P_rince_Prince (@b_iswambar) 's Twitter Profile
P_rince_Prince

@b_iswambar

Perents Is My Living God & Family Is Heaven For Me💕❤️
ମାନବ ସେବାହିଁ ମାଧବ ସେବା🙇

ID: 1652742857554538497

calendar_today30-04-2023 18:33:07

7,7K Tweet

152 Takipçi

847 Takip Edilen

PRAFULLA KUMAR NAYAK (@sukanti93) 's Twitter Profile Photo

90% of farmers left out! Due to rigid rules(Kurunta Society)Khaira.Farmers can't register land without all co-owners physically present.even if some are working out of state. #Kharifseason Home Department, Govt. of Odisha CMO Odisha କୃଷି ବିଭାଗ, ଓଡ଼ିଶା Collector & DM Balasore please intervene🙏 #FarmersFirst

Sumitra Pani (@sumitra_pani) 's Twitter Profile Photo

ଆଜି ମୁଁ ମୋ ଶାଶୁ ନାୟିକାନିଡ଼ିହି ଥାନା ଅଧିକାରିଣୀ ଙ୍କୁ ଏମିତି ଏକ ଅଭିଯୋଗ ନେଇ ମୋର କଥା ରଖିବା ପାଇଁ ଦୀର୍ଘ ୨ଘଣ୍ଟା ବାହାରେଅପେକ୍ଷା କରିବା ପରେ ମୁଁ କଥା କହିବା ପରେ ବି କିଛି ନଶୁଣି ignore କରି ବାହାରିଗଲେ ଏ କି ପ୍ରକାରର ବ୍ୟବହାର Mohan Charan Majhi Suryabanshi Suraj Manmohan Samal @Krusanchandrapatra Bhadrak Police

Sachidanand Bisoi (@sachidanandbis1) 's Twitter Profile Photo

ଆଜକୁ ପ୍ରାୟ 15ଦୀନ ହେବ ଅଭିଯୋଗ କରିଥିଲା ମଧ୍ୟ ଲାଇଟ୍ କାମ ହୋଇପାରିଲା ନାହିଁ। #ଅନ୍ଧାରରେ ସାହି ବାସିନ୍ଦା Team ATA Official Puri Municipality TP Central Odisha Distribution Ltd Collector and District Magistrate Puri CMO Odisha Subhasish Khuntia Dr. Krushna Chandra Mahapatra Puri Municipality

Chinmaya Karna (@chinmayakarna) 's Twitter Profile Photo

ଅନୁଗୁଳ ଜିଲ୍ଲା କଣିହାଁ ସଦର ମହକୁମାରେ ଅବସ୍ଥିତ ପିଏମଶ୍ରୀ ସରକାରୀ ପଵିତ୍ରମୋହନ ଉଚ୍ଚ ବିଦ୍ୟାଳୟରେ ଥିବା ଆବଶ୍ୟକ କର୍ମଚାରୀ ପଦବୀ ପୂରଣ କରିବାକୁ ଅନୁରୋଧ ।🙏 CMO Odisha EducationOdisha Mohan Charan Majhi Dharmendra Pradhan Nityananda Gond Kanak Vardhan Singh Deo (Modiji Ka Parivar) Collector and District Magistrate, Angul

Susant Kumar Kandi (@susantku_kandi) 's Twitter Profile Photo

ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ୍ ଅଧିନ କର୍ଲାଘାଟ ନାଉଲି ପ୍ରାଥମିକ ବିଦ୍ୟାଳୟର ନିଜସ୍ୱ କୋଠା ନଥିବାରୁ ଗାଁର ବହୁମୁଖୀ ଗୋଷ୍ଠୀ କେନ୍ଦ୍ରରେ ଛାତ୍ରଛାତ୍ରୀ ପାଠପଢୁଛନ୍ତି। ଏଥିପ୍ରତି Collector & DM, Rayagada ମହୋଦୟ ଦୃଷ୍ଟି ଦେବାପାଇଁ ବିନମ୍ର ଅନୁରୋଧ। CMO Odisha Mohan Charan Majhi EducationOdisha OSEPA Nityananda Gond bdo gudari

The__Socialworker (@jeeban9861) 's Twitter Profile Photo

ଡୁଆଝର ପ୍ୟାକ୍ସରେ ଅଚଳାବସ୍ଥା ୩ ବର୍ଷ ହେଲା ସଂପାଦକ ନିଯୁକ୍ତି ହୋଇପାରୁନି ଜିଲ୍ଲା ପ୍ରଶାସନ ତୁରନ୍ତ ଡୁଆଝର ପ୍ୟାକ୍ସରେ ସ୍ଥାୟୀ ସମ୍ପାଦକ ନିଯୁକ୍ତି କରିବାକୁ ଅନୁରୋଧ. CMO Odisha କୃଷି ବିଭାଗ, ଓଡ଼ିଶା Kanak Vardhan Singh Deo (Modiji Ka Parivar) Arabinda K Padhee ChiefSecyOdisha Collector & DM, Nuapada

