Debendra Subudhi (@debendrasubudh1) 's Twitter Profile
Debendra Subudhi

@debendrasubudh1

ସେବାହି ମୋର ପରମ ଧର୍ମ

ID: 1127993856270540800

calendar_today13-05-2019 17:47:47

9,9K Tweet

2,2K Followers

1,1K Following

Anil karna (@anilkumar780588) 's Twitter Profile Photo

ବୌଦ୍ଧ ଜିଲ୍ଲା କଣ୍ଟମାଳ ବ୍ଲକ ଅନ୍ତର୍ଗତ ଖଲିଆପାଲି ପଂଚାୟତ ଅଧୀନ ହାତୀପାଲି ଗ୍ରାମ ର ରାସ୍ତା ଟି ଅତି କଦର୍ଯ୍ୟ. ଚାଲି କି ଯିବା ସମ୍ଭବ ହେଉ ନାହିଁ. କାଦୁଅ ରେ ପରିପୂର୍ଣ୍ଣ. ଉକ୍ତ ରାସ୍ତା କୁ ପକ୍କା ରାସ୍ତା ନିର୍ମାଣ ପଦକ୍ଷେପ ନେବାକୁ ଅନୁରୋଧ Collector Boudh CMO Odisha Works Department, Odisha ChiefSecyOdisha Panchayati Raj and Drinking Water Department

Aditya Narayan Barik (@adityan04819278) 's Twitter Profile Photo

ପୁରୀ ୧୭ ନମ୍ୱର ୱାର୍ଡ ସ୍ତିତ ଜଗନ୍ନାଥ ବଲ୍ଲଭ ସୁଗ୍ରୀବ ମହାବୀର ଙ୍କ ପାଖରେ ଅସରାଏ ବର୍ଷା ହେଲେ ପାଣି ଜମି ରହିଛି ଫଳରେ ସେଠି ବସବାସ କରୁଥିବା ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଅଧିକାରୀ ଙ୍କୁ ଅନୁରୋଧ ଏଥିପ୍ରତି ଦୃଷ୍ଟି ଦେବାପାଇଁ। Puri Municipality Chanchal Rana

Team ATA Official (@officialteamata) 's Twitter Profile Photo

ଆଜି ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କୁ ଟ୍ୱିଟର ବା X ରେ ସକ୍ରିୟ ରହି ବିଡ଼ିଓ,ତହସିଲଦାରଙ୍କ ସମେତ ଜିଲ୍ଲା ଅଧିକାରୀଙ୍କ ଆକାଉଣ୍ଟ ଖୋଲି ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ କରି ସୁଶାସନ ବ୍ୟବସ୍ଥାକୁ ସୁଦୃଢ କରିବାକୁ ଦାବିପତ୍ର ପ୍ରଦାନ କରାଯାଇଛି। ମାନନୀୟ ଜିଲ୍ଲାପାଳ ଏଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ। District Magistrate Khordha CMO Odisha

MRojalin (@mrojalin89166) 's Twitter Profile Photo

ପୌରଧ୍ୟକ୍ଷା ମହୋଦୟା ଦୟାକରି ଏଥିପ୍ରତି ଧ୍ୟାନ ଦେବେ କି?୬ ଥର Tweet କରିବା ପରେ ମଧ୍ୟ ଅଭିଯୋଗକୁ ଭ୍ରୁକ୍ଷେପ କରୁନାହାନ୍ତି।ଅଳିଆକୁଣ୍ଡ ନ ଉଠାଇବା କାରଣରୁ ଛୋଟ ପିଲାଙ୍କ ବିଦ୍ୟାଳୟ ସମ୍ମୁଖରେ ଜମା ହେଉଛି ଗଦା ଗଦା ଅଳିଆ।ରୋଗ ଜୀବାଣୁର ବାହକ ଏହି ଅଳିଆଗଦା ବିଦ୍ୟାଳୟ ଶିଶୁ ଓ ଜନବସତି ପାଇଁ ରୋଗର କାରଣ Bhadrak Municipality District Administration,Bhadrak

ପୌରଧ୍ୟକ୍ଷା ମହୋଦୟା ଦୟାକରି ଏଥିପ୍ରତି ଧ୍ୟାନ ଦେବେ କି?୬ ଥର Tweet କରିବା ପରେ ମଧ୍ୟ ଅଭିଯୋଗକୁ ଭ୍ରୁକ୍ଷେପ କରୁନାହାନ୍ତି।ଅଳିଆକୁଣ୍ଡ ନ ଉଠାଇବା କାରଣରୁ ଛୋଟ ପିଲାଙ୍କ ବିଦ୍ୟାଳୟ ସମ୍ମୁଖରେ ଜମା ହେଉଛି ଗଦା ଗଦା ଅଳିଆ।ରୋଗ ଜୀବାଣୁର ବାହକ ଏହି ଅଳିଆଗଦା ବିଦ୍ୟାଳୟ ଶିଶୁ ଓ ଜନବସତି ପାଇଁ ରୋଗର କାରଣ Bhadrak Municipality District Administration,Bhadrak
Team ATA Official (@officialteamata) 's Twitter Profile Photo

