Kanak News (@kanak_news) 's Twitter Profile
Kanak News

@kanak_news

Official Twitter feed of Kanak News, Odisha's leading 24x7 news channel from the house of 'Sambad'.

Telegram: tinyurl.com/48cs
YT:bit.ly/3zlqwvQ

ID: 258677084

linkhttps://kanaknews.com calendar_today28-02-2011 06:48:39

199,199K Tweet

811,811K Followers

41 Following

Kanak News (@kanak_news) 's Twitter Profile Photo

ସୁଭଦ୍ରା ପ୍ରଥମ କିସ୍ତି ପରେ ଦ୍ୱନ୍ଦ୍ୱରେ ବାକି ଆବେଦନକାରୀ; କାହାକୁ କେବେ ମିଳିବ, ଅପେକ୍ଷାରେ ଲକ୍ଷ ଲକ୍ଷ ହିତାଧିକାରୀ #subhadrayojana #Odisha #KanakNews kanaknews.com/news/subhadra-…

Kanak News (@kanak_news) 's Twitter Profile Photo

‘#କେଜ୍ରିୱାଲ_ଭରସା_କରି_ମୋତେ_ଦାୟିତ୍ୱ_ଦେଇଛନ୍ତି’ ମିଛ ମକଦ୍ଦମାରେ କେନ୍ଦ୍ର ସରକାର କେଜ୍ରିୱାଲଙ୍କୁ ୬ ମାସ ଜେଲରେ ପୂରାଇଥିଲେ । ସୁପ୍ରିମକୋର୍ଟ କେବଳ କେଜ୍ରିୱାଲଙ୍କୁ ନ୍ୟାୟ ଦେଇନାହାନ୍ତି ବରଂ କେନ୍ଦ୍ର ସରକାରଙ୍କୁ କଡା ଟିପ୍ପଣୀ କରିଛନ୍ତି: ଆତିଶୀ ମାର୍ଲେନା । #AtishiMarlena #ArvindKejriwal #Delhi

Kanak News (@kanak_news) 's Twitter Profile Photo

‘#ଲୋକ_ବିଜେଡିକୁ_ଉଚିତ_ଜାଗାରେ_ରଖିଛନ୍ତି’ ବିଜେଡି ଲୋକଙ୍କଠାରୁ ଦୂରେଇ ଯିବାରୁ ଲୋକ ତାଙ୍କୁ ଉଚିତ ଜାଗାରେ ରଖିଛନ୍ତି । ଏ କଥା ସେମାନେ ସ୍ୱୀକାର କରିଛନ୍ତି: ବିରଞ୍ଚି ତ୍ରିପାଠୀ । #BJD #BJP #BiranchiTripathy

Kanak News (@kanak_news) 's Twitter Profile Photo

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳିଲା ଓଡ଼ିଶା; ଆଦିବାସୀ ମହିଳାଙ୍କ ଘରେ କ୍ଷୀରି ଖାଇଲେ ମୋଦୀ #PMModi #birthday #Celebration #Odisha #KanakNews kanaknews.com/news/pm-modi-c…

Kanak News (@kanak_news) 's Twitter Profile Photo

#ମହିଳାଙ୍କ_ଖାତାରେ_ସୁଭଦ୍ରା_ଟଙ୍କା ମୋହନ ସରକାରଙ୍କ ମେଗା ଯୋଜନା । ସୁଭଦ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ୨୫ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି । #SubhadraYojna #Odisha #NarendraModi

Kanak News (@kanak_news) 's Twitter Profile Photo

#ବାକି_ଆବେଦନକାରୀଙ୍କୁ_ମିଳିବ_କେବେ? ସୁଭଦ୍ରା ପ୍ରଥମ କିସ୍ତି ପରେ ଦ୍ୱନ୍ଦ୍ୱରେ ବାକି ଆବେଦନକାରୀ । କାହାକୁ କେବେ ମିଳିବ, ଅପେକ୍ଷାରେ ଲକ୍ଷ ଲକ୍ଷ ହିତାଧିକାରୀ । #SubhadraYojna #Odisha #KanakNews

