Prameya News7 (@news7odia) 's Twitter Profile Photo

ସୀମା ପାର୍ ମହଙ୍ଗା ବଜାର: କନ୍ଦାଉଛି ପିଆଜ, ପନିପରିବା ଠାରୁ ଆରମ୍ଭ ଡାଲି ଓ ତେଲ ସବୁ ଆକାଶ ଛୁଆଁ #PrameyaNews7 #inflation prameyanews7.com/high-inflation…

Prameya News7 (@news7odia) 's Twitter Profile Photo

ହେଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାହ ବି ନିହତ ? ଆତଙ୍କୀ ସଂଗଠନର ମୁଖ୍ୟାଳୟ ଧ୍ୱଂସ କଲା ଇସ୍ରାଏଲ୍ #PrameyaNews7 #Hezbollah #Nasrallah #Israel prameyanews7.com/hezbollah-chie…

Prameya News7 (@news7odia) 's Twitter Profile Photo

Section 163 imposed in Bhadrak || ଭଦ୍ରକ ସନ୍ଥିଆରେ ଉତ୍ତେଜନା; ଘଟଣା ସ୍ଥଳରେ ୧୬୩ ଧାରା ଜାରି #bhadraknews #santhia #policepublic #groupclash #prameyanews7

Prameya News7 (@news7odia) 's Twitter Profile Photo

ପଶ୍ଚିମ ଓଡ଼ିଶାରେ ହେବ ଚିଡ଼ିଆଘର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଚିଡ଼ିଆଘରର ସୁବିଧା ପାଇବେ ପଶ୍ଚିମ ଓଡ଼ିଶାବାସୀ ଓଡ଼ିଶାରେ କେବଳ ଭୁବନେଶ୍ୱର ନନ୍ଦନକାନନରେ ଅଛି ପ୍ରାଣୀ ଉଦ୍ୟାନ #PrameyaNews7 #odisha

ପଶ୍ଚିମ ଓଡ଼ିଶାରେ ହେବ ଚିଡ଼ିଆଘର
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା
ଚିଡ଼ିଆଘରର ସୁବିଧା ପାଇବେ ପଶ୍ଚିମ ଓଡ଼ିଶାବାସୀ
ଓଡ଼ିଶାରେ କେବଳ ଭୁବନେଶ୍ୱର ନନ୍ଦନକାନନରେ ଅଛି ପ୍ରାଣୀ ଉଦ୍ୟାନ
#PrameyaNews7  #odisha
Prameya News7 (@news7odia) 's Twitter Profile Photo

Wheat-Rice For Ration Card Holders ରାସନ କାର୍ଡରେ ପୁଣି ମିଳିବ ଗହମ, ଓଡିଶା ସମେତ ୯ ରାଜ୍ୟରେ ଗହମ ଦେବାକୁ ନିଷ୍ପତ୍ତି #wheat #prameyanews7 #rationcard #odisha

Prameya News7 (@news7odia) 's Twitter Profile Photo

Suryabanshi Suraj | 'ବିଶ୍ୱବିଦ୍ୟାଳୟ ମାନଙ୍କରେ ଦେଢ଼ ହଜାର ଶିକ୍ଷକଙ୍କ ପଦବୀ ଖାଲି ଅଛି' | #suryabanshisuraj #prameyanews7 #teachervacancy #education

Prameya News7 (@news7odia) 's Twitter Profile Photo

Subhadra Second Phase Instalment Released Soon କେବେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ? ଦଶହରାରେ ମିଳିବ କି ସୁଭଦ୍ରା ଭେଟି ! #subhadrayojana #instalment #prameyanews7 #cmmohanmajhi #pravatiparida #women

Prameya News7 (@news7odia) 's Twitter Profile Photo

ବିରାଟଙ୍କ ବ୍ୟାଟିଂ ଦେଖିବାକୁ ପାଗଳ, ସାଇକେଲରେ ୭ ଘଣ୍ଟାରେ ୫୮ କିଲୋମିଟର ଯାତ୍ରା କରି ଷ୍ଟାଡିୟମରେ ପହଞ୍ଚିଲା ୧୫ ବର୍ଷର ବାଳକ #PrameyaNews7 #cricket #viratkohli #INDvsBAN prameyanews7.com/15-year-old-bo…