ଧନ୍ୟବାଦ Angul Police RTO ANGUL ଆପଣ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। Sir,,🙏 🇮🇳 AMITABH THAKUR 🇮🇳 । ଆମେ X ମାଧ୍ୟମରେ ଆପଣଙ୍କୁ ଏହିଭଳି ଅନେକ କେସ ଅବଗତ କରାଇ ବିଭିନ୍ନ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ଚାଲାଣ କଟା ଯାଇଅଛି। କିନ୍ତୁ ଆପଣ କେବେ ହେଲେ ଆମକୁ ଉତ୍ସାହିତ କରିନାହାନ୍ତି। 😢 କଣ ଆମେ ଧନ୍ୟବାଦର ପାତ୍ର ନୁହେଁ ?

ଧନ୍ୟବାଦ Angul Police RTO ANGUL  ଆପଣ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।
Sir,,🙏
🇮🇳 AMITABH THAKUR 🇮🇳 । ଆମେ X ମାଧ୍ୟମରେ ଆପଣଙ୍କୁ ଏହିଭଳି ଅନେକ କେସ ଅବଗତ କରାଇ ବିଭିନ୍ନ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ଚାଲାଣ କଟା ଯାଇଅଛି। କିନ୍ତୁ ଆପଣ କେବେ ହେଲେ ଆମକୁ ଉତ୍ସାହିତ କରିନାହାନ୍ତି। 😢
କଣ ଆମେ ଧନ୍ୟବାଦର ପାତ୍ର ନୁହେଁ ?
Pratap Meher Beladula (@pkmeher3120) 's Twitter Profile Photo

ପ୍ରଥମ ଆବେଦନ ରେ ଯାହାର 21 ବର୍ଷ ରୁ 5 ଦିନ ବି କମ୍ ଥିଲା ସେ ଆବେଦନ ରୁ ବଞ୍ଚିତ ,ଏବେ 21 ବର୍ଷ 5/7 ମାସ ହୋଇଥିବା ମହିଳା ମଧ୍ୟ ବଞ୍ଚିତ ହେଉଛନ୍ତି ନୂଆ ଆବେଦନ କେବେ ଆରମ୍ଭ ହେବ CMO Odisha Mohan Charan Majhi SUBHADRA OFFICIAL Pravati Parida Department of WCD, Government of Odisha ଓଟିଭି Argus News NandighoshaTV Biju Janata Dal

Dusmanta Sahoo (@dusmanta__sahoo) 's Twitter Profile Photo

Ola Electric My Ola S1 Pro front suspension is damaged for the last 6 months. Despite raising complaints multiple times via your app, service teams of Puri City always say "part not available." No resolution yet. How long should a customer wait for safety-related issues?

𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 (@joindebasis) 's Twitter Profile Photo

ବିଗତ ଦିନ ଗୁଡ଼ିକରେ ଶ୍ରୀମନ୍ଦିର ସେବାୟତ ମାନଙ୍କୁ ଦାନ ନେବାରୁ ତାଛଲ୍ୟ କରାଯାଉଥିଲା କିନ୍ତୁ ଆଜି Shree Jagannatha Temple Office, Puri ର JTP ଏବଂ Odisha Police ର କର୍ମଚାରୀ ଭକ୍ତ ମାନଙ୍କୁ ଗଳା ବାଟରେ ଛାଡି ମାଲାମାଲ! ଟିକେ ଧ୍ୟାନ ଦିଅନ୍ତୁ ଆଜ୍ଞା CMO Odisha Puri Police DGP, Odisha ChiefSecyOdisha Prithiviraj Harichandan Collector and District Magistrate Puri Shree Jagannatha Temple, Puri

ବିଗତ ଦିନ ଗୁଡ଼ିକରେ ଶ୍ରୀମନ୍ଦିର ସେବାୟତ ମାନଙ୍କୁ ଦାନ ନେବାରୁ ତାଛଲ୍ୟ କରାଯାଉଥିଲା କିନ୍ତୁ ଆଜି Shree Jagannatha Temple Office, Puri ର JTP ଏବଂ Odisha Police ର କର୍ମଚାରୀ ଭକ୍ତ ମାନଙ୍କୁ ଗଳା ବାଟରେ ଛାଡି ମାଲାମାଲ!
ଟିକେ ଧ୍ୟାନ ଦିଅନ୍ତୁ ଆଜ୍ଞା CMO Odisha Puri Police DGP, Odisha ChiefSecyOdisha Prithiviraj Harichandan Collector and District Magistrate Puri Shree Jagannatha Temple, Puri
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 (@joindebasis) 's Twitter Profile Photo

