Mr. Journalist
@biswajit_iimc
Journalist
ID: 3815090292
https://youtube.com/@BiswaTalks?si=Wb14H8zo5FgTIcMp 07-10-2015 14:35:56
3,3K Tweet
250 Followers
1,1K Following
Nippon was a dream project of Naveen Patnaik ,but unfortunately Andhra Pradesh managed to take it away from Odisha. This clearly shows that execution and implementation matter the most.The way Vkpandianfanclub and Naveen worked together was truly commendable. Apana mane khusi ta?
Sir, Jay Jagannath!! Is there any update on ‘Puri-Bbsr 6 lane project’ ? Nitin Gadkari
Govinda was so RIGHT when he said this about #SalmanKhan !! Absolute respect Salman Khan sir 🙏
ରାଜପଥ ଆଜି ନନ୍ଦୀ ମହାରାଜଙ୍କ ପାଇଁ ମରଣଯନ୍ତା ନିର୍ବାଚନ ବେଳେ 'ଗୋ-ସୁରକ୍ଷା' ନାରା ଦେଇ କ୍ଷମତାକୁ ଆସିଥିବା ସରକାର ଆଜି ନିରୀହ ପ୍ରାଣୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥା ଦେଖି ଚୁପ୍ ? ରାଜପଥରେ ପ୍ରତିଦିନ ଶହ ଶହ ଗୋମାତା ଦୁର୍ଘଟଣାର ଶିକାର ହେଉଛନ୍ତି, କିନ୍ତୁ କାହିଁ ସେହି 'ହାଇଟେକ୍' ଚିକିତ୍ସା ବ୍ୟବସ୍ଥା ? GOKULANANDA MALLICK
ସରକାରଙ୍କୁ ପ୍ରଶ୍ନ: 🔹 କେବଳ ଭୋଟ୍ ପାଇଁ କି ଗୋମାତାଙ୍କ ନାଁ ବ୍ୟବହାର ହୁଏ? 🔹 ରାଜପଥରେ ବୁଲା ଗୋରୁଙ୍କ ପ୍ରବେଶ ରୋକିବାକୁ କଣ ବ୍ୟବସ୍ଥା ହୋଇଛି? 🔹 ଆହତ ପଶୁଙ୍କ ପାଇଁ ୨୪/୭ ଟ୍ରମା ସେଣ୍ଟର କାହିଁକି ନାହିଁ? କେବଳ ଧର୍ମ ନାମରେ ରାଜନୀତି ନୁହେଁ, ବାସ୍ତବରେ ଗୋସେବା ପାଇଁ ବଜେଟ୍ ଓ ଭିତ୍ତିଭୂମି ଦରକାର। Mohan Charan Majhi
Gata kali rati 9 ta ru pakhapakhi 20ru adhika ghara ra abastha saman! Heavy fluctuation/Up-down issue chalichi. Ee garam dina re rati anidra je kasta, how can we explain? Ths constant fluctuation is also risking our hm appliances. Please fix this error ASAP! TP Central Odisha Distribution Ltd