Kalucharana Sahoo (@kalucharansaho5) 's Twitter Profile Photo

ଅପଡେଟ ହେଉନାହିଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ର ଓ୍ବେବ୍ ସାଇଡ଼। ଅଧିକାରୀ ଙ୍କ ୫ବର୍ଷ ବଦଳି ପରେବି ନାମ ରେ ହେଉନାହିଁ ପରିବର୍ତ୍ତନ। Panchayati Raj and Drinking Water Department CMO Odisha

ଅପଡେଟ ହେଉନାହିଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ର ଓ୍ବେବ୍ ସାଇଡ଼। ଅଧିକାରୀ ଙ୍କ ୫ବର୍ଷ ବଦଳି ପରେବି ନାମ ରେ ହେଉନାହିଁ ପରିବର୍ତ୍ତନ।
Panchayati Raj and Drinking Water Department CMO Odisha
Loka Bikash Mancha Koraput (@lokabikashmanc1) 's Twitter Profile Photo

ଲୋକ ଵିକାଶ ମଞ୍ଚ କୋରାପୁଟ ଜିଲ୍ଲା ପକ୍ଷ୍ୟରୁ ଲକ୍ଷ୍ମୀପୁର ବ୍ଲକର ସ୍ଵେଛାସେବୀ ଶିକ୍ଷା ସାଥି ମାନଙ୍କୁ ମାନପତ୍ର ପ୍ରଦାନ , Collector and District Magistrate, Koraput #summercamps #camalkacamp2025 #actionforall #Educstion

ଲୋକ ଵିକାଶ ମଞ୍ଚ କୋରାପୁଟ ଜିଲ୍ଲା ପକ୍ଷ୍ୟରୁ ଲକ୍ଷ୍ମୀପୁର ବ୍ଲକର ସ୍ଵେଛାସେବୀ ଶିକ୍ଷା ସାଥି ମାନଙ୍କୁ ମାନପତ୍ର ପ୍ରଦାନ ,
Collector and District Magistrate, Koraput
#summercamps
#camalkacamp2025
#actionforall
#Educstion
P_rince_Prince (@b_iswambar) 's Twitter Profile Photo

"ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ! Odisha food delite Collector & DM Balasore ରାସନ କାର୍ଡ ସମସ୍ୟାରେ ହସ୍ତକ୍ଷେପ କରନ୍ତୁ। ବର୍ଷ ବର୍ଷ ଧରି ଆବେଦନ କରିବା ସତ୍ତ୍ୱେ, ଅଧିକାରୀଙ୍କଠାରୁ ହଇରାଣର ସମ୍ମୁଖୀନ ହେଉଛି। ବିଳମ୍ବ ନକରି ରାସନ କାର୍ଡ (02121210058) ରେ ନାମ ଯୋଡ଼ନ୍ତୁ!

Manish Jena (ମନୀଷ ଜେନା) (@_manish_odisha_) 's Twitter Profile Photo

👉#ବିପଦପୂର୍ଣ୍ଣ_ବାଲେଶ୍ୱର_ତାମୁଳିଆ_ଓଭର_ବ୍ରିଜ୍ Collector & DM Balasore Mayur Suryawanshi IAS. Sir Works Department, Odisha Sir Kindly request you to resolve this matter as soon as possible by considering the news published in today's Prameya Odia newspaper. CMO Odisha ChiefSecyOdisha Prithiviraj Harichandan

👉#ବିପଦପୂର୍ଣ୍ଣ_ବାଲେଶ୍ୱର_ତାମୁଳିଆ_ଓଭର_ବ୍ରିଜ୍
Collector & DM Balasore Mayur Suryawanshi IAS. Sir Works Department, Odisha Sir Kindly request you to resolve this matter as soon as possible by considering the news published in today's Prameya Odia newspaper.
CMO Odisha ChiefSecyOdisha Prithiviraj Harichandan
Manish Jena (ମନୀଷ ଜେନା) (@_manish_odisha_) 's Twitter Profile Photo

👉#ଶୋଚନୀୟ_ଅବସ୍ଥାରେ_ଅସମ୍ପୂର୍ଣ୍ଣ_ପକ୍କା_ରାସ୍ତା 👉#ବାରମ୍ବାର_ଦାବି_ସତ୍ତ୍ୱେ_ହେଉନାହିଁ_ରାସ୍ତା_ନିର୍ମାଣ Collector & DM Balasore Mayur Suryawanshi IAS. Sir Panchayati Raj and Drinking Water Department Rabi Narayan Naik Sir Panchayat Samiti, Remuna Sir Kindly request you to resolve this matter as soon as possible by considering the news published in today's