Sir Puri Police Odisha Police this inhumane and illegal act by these criminal tresspasser do need any more evidence? Still Kumbharapada P.S needs more evidence? #Police is inclined towards the culprits because after 5 days of the incident and FIR no action yet! cc: Home Department, Govt. of Odisha

DEEPA BARIK (@charubalab) 's Twitter Profile Photo

ଆଜି ସକାଳୁ ଆମ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଧାନ୍ଦୁପାଲି ଗ୍ରାମରୁ ଏକ ଦୁଃଖଦ ଖବର ମିଳିଛି ଯାହାକି ଅତ୍ୟନ୍ତ ହୃଦୟ ବିଦାରକ। ନିଜର ଝାଳ ବୁହା ପରିଶ୍ରମରେ କରିଥିବା ପନିପରିବା ଫଳସ କୁ ରାତିରେ ଜଗିବା ପାଇଁ ସ୍ୱାମୀ ସ୍ତ୍ରୀ ଉଭୟେ ରହିଥିବା ବେଳେ ଏକ ବଣୁଆ ହାତୀ ଆକ୍ରମଣରେ ଉଭୟଙ୍କ ମୃତ୍ୟୁ ହୋଇଯାଇଛି।ବନବିଭାଗରେ Odisha Forest, Env. and Climate Change Department ଏତେ ସବୁ

ଆଜି ସକାଳୁ ଆମ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଧାନ୍ଦୁପାଲି ଗ୍ରାମରୁ ଏକ ଦୁଃଖଦ ଖବର ମିଳିଛି ଯାହାକି ଅତ୍ୟନ୍ତ ହୃଦୟ ବିଦାରକ। ନିଜର ଝାଳ ବୁହା ପରିଶ୍ରମରେ କରିଥିବା ପନିପରିବା ଫଳସ କୁ ରାତିରେ  ଜଗିବା ପାଇଁ ସ୍ୱାମୀ ସ୍ତ୍ରୀ ଉଭୟେ ରହିଥିବା ବେଳେ ଏକ ବଣୁଆ ହାତୀ ଆକ୍ରମଣରେ ଉଭୟଙ୍କ ମୃତ୍ୟୁ ହୋଇଯାଇଛି।ବନବିଭାଗରେ Odisha Forest, Env. and Climate Change Department ଏତେ ସବୁ
Team ATA Official (@officialteamata) 's Twitter Profile Photo

ଶ୍ରୀମନ୍ଦିର ପୁରରେ ବ୍ୟବହାର ପାଇଁ ଆସୁଥିବା Omfed Official ର ଘିଅ ଟିଣରେ ମହାପ୍ରଭୁଙ୍କ ଫୋଟ ଚିତ୍ର ପ୍ରିଣ୍ଟ କରାଯାଇଛି। ଘିଅ ବ୍ୟବହାର ପରେ ଉକ୍ତ ଟିଣକୁ ଅଳିଆ ସଫେଇ ସହିତ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଭକ୍ତଙ୍କ ମହଲରେ ଅନେକ ଦୁଃଖ ପ୍ରକାଶ ପାଇବା ସହିତ ମହାପ୍ରଭୁଙ୍କ ଫୋଟ ପ୍ରିଣ୍ଟ ନକରିବା ପାଇଁ ଅନୁରୋଧ କରାଯାଉଛି।

ଶ୍ରୀମନ୍ଦିର ପୁରରେ ବ୍ୟବହାର ପାଇଁ ଆସୁଥିବା Omfed Official ର ଘିଅ ଟିଣରେ ମହାପ୍ରଭୁଙ୍କ ଫୋଟ ଚିତ୍ର ପ୍ରିଣ୍ଟ କରାଯାଇଛି। ଘିଅ ବ୍ୟବହାର ପରେ ଉକ୍ତ ଟିଣକୁ ଅଳିଆ ସଫେଇ ସହିତ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଭକ୍ତଙ୍କ ମହଲରେ ଅନେକ ଦୁଃଖ ପ୍ରକାଶ ପାଇବା ସହିତ ମହାପ୍ରଭୁଙ୍କ ଫୋଟ ପ୍ରିଣ୍ଟ ନକରିବା ପାଇଁ ଅନୁରୋଧ କରାଯାଉଛି।
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 (@joindebasis) 's Twitter Profile Photo

