bdo gudari (@gudaribdo) 's Twitter Profile
bdo gudari

@gudaribdo

ID: 1868857974187606017

calendar_today17-12-2024 03:17:36

147 Tweet

15 Takipçi

16 Takip Edilen

Mohan Charan Majhi (@mohanmodisha) 's Twitter Profile Photo

ଆମ ସରକାର ସର୍ବଦା ଓଡ଼ିଶାର ସର୍ବାଙ୍ଗୀନ ବିକାଶ ନିମନ୍ତେ ସମର୍ପିତ ଭାବରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ଗ୍ରାମୀଣ ଭିତ୍ତିଭୂମିକୁ ସଶକ୍ତ ଓ ସୁଦୃଢ଼ କରିବା ଦିଗରେ ଆଜିର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଆଜି ରାଜ୍ୟବ୍ୟାପୀ ୪୭୧ ଟି ନୂଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଯାଉଛି, ଯାହା ଆମ

bdo gudari (@gudaribdo) 's Twitter Profile Photo

Today Respected CDO-CUM-EO, ZP Rayagada visited Kadama GP area of Gudari Block . During the visit he supervised the progress of PMAY houses and other flagship programmes implemented in the Gram Panchayat Zilla Parishad, Rayagada Collector & DM, Rayagada Panchayati Raj and Drinking Water Department CMO Odisha

ଚଇତି ମହୋତ୍ସବ 2025 ଅବସରରେ ଗୁଡ଼ାରୀ ବ୍ଲକର ବିଭିନ୍ନ କ୍ରୀଡ଼ା ଓ ଖେଳକୁଦ ପ୍ରତିଯୋଗିତାର କିଛି ଝଲକ Zilla Parishad, Rayagada Collector & DM, Rayagada Panchayati Raj and Drinking Water Department CMO Odisha

ପଲ୍ଲୀ ରେ ପ୍ରଶାସନ ଏବଂ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର @ମଧୁବନ, ଗୁଡାରୀ ପଞ୍ଚାୟତ ସମିତି l.Collector & DM, Rayagada Zilla Parishad, Rayagada Panchayati Raj and Drinking Water Department CMO Odisha

Mohan Charan Majhi (@mohanmodisha) 's Twitter Profile Photo

ଓଡ଼ିଆ ପକ୍ଷ ଅବସରରେ ଆସନ୍ତୁ ଆମ ଭାଷା ଓ ଅସ୍ମିତାର ସମ୍ମାନ ପାଇଁ ସଂକଳ୍ପବଦ୍ଧ ହେବା। ରାଜ୍ୟର ପ୍ରତିଟି ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ତଥା ଦୋକାନ ଆଦିର ନାମଫଳକ ଓଡ଼ିଆରେ ଲେଖି ଏହି ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା।

ଓଡ଼ିଆ ପକ୍ଷ ଅବସରରେ ଆସନ୍ତୁ ଆମ ଭାଷା ଓ ଅସ୍ମିତାର ସମ୍ମାନ ପାଇଁ ସଂକଳ୍ପବଦ୍ଧ ହେବା। ରାଜ୍ୟର ପ୍ରତିଟି ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ତଥା ଦୋକାନ ଆଦିର ନାମଫଳକ ଓଡ଼ିଆରେ ଲେଖି ଏହି ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା।
bdo gudari (@gudaribdo) 's Twitter Profile Photo

ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁଡାରୀ ବ୍ଲକ ର ସମସ୍ତ ଗ୍ରାମପଞ୍ଚାୟତର ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀ ସଫେଇ ଅଭିଯାନ Zilla Parishad, Rayagada Collector & DM, Rayagada Panchayati Raj and Drinking Water Department CMO Odisha #SBM #odiapakhya

CMO Odisha (@cmo_odisha) 's Twitter Profile Photo

ଓଡ଼ିଶାର ଗୌରବମୟ ଖାଦ୍ୟ ପରମ୍ପରାକୁ ଆହୁରି ବ୍ୟାପକ କରିବା ପାଇଁ ଓଡ଼ିଆ ପକ୍ଷ-୨୦୨୬ ଅବସରରେ ଆୟୋଜିତ ହେଉଛି - 'ଆମ ରୁଚି ଆମ ଖାଦ୍ୟ'। ଆସନ୍ତୁ, ଓଡ଼ିଶାର ସମୃଦ୍ଧ ଖାଦ୍ୟ ପରମ୍ପରାକୁ ସମ୍ମାନ ଜଣାଇବା ସହ ଓଡ଼ିଶାର ସ୍ୱାଦକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସଙ୍କଳ୍ପବଦ୍ଧ ହେବା।

bdo gudari (@gudaribdo) 's Twitter Profile Photo

ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁଡ଼ାରୀ ବ୍ଲକର ସଦଭାବନା ସଭା ଗୃହରେ ରେ “ପାରମ୍ପରିକ ଓଡିଶୀ ଖାଦ୍ୟ କାର୍ଯ୍ୟକ୍ରମ” ଅନୁଷ୍ଠିତ