Kanak News (@kanak_news) 's Twitter Profile Photo

#ଜନ୍ମଦିନରେ_ଓଡ଼ିଶାକୁ_ମୋଦୀଙ୍କ_ଭେଟି ଜନ୍ମଦିନରେ ବିକାଶର ପେଡି ଖୋଲିଲେ ମୋଦୀ । ଓଡିଶାବାସୀଙ୍କୁ ୩୯ ଶହ କୋଟିର ଭେଟି ଦେଲେ ପ୍ରଧାନମନ୍ତ୍ରୀ । #NarendraModi #Odisha #Birthday

Kanak News (@kanak_news) 's Twitter Profile Photo

#ହିତାଧିକାରୀଙ୍କ_ଘରେ_ମୋଦୀ_ଖାଇଲେ_କ୍ଷୀରି ଗାଡକଣରେ ମୋଦୀଙ୍କ ଜନ୍ମଦିନ । ଖାଇଲେ କ୍ଷୀରି, କଲେ ପୂଜାର୍ଚ୍ଚନା । ହିତାଧିକାରୀଙ୍କ ପରିବାର ଲୋକଙ୍କ ସହ କଲେ ଆଲୋଚନା । #NarendraModi #Bhubaneswar #Awas

Kanak News (@kanak_news) 's Twitter Profile Photo

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିସୀ ମର୍ଲେନା । ସମାଜସେବୀରୁ ମୁଖ୍ୟମନ୍ତ୍ରୀ ଭାବେ ଆତିସୀଙ୍କ ରାଜନୈତିକ ଯାତ୍ରା ଅତି ରୋଚକ #AtishiMarlena #AAP #delhi #KanakNews kanaknews.com/news/new-delhi…

Kanak News (@kanak_news) 's Twitter Profile Photo

‘#ସୁଭଦ୍ରା_ଟଙ୍କାରେ_ଦୋକାନ_କରିବି’ ସୁଭଦ୍ରା ଟଙ୍କା ଆସିଛି ଆମେ ବହୁତ ଖୁସି । ମୋଦୀ ସରକାର ଟଙ୍କା ଦେଇଛନ୍ତି ମାନେ ଆମେ କିଛି କାମରେ ଲଗେଇବୁ ଏ ଟଙ୍କା: ସୁଭଦ୍ରା ହିତାଧିକାରୀ । #SubhadraYojna #Odisha

Kanak News (@kanak_news) 's Twitter Profile Photo

#ବଡଦାଣ୍ଡରେ_ଶହେ_ଦିନର_ରିପୋର୍ଟ_କାର୍ଡ ସରକାର ଗଠନର ଶହେ ଦିନର ରିପୋର୍ଟ କାର୍ଡ ପ୍ରସ୍ତୁତ କରୁଛି ବିଜେପି । ମହାପ୍ରଭୁଙ୍କୁ ସାକ୍ଷୀ ରଖି ବଡଦାଣ୍ଡରେ ଖୋଲିବ ରିପୋର୍ଟ କାର୍ଡ । #BJP #Odisha #ReportCard #100Days

Kanak News (@kanak_news) 's Twitter Profile Photo

#ଖୋଲିବ_ସୁଡ଼ଙ୍ଗ_ପଛର_ସତ କାଲି ପୁଣି ଖୋଲିବ ରତ୍ନଭଣ୍ଡାର । ସୁଡ଼ଙ୍ଗର ରହସ୍ୟ ଭେଦ କରିବ ଏଏସଆଇ । କାନ୍ଥ, ଚଟାଣର ହେବ ଲେଜର ସ୍କାନିଂ । #SecretTunnel #Ratnabhandara #Puri

Kanak News (@kanak_news) 's Twitter Profile Photo

ନିର୍ବାଚନ ପୂର୍ବରୁ ଅଜିତ ପାୱାରଙ୍କ ବଡ଼ ବୟାନ; କହିଲେ, ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ଅଛି.. #AjitPawar #MumbaiElections #KanakNews kanaknews.com/world-and-nati…

Kanak News (@kanak_news) 's Twitter Profile Photo

#ବର୍ଷା_ଛାଡିଲା_ନଦୀ_ବଢ଼ିଲା ବର୍ଷା କମିବା ପରେ ବଢ଼ୁଛି ଦୁର୍ଦ୍ଦଶା । ବୈତରଣୀ କମିଲା, ସୁବର୍ଣ୍ଣରେଖାରେ ବଢ଼ୁଛି ଜଳସ୍ତର । ଆସନ୍ତାକାଲି ଭୋଗରାଇ, ବାଲିଆପାଳ, ବସ୍ତାକୁ ବନ୍ୟା ଆଶଙ୍କା । #Rain #Flood #Odisha

