Naveen Patnaik(@Naveen_Odisha) 's Twitter Profile Photo

ଓଡ଼ିଶା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା। ବନ୍ଦେ ଉତ୍କଳ ଜନନୀ।

ଓଡ଼ିଶା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା। ବନ୍ଦେ ଉତ୍କଳ ଜନନୀ। #OdishaDibasa
account_circle
Rashmirekha(ରଶ୍ମି)(@rashmi08d) 's Twitter Profile Photo

Greetings to everyone on
Let's remember the hard work and sacrifice of the pioneers of modern Odisha and take a pledge to touch new heights in each field and make our state great again..

Greetings to everyone on #UtkalaDibasa 
Let's remember the hard work and sacrifice of the pioneers of modern Odisha and take a pledge to touch new heights in each field and make our state great again..
#OdishaDibasa
account_circle
Photocularbiologist(@Photocularbiol1) 's Twitter Profile Photo

'ଓଡ଼ିଶା ମୋ ଓଡ଼ିଶା,କେଡେ ସୁନ୍ଦର ରାଇଜ ମୋର, କେଡେ ମିଠା ମୋ ଭାଷା ଓଡ଼ିଶା ମୋ ଓଡ଼ିଶା'

'ଓଡ଼ିଶା ମୋ ଓଡ଼ିଶା,କେଡେ ସୁନ୍ଦର ରାଇଜ ମୋର, କେଡେ ମିଠା ମୋ ଭାଷା ଓଡ଼ିଶା ମୋ ଓଡ଼ିଶା'
#ଉତ୍କଳଦିବସ #HappyUtkalDivas #ବନ୍ଦେଉତ୍କଳଜନନୀ #odishaDibasa #Photocularbiologist
account_circle
👑देबेश The किंग Of हर्ट्स👑(@I_AM_DEBESH) 's Twitter Profile Photo

Happy Utkal Divas! May this day bring you joy, happiness, and prosperity. Utkal Divas is a significant day in the history of Odisha, and it reminds us of the great sacrifices and contributions of our ancestors towards the betterment of the state.

Happy Utkal Divas! May this day bring you joy, happiness, and prosperity. Utkal Divas is a significant day in the history of Odisha, and it reminds us of the great sacrifices and contributions of our ancestors towards the betterment of the state.
#HappyUtkalDivas #OdishaDibasa
account_circle
Naveen Patnaik(@Naveen_Odisha) 's Twitter Profile Photo

ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵାଭିମାନକୁ ବଜାୟ ରଖି ଏକ ନୂଆ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢିବା।

ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵାଭିମାନକୁ ବଜାୟ ରଖି ଏକ ନୂଆ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢିବା। #OdishaDibasa
account_circle
Reecocefe Infrastructure(@Reecocefe_infra) 's Twitter Profile Photo

On April 1, 1936, the great state of was born out of Bengal-Bihar-Odisha province. Happy Utkal Diwas to all the people of the land of temples and cultural richness.

FoundationDay Dibasa

On April 1, 1936, the great state of #Odisha was born out of Bengal-Bihar-Odisha province. Happy Utkal Diwas to all the people of the land of temples and cultural richness.

#Reecocefe #Bande_Utkala_Janani #ବନ୍ଦେ_ଉତ୍କଳ_ଜନନୀ #OdishaFoundationDay #UtkalDivas #OdishaDibasa
account_circle
Suparna Surabhita(@SuparnaSDas) 's Twitter Profile Photo

Heartiest greetings to everyone on the eve of 86th . Let's celebrate this special day with a little daughter of


Dibasa
Listen to the full song here 👇
youtu.be/v23rTb7dkgw

account_circle
DrSunitaMishra(@DrSunitaMishra3) 's Twitter Profile Photo

ଜୟ ଜଗନ୍ନାଥ 🙏
ବନ୍ଦେ ଉତ୍କଳ ଜନନୀ 🙏


Dibasa
formation day 😊

Greetings to all on the occasion of 💐

ଜୟ ଜଗନ୍ନାଥ 🙏 
ବନ୍ଦେ ଉତ୍କଳ ଜନନୀ 🙏

#UtkalaDibasa
#OdishaDibasa
#Odisha formation day 😊

Greetings to all on the occasion of #UtkalaDibasa 💐
account_circle
Pranab Prakash Das(@pranabpdas) 's Twitter Profile Photo

ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମହାନ ଜନନାୟକମାନଙ୍କ ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ରହିବ। ଆସନ୍ତୁ, ସେମାନଙ୍କୁ ସମ୍ମାନ ଜଣାଇ ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ଏକ ହୋଇ ଆଗକୁ ବଢିବା।

#ଓଡ଼ିଶାଦିବସ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମହାନ ଜନନାୟକମାନଙ୍କ ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ରହିବ। ଆସନ୍ତୁ, ସେମାନଙ୍କୁ ସମ୍ମାନ ଜଣାଇ ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ଏକ ହୋଇ ଆଗକୁ ବଢିବା। #OdishaDibasa
account_circle
Dr Santanu Rath(@SantanuRath10) 's Twitter Profile Photo

On the glorious occasion of our the grandeur of iconic office building of COMMISSIONERATE POLICE SATYAJIT MOHANTY comes alive in dazzling color & soothing tunes .Scintillating display & interplay of illumination & music.

account_circle
District Administration,Bhadrak(@DM_Bhadrak) 's Twitter Profile Photo



ଓଡ଼ିଶା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା।

#OdishaDibasa
#ବନ୍ଦେଉତ୍କଳଜନନୀ 
ଓଡ଼ିଶା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା।
account_circle
E&IT Department Odisha(@EIT_Odisha) 's Twitter Profile Photo

On the occasion of , sale of tickets for much-awaited direct international flight from to will begin from April 1, 2023. The maiden international flight will take off from Biju Patnaik International Airport on May 15, 2023.

account_circle