Respected Sir Puri Police Puri Municipality Collector and District Magistrate Puri H & UD Dept ପୁରୀ ବଡ଼ଶଙ୍ଖ ଛକ ସ୍ଥିତ ବଡ଼ଦାଣ୍ଡ ପାର୍ଶ୍ଵରେ ଥିବା ଏକ କ୍ଲବ ଦ୍ଵାରା ଆୟୋଜିତ ଗଣେଶ ପୂଜା ରୋଷେଇ କରିବା ପାଇଁ ଜଣକ ଘର ଏବଂ ଦୋକାନ ଘର ରାସ୍ତା ବନ୍ଧ କରିବା କଣ ଆଇନ ସାପେକ୍ଷ ? DGP, Odisha Odisha Police Home Department, Govt. of Odisha Prateek Singh ଆଜି ସକାଳୁ ଦେଖିଲା ବେଳେ

Respected Sir Puri Police Puri Municipality
Collector and District Magistrate Puri H & UD Dept

ପୁରୀ ବଡ଼ଶଙ୍ଖ ଛକ ସ୍ଥିତ ବଡ଼ଦାଣ୍ଡ ପାର୍ଶ୍ଵରେ ଥିବା ଏକ କ୍ଲବ ଦ୍ଵାରା ଆୟୋଜିତ ଗଣେଶ ପୂଜା ରୋଷେଇ କରିବା ପାଇଁ ଜଣକ ଘର ଏବଂ ଦୋକାନ ଘର ରାସ୍ତା ବନ୍ଧ କରିବା କଣ ଆଇନ ସାପେକ୍ଷ ? DGP, Odisha Odisha Police Home Department, Govt. of Odisha Prateek Singh

ଆଜି ସକାଳୁ ଦେଖିଲା ବେଳେ
Mr. Journalist (@biswajit_iimc) 's Twitter Profile Photo

Could you please share what benefits or rebates are available for small and medium business owners if they pay their electricity bills on time or before due date ? TP Central Odisha Distribution Ltd Energy Odisha

Team ATA Official (@officialteamata) 's Twitter Profile Photo

ଉତ୍ତର ପ୍ରଦେଶରୁ ଆସିଥିବା ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ ନକରି ବୃଦ୍ଧା ମା ଙ୍କ ସହିତ ଦୁଃଖରେ 😢 ଫେରିଲେ। ଏହିଭଳି ଦୈନିକ ହଜାର ହଜାର ଭକ୍ତ ମନଦୁଃଖରେ ମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନ ନକରି ବାଧ୍ୟତାମୂଳକ ଭାବେ ଫେରୁଛନ୍ତି। ଗେଟରେ ଥିବା ଗାର୍ଡ ମନ୍ଦିର କାମ ଚାଲୁଛି କହି ଫେରାଇ ଦେଉଛନ୍ତି। Arabinda K Padhee Yogi Adityanath

Team ATA Official (@officialteamata) 's Twitter Profile Photo

ପୁରୀ ନବକଳେବର ରୋଡ଼ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି। ପିଚୁ ଦବି ବଡ଼ ଖାଲ ହେବା ଫଳରେ ଯାତାୟାତରେ ଅନେକ ଅସୁବିଧା ହେବା ସହିତ ଦୈନିକ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ଅନୁରୋଧ। Works Department, Odisha State Transport Authority, Odisha CMO Odisha Collector and District Magistrate Puri Pravati Parida ChiefSecyOdisha

ଦେବରାଜ ଦାସ 🇮🇳 (@debarajdas10) 's Twitter Profile Photo

ମାନନୀୟ Puri Police Prateek Singh ସାର୍। ପଞ୍ଚୁକ ଆଳରେ ପୁରୀ ସହର ବାସି ଙ୍କୁ ଆଉ ଏମିତି ହଇରାଣ କରନ୍ତୁ ନାହିଁ। ଆଧାର କାର୍ଡ ଦେଖିକି ହେଉ ପଛେ ପୁରୀ ସହର ବାସି ଙ୍କୁ ଗାଡ଼ି ନେଇ ଯିବା ଆସିବା କରିବାକୁ ଦିଅନ୍ତୁ। CMO Odisha DGP, Odisha Mohan Charan Majhi Dr.Satyajit Naik,IPS

Debendra Subudhi (@debendrasubudh1) 's Twitter Profile Photo

ପୁରୀ ପେଣ୍ଠକଟା ଭୂଦାନ ନଗର ଅଫିସିକାଲ ରୋଡ ପୁରା ଅନ୍ଧାର ଆଜି କୁ ଚାରି ଦିନ ହେବ LIC ଅଫିସ, income ଟାକ୍ସ ଅଫିସ, DAG ଅଫିସ ଥିବା ସତେ ଲୋକ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ଦୟାକରି ବିଭାଗୀୟ ଅଧିକାରୀ ମାନେ ନଜର ଦେବାକୁ ଅନୁରୋଧ Puri Municipality TP Central Odisha Distribution Ltd CMO Odisha