Kanak News (@kanak_news) 's Twitter Profile Photo

#ସରପଞ୍ଚଙ୍କ_ଇଂରାଜୀ_ଭାଷଣ ଫଟାଫଟ ଇଂରାଜୀ ଭାଷଣ ଦେଲେ ସରପଞ୍ଚ । ଭାଷଣ ଶୁଣି ଆଇଏଏସ ଅଧିକାରୀ ଚକିତ । #Rajasthan #TinaDabi #KanakNews

Kanak News (@kanak_news) 's Twitter Profile Photo

#ରଙ୍ଗୀନ_ଲାଇଟରେ_ସଜେଇ_ହୋଇଛି_ରାସ୍ତା ଭୁବନେଶ୍ୱରରେ ଜନ୍ମଦିନ ପାଳିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ରାଜଧାନୀ ରସ୍ତାରେ ସଜେଇ ହୋଇଛି ଲାଇଟ । #Bhubaneswar #Light #KanakNews

Kanak News (@kanak_news) 's Twitter Profile Photo

#ନିଯୁକ୍ତି_ନାଁରେ_ଟଙ୍କା_ହଡ଼ପ #ମହିଳାଙ୍କୁ_ଠକିଦେଲା_ଇ_ଲର୍ଣ୍ଣିଂ_ସଂସ୍ଥା ପାଠପଢ଼ା ସହ ନିଯୁକ୍ତି ଦେବା ନାଁରେ କୋଟିଏ ଟଙ୍କାର ଠକେଇ ଅଭିଯୋଗ । ପିଲାଙ୍କ ନାମଲେଖା ପରେ ଟଙ୍କା ନେଇ ଫେରାର ହୋଇଗଲା ଘରୋଇ ଇ-ଲର୍ଣ୍ଣିଂ ସଂସ୍ଥା ‘ସୁଦୀକ୍ଷା’। #Fraud #Sudikhya #Kendrapada

Kanak News (@kanak_news) 's Twitter Profile Photo

#ମୁଖ୍ୟମନ୍ତ୍ରୀ_ହେବାକୁ_ଆଗ୍ରହୀ_ଉପମୁଖ୍ୟମନ୍ତ୍ରୀ ନିର୍ବାଚନୀ ମାହୋଲକୁ ଅଧିକ ଉଷ୍ମ କରିଛି ଉପମୁଖ୍ୟମନ୍ତ୍ରୀଙ୍କ ବୟାନ । କହିଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ ତାଙ୍କ ମନରେ ଇଚ୍ଛା ରହିଛି । #Maharashtra #AjitPawar #KanakNews

Kanak News (@kanak_news) 's Twitter Profile Photo

‘#ଆମକୁ_୬୦_ହୋଇଛି_ବୋଲି_ମନା_କରିଦେଲେ’ କହିଲେ ଯାହାକୁ ୬୦ ହେଇଛି, ଯାହାକୁ ଭତ୍ତା ମିଳିଛି ତାକୁ ଦିଆ ହେବନି । ଆମେ ଆଣିଥିଲୁ କାର୍ଡ ଛାଡିଦେଲୁ ଆଉ । କଷ୍ଟ ଲାଗିଲେ ଆଉ କଣ କରିବୁ: ଅସନ୍ତୁଷ୍ଟ ବୃଦ୍ଧା । #SubhadraYojna #OldWomen #Odisha

Kanak News (@kanak_news) 's Twitter Profile Photo

#କେଜ୍ରିୱାଲଙ୍କ_ମୁଖ୍ୟମନ୍ତ୍ରୀ_ଇଂନିସ_ଶେଷ ମୁଖ୍ୟମନ୍ତ୍ରୀ ପଦରୁ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା । ଉପରାଜ୍ୟପାଳଙ୍କୁ ଦେଲେ ଇସ୍ତଫା ପତ୍ର । ସରକାର ଗଠନ ପାଇଁ ଦାବି କଲା ଦଳ । #ArvindKejriwal #Delhi #KanakNews