Prameya News7 (@news7odia) 's Twitter Profile Photo

Nursing Employees Association Strike ୧୦ ଦଫା ଦାବି ନେଇ ସିରିଞ୍ଜ ଛଡ଼ିଲେ ନର୍ସ, କାର୍ଯ୍ୟରେ ଯୋଗଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ କଲେ ଅପିଲ #nursingstaff #mukeshmahaling #prameyanews7 #demands

Prameya News7 (@news7odia) 's Twitter Profile Photo

Mahalakshmi Murder Case; Bengaluru Police in Trouble ମହାଲକ୍ଷ୍ମୀ ହତ୍ୟା ଘଟଣାରେ ବେଙ୍ଗାଲୁରୁ ପୋଲିସର ଆକ୍ସନକୁ ନେଇ ଉଠିଲା ପ୍ରଶ୍ନ ? #mahalaxmimurdercase #bengalurupolice #prameyanews7 #investigation #muktiranjan #bhadrak

Prameya News7 (@news7odia) 's Twitter Profile Photo

Odisha Development by District Collectors ଜିଲ୍ଲାପାଳଙ୍କ ଦ୍ୱାରା ହିଁ ହେବ ଓଡ଼ିଶାର ବିକାଶ, ଜିଲ୍ଲାପାଳଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ #districtcollector #cmmohanmajhi #prameyanews7 #development

Prameya News7 (@news7odia) 's Twitter Profile Photo

BJD corporators did not attend the BMC meeting | ବିଏମସି କର୍ପୋରେସନ ବୈଠକକୁ ଆସିଲେନି ବିଜେଡି କର୍ପୋରେଟର #bmc_meeting #bjd_corporators #bjdnews #bhubaneswarnews #odishapolitics #prameyanews7

Prameya News7 (@news7odia) 's Twitter Profile Photo

୧୯୨୦ ମସିହା ପୂର୍ବରୁ ଦେଶରେ ‘ହିନ୍ଦୁ’ ବୋଲି ଶବ୍ଦ ନଥିଲା, ଚର୍ଚ୍ଚାରେ କ୍ରାନ୍ତି କୁମାରଙ୍କ ପୋଷ୍ଟ #PrameyaNews7 #krantikumar #Socialmediapost prameyanews7.com/before-1920-th…

Prameya News7 (@news7odia) 's Twitter Profile Photo

ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି; ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ବୁଲିଲେ ଛାତ୍ରଛାତ୍ରୀ | PrameyaNews7 #students #awarenessvideo #wetwaste #drywaste #garbagedecompost #organicmanure #environmentalawareness #prameyanews7

Prameya News7 (@news7odia) 's Twitter Profile Photo

ରାଉରକେଲା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୋଲିସ; ଭିଣୋଇ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା ଶଳା | Rourkela News #murdercase #crimenews2024 #rourkelapolice #odishapolice #prameyanews7

Prameya News7 (@news7odia) 's Twitter Profile Photo

ଭାରତ-ବାଂଲା ଦ୍ୱିତୀୟ ଟେଷ୍ଟ: ଅଶ୍ୱିନଙ୍କ ନାଁରେ ଆଉ ଏକ ରେକର୍ଡ, ଅଷ୍ଟ୍ରେଲିଆର ମହାନ ବୋଲର ମ୍ୟାକଗ୍ରାଥ୍‌ଙ୍କୁ ପକାଇଲେ ପଛରେ #PrameyaNews7 #cricket #INDvsBAN prameyanews7.com/another-record…

Prameya News7 (@news7odia) 's Twitter Profile Photo

ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ; ଗୁଣି ଗାରେଡ଼ି ସନ୍ଦେହରେ ଗାଁରୁ ବିଦା ହେଲେ ଆଦିବାସୀ ପରିବାର #tribalfamily #malkangirinews #witchcraft #blindfaith #justiceforpoor #prameyanews7