Life and Time Odisha(@lifetimeodisha) 's Twitter Profile Photo

ଜଗନ୍ନାଥେ ହୋ ମୁଁ ଯଦି ତୁମ ଝିଅ ହୁଅନ୍ତି । ଶୁଣନ୍ତୁ ଏହି ଅଣଓଡିଆ ଝିଅ ମୁହଁରୁ ଜଗନ୍ନାଥଙ୍କ ଭଜନ....

account_circle
Mahakal_followers(@ravi_gadekar_) 's Twitter Profile Photo

🚩जय जगन्नाथ 🚩
जगत के पालनहार जगदाधार महाप्रभु भगवान श्री जगन्नाथ की रथयात्रा की तैयारी पूर्ण कल भक्तों के मध्य होगें महाप्रभु🙏🙏
✨💫🙇🙇💐💐
Shri Jagannatha

🚩जय जगन्नाथ 🚩
जगत के पालनहार जगदाधार महाप्रभु भगवान श्री जगन्नाथ की रथयात्रा की तैयारी पूर्ण कल भक्तों के मध्य होगें महाप्रभु🙏🙏
✨💫🙇🙇💐💐
@shrijagannatha 
#TrueStoryOfJagannath
account_circle
Odisha News Makers(@OdishaNewsMaker) 's Twitter Profile Photo

ସାରା ରାଜ୍ୟ ରେ ବୁଲୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ, ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ଠାରୁ ସଂଗ୍ରହ କରୁଛି ଗୋଟା ଗୁଆ ଓ ଅରୁଆ ଚାଉଳ, The Sri Mandir Parikrama Project Chariot is traveling across the state, collecting Gota Gua and Arua Chawl from Jagannath loving devotees. Shri Jagannatha

account_circle
Nilachale Jagannatha 𝕏(@MoJagannatha) 's Twitter Profile Photo

ଗଜରାଜ ଜଳ ପିଉଁ ଗ୍ରାହ ପୀଡା କଲା ଯହୁଁ
ଆତଙ୍ଗେ ଡାକିଲା ଗଜ ରଖିଲ ହେଳେ ,
ଆତଙ୍ଗ ନାଶନ ବାନା ବିପଦକୁ ବଜ୍ରସେହ୍ନା
ଅଦଭୂତେ ଗ୍ରାହଶିର ଛେଦିଲ ଜଳେ ।
ସେହି ପ୍ରଭୁ ନୁହଁ କି ତୁମ୍ଭେ?
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ ।।

ଜୟ ଜଗନ୍ନାଥ! ।

ଗଜରାଜ ଜଳ ପିଉଁ         ଗ୍ରାହ ପୀଡା କଲା ଯହୁଁ
      ଆତଙ୍ଗେ ଡାକିଲା ଗଜ ରଖିଲ ହେଳେ ,
ଆତଙ୍ଗ ନାଶନ ବାନା         ବିପଦକୁ ବଜ୍ରସେହ୍ନା
        ଅଦଭୂତେ ଗ୍ରାହଶିର ଛେଦିଲ ଜଳେ ।
               ସେହି ପ୍ରଭୁ ନୁହଁ କି ତୁମ୍ଭେ?
     ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ ।।

ଜୟ ଜଗନ୍ନାଥ! । #JaiJagannatha । #ShriJagannatha
account_circle
Nilachale Jagannatha 𝕏(@MoJagannatha) 's Twitter Profile Photo

ପାପଛଡା ପୁରେ ବାସ କରିବାକୁ
ଯାହାକୁ ତାହାକୁ ନୁହଇ ମନା ,
ଆଚାଣ୍ଡାଳ ବିପ୍ର ପତ୍ରକେ ଭୁଞ୍ଜିବା
ବଡ଼ ଆଚମ୍ବିତ ଲାଗଇ କିନା ।
ନୀଳଚକ୍ରେ ହୋ , ଦେଖ ଉଡ଼ୁଛି ବାନା ,
ପତିତପାବନ ନାମଟି ଯା’ର ନାଁ ।।

ଜୟ ଜଗନ୍ନାଥ! ।

ପାପଛଡା ପୁରେ          ବାସ କରିବାକୁ 
       ଯାହାକୁ ତାହାକୁ ନୁହଇ ମନା ,
ଆଚାଣ୍ଡାଳ ବିପ୍ର          ପତ୍ରକେ ଭୁଞ୍ଜିବା 
        ବଡ଼ ଆଚମ୍ବିତ ଲାଗଇ କିନା ।
ନୀଳଚକ୍ରେ ହୋ , ଦେଖ ଉଡ଼ୁଛି ବାନା ,
   ପତିତପାବନ ନାମଟି ଯା’ର ନାଁ ।।

ଜୟ ଜଗନ୍ନାଥ! । #JaiJagannatha । #JagannathaDhaam । #ShriJagannatha
account_circle
I @M Binay(@Binayranjan22) 's Twitter Profile Photo

Stop VIP culture visit at Hindu religious place (Temples )...
ମନ୍ଦିର ମାନଙ୍କ ରେ ଭି ଆଇ ପି ବ୍ୟବସ୍ଥା କୁ କିଏ ଆଉ କେବେ ବନ୍ଦ କରିବ?? ଯଦି ରାମ ରାଜ୍ୟ ବୋଲି ପ୍ରଚାର କରୁଛ ତେଵେ ଏ ଭେଦ ଭାବ କଣ ପାଇଁ??? ଦମ ଅଛି ତ ଧାଡି ରେ ଠିଆ ହୋଇ ସାଧାରଣ ଭକ୍ତ ଙ୍କ ପରି ଠାକୁର ଦର୍ଶନ କର.
Shree Jagannatha Temple, Puri
Shri Jagannatha

account_circle
Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳(@itzchampak) 's Twitter Profile Photo

ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ
ଚକ୍ର ପେଶି ନକ୍ର ନାଶି ଉଦ୍ଧରିଲ ଆପଣ..!

ମହାପ୍ରଭୁ ଜଗନ୍ନାଥଙ୍କ ଗଜ ଉଦ୍ଧାରଣ ବେଶ।😍🙏


2021
Pc: Shri Jagannatha

ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ
ଚକ୍ର ପେଶି ନକ୍ର ନାଶି ଉଦ୍ଧରିଲ ଆପଣ..!

ମହାପ୍ରଭୁ ଜଗନ୍ନାଥଙ୍କ ଗଜ ଉଦ୍ଧାରଣ ବେଶ।😍🙏

#WorldElephantDay 
#WorldElephantDay2021
Pc: @shrijagannatha
account_circle