👉#ଶୋଚନୀୟ_ଅବସ୍ଥାରେ_ଅସମ୍ପୂର୍ଣ୍ଣ_ପକ୍କା_ରାସ୍ତା
👉#ବାରମ୍ବାର_ଦାବି_ସତ୍ତ୍ୱେ_ହେଉନାହିଁ_ରାସ୍ତା_ନିର୍ମାଣ
Collector & DM Balasore Mayur Suryawanshi IAS. Sir Panchayati Raj and Drinking Water Department Rabi Narayan Naik Sir
Panchayat Samiti, Remuna Sir Kindly request you to resolve this matter as soon as possible by considering the news published in today's
Satyabrat Nayak (@satyabrat_01) 's Twitter Profile Photo

Team ATA Official X Governor Odisha CMO Odisha Odisha Police COMMISSIONERATE POLICE Pravati Parida Department of WCD, Government of Odisha Odisha State Commission for Women Kanak News Sakala News OTV News18 Odia DGP, Odisha ଏହା ଏକ ସ୍ବାଗତ ଯୋଗ୍ୟ ପ୍ରସ୍ତାବ। କୌଣସି ଗରୀବ, ନିରୀହ ଓ ବୃଦ୍ଧା ଲୋକ ଯଦି ଥାନାକୁ ଦରଖାସ୍ତ ଦେବାକୁ ଯାଉଛନ୍ତି ତେବେ ଅଧିକାଂଶ ଥାନା ଅଧିକାରୀ ମାନେ ତାଙ୍କ ଅଭିଯୋଗକୁ ଅଣଦେଖା କରି ତାଙ୍କ ଦରଖାସ୍ତ କୁ ରଖନ୍ତି ନାହିଁ, ଫଳରେ ନିରାଶ ହୋଇ ଫେରିବାକୁ ପଡ଼େ। ଜରୁରୀକାଳୀନ ପରିସ୍ଥିତିରେ #X ରେ ଦରଖାସ୍ତ ଗୁଡ଼ିକୁ ଗ୍ରହଣ କରିବାକୁ ଅନୁରୋଧ।

Raju kumar 🇮🇳 ( ରାଜୁ ) (@rajukuma1234) 's Twitter Profile Photo

Collector & DM Balasore Mayur Suryawanshi IAS. Sir ଜ୍ୟୋତ୍ସ୍ନା ରାଣୀ ଜେନା,ସ୍ବାମୀ ବିଜୟ କୁମାର ଜେନା, ଗ୍ରାମ ବଡ଼ ସିମୁଳିଆ,ବ୍ଲକ-ବାଲିଆପାଳ,ବାଲେଶ୍ୱର।୨୦୨୫ ରେ ନୂତନ ରାସନ କାର୍ଡ ଆବେଦନ କରିବାର ଦିର୍ଘ ଦିନ ବିତିଯାଇଥିଲେ ବି ନୂତନ କାର୍ଡ ମଞ୍ଜୁର ହୋଇନାହିଁ।ଛୋଟ ପିଲା ସହିତ ସରକାରୀ ସୁବିଧା ପାଇବାରୁ ବଞ୍ଚିତ।ତୁରନ୍ତ ମଞ୍ଜୁର କରିବାକୁ ଅନୁରୋଧ🙏

Collector & DM Balasore Mayur Suryawanshi IAS.
Sir ଜ୍ୟୋତ୍ସ୍ନା ରାଣୀ ଜେନା,ସ୍ବାମୀ ବିଜୟ କୁମାର ଜେନା, ଗ୍ରାମ ବଡ଼ ସିମୁଳିଆ,ବ୍ଲକ-ବାଲିଆପାଳ,ବାଲେଶ୍ୱର।୨୦୨୫ ରେ ନୂତନ ରାସନ କାର୍ଡ ଆବେଦନ କରିବାର ଦିର୍ଘ ଦିନ ବିତିଯାଇଥିଲେ ବି ନୂତନ କାର୍ଡ ମଞ୍ଜୁର ହୋଇନାହିଁ।ଛୋଟ ପିଲା ସହିତ ସରକାରୀ ସୁବିଧା ପାଇବାରୁ ବଞ୍ଚିତ।ତୁରନ୍ତ ମଞ୍ଜୁର କରିବାକୁ ଅନୁରୋଧ🙏
Suresh Nayak (Deo) (@sureshchan92350) 's Twitter Profile Photo

ଦେବଗଡ଼ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟରେ ଥିବା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଦୁଇଚକିଆ ଗାଡି ଷ୍ଟାଣ୍ଡର ଅବସ୍ଥା ଅତିଶୋଚନୀୟ। ଏଥିପ୍ରତି ଦୃଷ୍ଟି ଦେବାକୁ Collector Deogarh Deogarh Sub-Collector ବିନମ୍ର ଅନୁରୋଧ। I & PR Department, Odisha