![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
ନୀରଜ ଚୋପ୍ରାଙ୍କୁ ସ୍ୱର୍ଣ୍ଣ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା ।
#NeerajChopra
![Odisha Reporter(@OdishaReporter) 's Twitter Profile Photo Odisha Reporter(@OdishaReporter) 's Twitter Profile Photo](https://pbs.twimg.com/profile_images/1116338056959811584/nRKLDEdH_200x200.png)
ଗତକାଲି ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ଆକ୍ରମଣରେ ଆହତ ହୋଇଥିବା ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କ ପଞ୍ଜରା ହାଡରେ ଆଘାତ ଲାଗିଥିବା ସୂଚନା ମିଳିଛି। #OdishaElection2024 #BJP #Berhampur #PradipPanigarhi
![Amarendra Das(मोदी का परिवार)(@AmarendraD10297) 's Twitter Profile Photo Amarendra Das(मोदी का परिवार)(@AmarendraD10297) 's Twitter Profile Photo](https://pbs.twimg.com/profile_images/1787117130187489281/vWjlEeUC_200x200.jpg)
କିଏ ଦରକାର ?
ଯିଏ ଘର ଘର ବୁଲି ସେବା ଦବ ?
ନା ଯିଏ ଭୁବନେଶ୍ୱର ରେ ରହି ଏଜେଣ୍ଟ କାମ ଦବ ?
#BJP #bjpindia #Bjpodisha
#NarenderModi #AmitShah
#Dharmendrapradhan
#Aparajitasarangi
#manmohansamal
![Odisha Reporter(@OdishaReporter) 's Twitter Profile Photo Odisha Reporter(@OdishaReporter) 's Twitter Profile Photo](https://pbs.twimg.com/profile_images/1116338056959811584/nRKLDEdH_200x200.png)
![Odisha Reporter(@OdishaReporter) 's Twitter Profile Photo Odisha Reporter(@OdishaReporter) 's Twitter Profile Photo](https://pbs.twimg.com/profile_images/1116338056959811584/nRKLDEdH_200x200.png)
![Kanak News(@kanak_news) 's Twitter Profile Photo Kanak News(@kanak_news) 's Twitter Profile Photo](https://pbs.twimg.com/profile_images/642028562711638020/CWykgTk-_200x200.jpg)
କାଲି ପ୍ରଚାରରେ କମ୍ପିବ ଭୁବନେଶ୍ୱର । ରାଜଧାନୀରେ ଡବଲ୍ ରୋଡ୍ ସୋ’ । ସକାଳେ ନଡ୍ଡା, ସଞ୍ଜରେ ନବୀନ... ଶକ୍ତି ପ୍ରଦର୍ଶନ କରିବେ ଦୁଇ ଦଳ ।
#BJD #BJP #Election2024 #Bhubaneswar #KanakNews
![TP Central Odisha Distribution Ltd(@TPCentralOdisha) 's Twitter Profile Photo TP Central Odisha Distribution Ltd(@TPCentralOdisha) 's Twitter Profile Photo](https://pbs.twimg.com/profile_images/1712699621108256768/QlVT6DPZ_200x200.jpg)
![Prameya News7(@NEWS7Odia) 's Twitter Profile Photo Prameya News7(@NEWS7Odia) 's Twitter Profile Photo](https://pbs.twimg.com/profile_images/1609454252707180544/Pc63V9CS_200x200.jpg)
ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ରୋଡ଼ ସୋ କରିବେ ବିଜେଡି ନେତା ଭି କେ ପାଣ୍ଡିଆନ
#PrameyaNews7 #BJD #VKPandian #ElectionCampaign #Ekamra #Bhubaneswar
![usd(@usd0705) 's Twitter Profile Photo usd(@usd0705) 's Twitter Profile Photo](https://pbs.twimg.com/profile_images/1790225106771623936/hqN_8E6c_200x200.jpg)
![Narendra Modi(@narendramodi) 's Twitter Profile Photo Narendra Modi(@narendramodi) 's Twitter Profile Photo](https://pbs.twimg.com/profile_images/1700051019525488640/VRqy0bTE_200x200.jpg)
![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
-ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା
-ଜାତୀୟ ଫେଡେରେସନ୍ ଆଥଲେଟିକ୍ ଚାମ୍ପିଅନସିପରେ ନୀରଜଙ୍କୁ ସ୍ୱର୍ଣ୍ଣ
