Naveen Patnaik(@Naveen_Odisha) 's Twitter Profile Photo

ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ। 🙏

account_circle
Tulu Pratihari 🇮🇳(@PratihariTulu) 's Twitter Profile Photo

ଜୀବନର ପ୍ରତିଟି ନିଃଶ୍ବାସ ତୁମ ନାମ ନେଉଥାଉ
ଆଉ ପ୍ରତିଟି ବିଶ୍ୱାସ ତୁମ ଉପରେ ଥାଉ
ଏତିକି କରୁଣା ମୋ ଉପରେ କରିବା ହେଉ ମହାବାହୁ 🙏



ଜୀବନର ପ୍ରତିଟି ନିଃଶ୍ବାସ ତୁମ ନାମ ନେଉଥାଉ 
ଆଉ ପ୍ରତିଟି ବିଶ୍ୱାସ ତୁମ ଉପରେ ଥାଉ
ଏତିକି କରୁଣା ମୋ ଉପରେ କରିବା ହେଉ ମହାବାହୁ 🙏
#ଜୟବଳଭଦ୍ର
#ଜୟମହାବାହୁ 
#ଜୟଜଗନ୍ନାଥ
#RathaYatra2023
account_circle
Kshitij Singh(@KshitijSingh22) 's Twitter Profile Photo

ମହାପ୍ରଭୁଙ୍କ କୃପାରୁ ଆଜି ବାହୁଡ଼ାରେ ରଥାରୂଢ ମହାବାହୁ ଙ୍କୁ ଦର୍ଶନ ଲାଭ କରିବାର ସୌଭାଗ୍ଯ ପ୍ରାପ୍ତ ହେଲା ।
🙏

account_circle
Trezor(@Trezor) 's Twitter Profile Photo

Keep your coins safe on Trezor!

The most resilient way to secure your Bitcoin and cryptocurrency assets.

🔒 Ultimate protection

💵 Buy & Exchange crypto

🔑 Manage your wealth in one place

account_circle
Naveen Patnaik(@Naveen_Odisha) 's Twitter Profile Photo

ସଜେଇ ହୋଇଛି ରଥ, ସଜେଇ ହୋଇଛି ପଥ। ବଡ଼ଦାଣ୍ଡକୁ ଆସିବେ ବ୍ରହ୍ମାଣ୍ଡ ନାୟକ। 🙏🏼

ସଜେଇ ହୋଇଛି ରଥ, ସଜେଇ ହୋଇଛି ପଥ। ବଡ଼ଦାଣ୍ଡକୁ ଆସିବେ ବ୍ରହ୍ମାଣ୍ଡ ନାୟକ। #ଜୟଜଗନ୍ନାଥ  🙏🏼 
#RathaJatra2023 #ରଥଯାତ୍ରା2023
account_circle
ଅଫେରା ବାଟୋଇ....✍︎(@QuotesBySubha) 's Twitter Profile Photo

ଗୁଣ୍ଡିଚା ଯାତ୍ରା ରେ ଦର୍ଶନ ପାଇଲି ନାହିଁ,
ବାହୁଡା ରେ ମୋତେ ଦେଲ ଦର୍ଶନ।
ୟା ଠାରୁ ବଡ଼ ସୌଭାଗ୍ୟ କି ଅଛି
ସଖା ସବୁବେଳେ ମୁଁ ତୁମର.....


🙏❤️

ଗୁଣ୍ଡିଚା ଯାତ୍ରା ରେ ଦର୍ଶନ ପାଇଲି ନାହିଁ, 
ବାହୁଡା ରେ ମୋତେ ଦେଲ ଦର୍ଶନ।
ୟା ଠାରୁ ବଡ଼ ସୌଭାଗ୍ୟ କି ଅଛି 
ସଖା ସବୁବେଳେ ମୁଁ ତୁମର.....
#ବାହୁଡ଼ାଯାତ୍ରା 
#ମୟୂରଭଞ୍ଜ #ସୃକୁଳି 
#ଜୟଜଗନ୍ନାଥ🙏❤️
account_circle
Naveen Patnaik(@Naveen_Odisha) 's Twitter Profile Photo

ତିନି ରଥରେ ଧ୍ବଜା ଲାଗି ସହ ବିଭିନ୍ନ ଦେବାଦେବୀଙ୍କ ରଥକୁ ଆଗମନର ଦୃଶ୍ୟ ମନୋମୁଗ୍ଧକର

🙏🏼

ତିନି ରଥରେ ଧ୍ବଜା ଲାଗି ସହ ବିଭିନ୍ନ ଦେବାଦେବୀଙ୍କ ରଥକୁ ଆଗମନର ଦୃଶ୍ୟ ମନୋମୁଗ୍ଧକର

#ଜୟଜଗନ୍ନାଥ 🙏🏼
#RathaJatra2023 
#ରଥଯାତ୍ରା୨୦୨୩
account_circle