Collector has given marriage assistance of Rs.50 thousand each to five inmates of various Child care institutions in the district under the Biju Sishu Surakhya Scheme. @IPR_Odisha
account_circle
Prema Reddy(@PremaRe32531874) 's Twitter Profile Photo

ମେଡମ ଶେଷରେ ଆପଣ ଙ୍କୁ ଜଣେଇବା ପାଇଁ ବାଧ୍ଯ ହେଲୁ ବର୍ଷ ବର୍ଷ ଧରି ଓଡିଶାରେ ହଜାର ହଜାର ଯୁବକ କମ ପାରିଶ୍ରମିକ ଓ ନିଜ ରୋଗିଣା ବାପା ମା କୁ ମେଡିସିନ କିଣିବାପାଇଁ ପଇସା ରହୁନାହିଁ ଯେହେତୁ ମାସିକ ୭ ରୁ ୮୦୦୦ ମାସକୁ ତେଣୁ ଆପଣ ହିଁ ଏକମାତ୍ର ସାହାଭରଷା ଯିଏକି ଏହି ଆଉଟସୋର୍ସିଂ ଭଳି କ୍ରୀତଦାସ ପ୍ରଥାକୁ ଉଛେଦ କରିବାପାଇଁ ଓଡିଶା cmoଙ୍କୁ

ଓଡିଶା ସରକାରି ଆଉଟସୋର୍ସିଂ କର୍ମଚାରି ତରଫରୁ ଜୁନ ୨୩ ତା ରେ ସମସ୍ତ ଜିଲାରେ ଜିଲାପାଳ ଙ୍କୁ ମୁକ୍ଷ୍ୟମନ୍ତ୍ରି ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ସହିତ ଅଫିସ ସମୁଖରେ ସମସ୍ତ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରି ଭାଇ ଓ ଭଉଣି ଙ୍କ ଶାନ୍ତିପୁର୍ଣ ଧାରଣା ଦିଆଯିବ

ମାନ୍ୟବର ମୁକ୍ଷ୍ୟମନ୍ତ୍ରି ଙ୍କୁ ଅନୁରୋଧ କରି କହୁଛୁ ଆମେ କଣ ଓଡିଶା ରେ କହୁନୁ କି ସାଢେ ୪ କୋଟି ଭିତରେ ନାହୁଁ କୁହନ୍ତୁ ଆପଣ ହେଲେ ଆମ ସମସ୍ତଙ୍କ ମୁକ୍ଷ୍ୟ,ଦୟାକରି 🙏ଯୋଡି ଆଉଟସୋର୍ସିଂ ଭଳି କ୍ରୀତଦାସ ପ୍ରଥା କୁ ଉଛେଦ କରି ସମସ୍ତ ଭାଇ ଓ ଭଉଣି ଙ୍କୁ ସ୍ଥାଇ ନିଯୁକ୍ତି ପ୍ରଦାନ କରିବା ସହ ସମସ୍ତ ପରିବାରବର୍ଗ ଙ୍କ ମୁହଁରେ ଖୁସି ଦିଅନ୍ତୁ

ମାନ୍ୟବର ମୁକ୍ଷ୍ୟମନ୍ତ୍ରି ଙ୍କୁ ଅନୁରୋଧ କରି କହୁଛୁ ଆମେ କଣ ଓଡିଶା ରେ କହୁନୁ କି ସାଢେ ୪ କୋଟି ଭିତରେ ନାହୁଁ କୁହନ୍ତୁ ଆପଣ ହେଲେ ଆମ ସମସ୍ତଙ୍କ ମୁକ୍ଷ୍ୟ,ଦୟାକରି 🙏ଯୋଡି ଆଉଟସୋର୍ସିଂ ଭଳି କ୍ରୀତଦାସ ପ୍ରଥା କୁ ଉଛେଦ କରି ସମସ୍ତ ଭାଇ ଓ ଭଉଣି ଙ୍କୁ ସ୍ଥାଇ ନିଯୁକ୍ତି ପ୍ରଦାନ କରିବା ସହ ସମସ୍ତ ପରିବାରବର୍ଗ ଙ୍କ ମୁହଁରେ ଖୁସି ଦିଅନ୍ତୁ
account_circle
ମୁଁ ସରକାରୀ outsourcing କ୍ରୀତଦାସ(@Kritadas_odisha) 's Twitter Profile Photo

ସରକାର ଙ୍କ ଇଛା outsourcing କର୍ମଚାରୀ ଆମ ପାଖରେ ବାର ବାର ଆସନ୍ତୁ ତାଙ୍କ ନିଜ ହକ ପାଇଁ ଭିକ୍ଷା ମାଗନ୍ତୁ। ସରକାର ଙ୍କ ଏମିତି ଚିନ୍ତାଧାରା ଦେଖାଉଛି ଯେ କ୍ରୀତଦାସ ରେ ସେ ଆମକୁ ଦେଖିବାକୁ ଭଲପାଉଛନ୍ତି। Naveen Patnaik CMO Odisha OGOEF KALAHANDI @OGOEF_Union ODISHA GOVERNMENT OUTSOURCING EMPLOYEES FEDERATION Smruti Ranjan Lenka ସ୍ମୃତି ରଞ୍ଜନ ଲେଙ୍କା

ସରକାର ଙ୍କ ଇଛା outsourcing କର୍ମଚାରୀ ଆମ ପାଖରେ ବାର ବାର ଆସନ୍ତୁ ତାଙ୍କ ନିଜ ହକ ପାଇଁ ଭିକ୍ଷା ମାଗନ୍ତୁ। ସରକାର ଙ୍କ ଏମିତି ଚିନ୍ତାଧାରା ଦେଖାଉଛି ଯେ କ୍ରୀତଦାସ ରେ ସେ ଆମକୁ ଦେଖିବାକୁ ଭଲପାଉଛନ୍ତି। @Naveen_Odisha @CMO_Odisha @ogoefkalahandi @OGOEF_Union @RashmiKarIndia @smrutirlenka
account_circle
Chintamani Naik(@Chintam66516005) 's Twitter Profile Photo

Respected CMO Odisha sir, please look into the government outsourcing employees problems and take a needful steps to abolish government outsourcing system from odisha work for Equal pay 🙏,MoSarkar 5T Vkpandianfanclub ChiefSecyOdisha Pradeep Jena IAS Nabina Odisha @OGOEF_Union

Respected @CMO_Odisha sir, please look into the government outsourcing employees problems and take a needful steps to abolish government outsourcing system from odisha #Equal work for Equal pay 🙏,@MoSarkar5T @Vkpandianfancl1 @SecyChief @PradeepJenaIAS @nabina_odisha @OGOEF_Union
account_circle