-ସର୍ବାଧିକ ୮୨.୨୭ ମିଟର ଜାଭେଲିନ୍ ଫିଙ୍ଗି ଜିତିଲେ ସ୍ୱର୍ଣ୍ଣ
-ନିରାଶ କଲେ ଓଡ଼ିଆ ପୁଅ କିଶୋର ଜେନା
#Bhubaneswar #NeerajChopra
![ଓଟିଭି (@otvkhabar) on Twitter photo 2024-05-15 14:57:07 -ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା
-ଜାତୀୟ ଫେଡେରେସନ୍ ଆଥଲେଟିକ୍ ଚାମ୍ପିଅନସିପରେ ନୀରଜଙ୍କୁ ସ୍ୱର୍ଣ୍ଣ
-ସର୍ବାଧିକ ୮୨.୨୭ ମିଟର ଜାଭେଲିନ୍ ଫିଙ୍ଗି ଜିତିଲେ ସ୍ୱର୍ଣ୍ଣ
-ନିରାଶ କଲେ ଓଡ଼ିଆ ପୁଅ କିଶୋର ଜେନା
#Bhubaneswar #NeerajChopra -ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା
-ଜାତୀୟ ଫେଡେରେସନ୍ ଆଥଲେଟିକ୍ ଚାମ୍ପିଅନସିପରେ ନୀରଜଙ୍କୁ ସ୍ୱର୍ଣ୍ଣ
-ସର୍ବାଧିକ ୮୨.୨୭ ମିଟର ଜାଭେଲିନ୍ ଫିଙ୍ଗି ଜିତିଲେ ସ୍ୱର୍ଣ୍ଣ
-ନିରାଶ କଲେ ଓଡ଼ିଆ ପୁଅ କିଶୋର ଜେନା
#Bhubaneswar #NeerajChopra](https://pbs.twimg.com/media/GNoNL8HbEAAgANZ.png)
![Susant Kumar Rout(@susantroutmla) 's Twitter Profile Photo Susant Kumar Rout(@susantroutmla) 's Twitter Profile Photo](https://pbs.twimg.com/profile_images/1755184365573955584/NAh1tkbt_200x200.jpg)
#ଶୋଭାଯାତ୍ରା #ଭୁବନେଶ୍ୱରଉତ୍ତରନିର୍ବାଚନମଣ୍ଡଳୀ
ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ, ବି ଏମ ସି ୱାର୍ଡ ନଂ ୧୭ ପଥରବନ୍ଧ ଠାରେ ଆୟୋଜିତ ନିର୍ବାଚନୀ ଶୋଭାଯାତ୍ରାରେ ଯୋଗଦେବା ଅବସରରେ...
![Adyasha(@Adyasha_FFJ) 's Twitter Profile Photo Adyasha(@Adyasha_FFJ) 's Twitter Profile Photo](https://pbs.twimg.com/profile_images/1560589504725282816/c0nWW1wS_200x200.jpg)
![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
#ଭୟ_ବଢ଼ାଇଲା_ବିଲବୋର୍ଡ_ଟ୍ରାଜେଡି
ମୁମ୍ବାଇ ଘାଟକୋପରରେ ଏକ ପେଟ୍ରୋଲ ପମ୍ପ ଉପରେ ଏକ ବିଶାଳ ବିଲବୋର୍ଡ ଭାଙ୍ଗିପଡ଼ି ୧୪ ଜଣଙ୍କ ଜୀବନ ଯିବା ପରେ, ସାରା ଦେଶରେ ଛନକା । ତେବେ ଏଭଳି ବିପଦସଂକୁଳ ହୋର୍ଡିଂକୁ ନେଇ ଟ୍ୱିନସିଟି ଭୁବନେଶ୍ୱର ଓ କଟକରେ କିଭଳି ରହିଛି ଚିତ୍ର, ସ୍ଥିତି ପରଖିଛି ଓଟିଭି ।...
#Bhubaneswar #Odisha #Cuttack #OTV
![Susant Kumar Rout(@susantroutmla) 's Twitter Profile Photo Susant Kumar Rout(@susantroutmla) 's Twitter Profile Photo](https://pbs.twimg.com/profile_images/1755184365573955584/NAh1tkbt_200x200.jpg)
ନିର୍ବାଚନୀ ଶୋଭାଯାତ୍ରା - ଇଞ୍ଜଣା ଏବଂ ବରିମୁଣ୍ଡ ଗ୍ରାମ ପଞ୍ଚାୟତ (ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ)
ଏହି ଜନସମର୍ଥନ ଏବଂ ସ୍ନେହ ଦର୍ଶାଉଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକମାନଙ୍କର ଭଲପାଇବା ଏବଂ ଆଶୀର୍ବାଦ...
#BijuJanataDalOdisha
![Debasish Jena(@debamet55) 's Twitter Profile Photo Debasish Jena(@debamet55) 's Twitter Profile Photo](https://pbs.twimg.com/profile_images/1746375156363345920/o-8Sc4pZ_200x200.jpg)
![BJP Odisha(@BJP4Odisha) 's Twitter Profile Photo BJP Odisha(@BJP4Odisha) 's Twitter Profile Photo](https://pbs.twimg.com/profile_images/1690604708719984640/-XXlNKmp_200x200.jpg)
![Odisha Reporter(@OdishaReporter) 's Twitter Profile Photo Odisha Reporter(@OdishaReporter) 's Twitter Profile Photo](https://pbs.twimg.com/profile_images/1116338056959811584/nRKLDEdH_200x200.png)
![Ananta Narayan Jena (Bunu)(@AnantaBunu) 's Twitter Profile Photo Ananta Narayan Jena (Bunu)(@AnantaBunu) 's Twitter Profile Photo](https://pbs.twimg.com/profile_images/1649311245689061377/LRSOaEZN_200x200.jpg)