MRojalin
@mrojalin89166
ID: 1742422111111553024
03-01-2024 05:46:47
8 Tweet
14 Followers
19 Following
TPNODLର ନିକୃଷ୍ଟ ସେବା ୨୪ଘଣ୍ଟା ଧରି ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନାହିଁ।ଦୀର୍ଘ ୫ଘଣ୍ଟା ହେବ ଘର ସଂପୂର୍ଣ୍ଣ ଚାର୍ଜ।cal,ଅଫିସରେ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କର୍ଣ୍ଣପାତ ନାହିଁ।ଶୀଘ୍ର ପଦକ୍ଷେପ ନ ନେଲେ ମହିଳା,ଛୋଟପିଲାଙ୍କୁ ବାହାରେ ରାତି କାଟିବାକୁ ପଡ଼ିବ @tpnodl_balasore District Administration,Bhadrak CMO Odisha
ପୌରଧ୍ୟକ୍ଷା ମହୋଦୟା ଦୟାକରି ଏଥିପ୍ରତି ଧ୍ୟାନ ଦେବେ କି?୬ ଥର Tweet କରିବା ପରେ ମଧ୍ୟ ଅଭିଯୋଗକୁ ଭ୍ରୁକ୍ଷେପ କରୁନାହାନ୍ତି।ଅଳିଆକୁଣ୍ଡ ନ ଉଠାଇବା କାରଣରୁ ଛୋଟ ପିଲାଙ୍କ ବିଦ୍ୟାଳୟ ସମ୍ମୁଖରେ ଜମା ହେଉଛି ଗଦା ଗଦା ଅଳିଆ।ରୋଗ ଜୀବାଣୁର ବାହକ ଏହି ଅଳିଆଗଦା ବିଦ୍ୟାଳୟ ଶିଶୁ ଓ ଜନବସତି ପାଇଁ ରୋଗର କାରଣ Bhadrak Municipality District Administration,Bhadrak