![ଓଟିଭି(@otvkhabar) 's Twitter Profileg](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
ଓଟିଭି
@otvkhabar
ଖବର ଆମର, ନିଷ୍ପତ୍ତି ଆପଣଙ୍କର
We Report, You Decide
FB: https://t.co/Eo3M4tUUVk
INSTA: https://t.co/ShNzvnEvHo
YT: https://t.co/cXHzPNfXzk
ID:957169156419276801
https://otvkhabar.in/ 27-01-2018 08:31:25
194,0K Tweets
750,2K Followers
21 Following
![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)

କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ମହାକାଳପଡା ତେରଗାଁରେ ବିଜେପିର ବିଶାଳ ମହିଳା ସମାବେଶ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଯୋଗଦେଇ ଦୁର୍ନୀତି ଭ୍ରଷ୍ଟାଚାରୀ ଶାସନକୁ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଛନ୍ତି
#BaijayantPanda #BJP #Kendrapara #Election2024 #OTV
![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମ୍ବଲପୁରରେ ବି କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା। ଭୋଟ ଗ୍ରହଣର ଅବ୍ୟବହିତ ପୂର୍ବରୁ ଆଜି ସଂଧ୍ୟାରେ ସମ୍ବଲପୁର ସହରରେ ପୋଲିସ କରିଥିଲା ଫ୍ଲାଗମାର୍ଚ୍ଚ
#OdishaPolice #Election2024 #OTV
![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
#ବଡ଼ଚଣାରେ_ଭୋଟରଙ୍କ_ମୁଡ୍_ପରଖିଲା_ଓଟିଭି
ଯାଜପୁର ଜିଲ୍ଲାର ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ମୁଡ୍ ପରଖିଲା ଓଟିଭି । ଧାନମଣ୍ଡଳର ଝୋଟ କଳ ପାଲଟିଛି ଲୋକଙ୍କ ଦୁଃଖ..
#Jajpur #OdishaElection2024 #OdishaTV #OTV
![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
#ଭୋଟ୍_ଓଡ଼ିଶା_ଭୋଟ୍
#ଭୁବନେଶ୍ୱର_ସଂସଦୀୟ_କ୍ଷେତ୍ର
ସଠିକ୍ ପ୍ରାର୍ଥୀଙ୍କୁ ଚୟନ ଜରୁରୀ । ସଠିକ୍ ପ୍ରାର୍ଥୀ ଚୟନ ନକଲେ ୫ ବର୍ଷ ପାଇଁ ନିଜର ସହ ଦେଶର ଉନ୍ନତିରେ ବାଧା ଉପୁଜିବ..
#ElectionsWithOTV #VoteOdishaVote #BJP #BJD #Congress #Bhubaneswar #OTV
![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
#ଭୋଟ୍_ଓଡ଼ିଶା_ଭୋଟ୍
#ଭୁବନେଶ୍ୱର_ସଂସଦୀୟ_କ୍ଷେତ୍ର
ଠକିବା ମୋ ଡିକ୍ସିନାରିରେ ନାହିଁ । ଜନତା ଲଢ଼ୁଛନ୍ତି ନିର୍ବାଚନ, ଜନତା ଅପରାଜେୟ ରହିବେ: ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ #ElectionsWithOTV #VoteOdishaVote #BJP #BJD #Congress #Bhubaneswar #OTV
![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
#ଭୋଟ୍_ଓଡ଼ିଶା_ଭୋଟ୍
#ଭୁବନେଶ୍ୱର_ସଂସଦୀୟ_କ୍ଷେତ୍ର
ଲୋକଙ୍କ ସହଯୋଗରେ ନିର୍ବାଚନ ଲଢ଼ୁଛି, ମୋର ଦୁର୍ବଳତା ଯଥେଷ୍ଟ ଅର୍ଥ ନାହିଁ: ଭୁବନେଶ୍ୱର ଉତ୍ତର ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର #ElectionsWithOTV #VoteOdishaVote #BJP #BJD #Congress #Bhubaneswar #OTV
![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
#ଭୋଟ୍_ଓଡ଼ିଶା_ଭୋଟ୍
#ଭୁବନେଶ୍ୱର_ସଂସଦୀୟ_କ୍ଷେତ୍ର
ରାଜନୀତି ମୋ କ୍ୟାରିୟର, ଜନସେବା ପେଷା । ଅର୍ଥବଳ ନାହିଁ, ଆନ୍ଦୋଳନରୁ ତିଆରି ହୋଇଛି: କଂଗ୍ରେସର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ୟାସିର ନୱାଜ #ElectionsWithOTV #VoteOdishaVote #BJP #BJD #Congress #Bhubaneswar #OTV
![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
#ଭୋଟ୍_ଓଡ଼ିଶା_ଭୋଟ୍
#ଭୁବନେଶ୍ୱର_ସଂସଦୀୟ_କ୍ଷେତ୍ର
କେବେ ବିପକ୍ଷଙ୍କୁ ଦୁର୍ବଳ ଭାବିନୁ, ଚ୍ୟାଲେଞ୍ଜ ଭାବେ ନେଇଛୁ: ଭୁବନେଶ୍ୱର ମଧ୍ୟ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା #ElectionsWithOTV #VoteOdishaVote #BJP #BJD #Congress #Bhubaneswar #OTV
![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
#ସତ୍ତାର_ସତରଞ୍ଜ
ମୁଖ୍ୟମନ୍ତ୍ରୀ ବନ୍ଧନରେ ଅଛନ୍ତି ? ପୋଲିସ ମହାନିର୍ଦ୍ଦେଶକଙ୍କୁ ବିଜେପିର ଚିଠି ପରେ ରାଜ୍ୟରେ ଚର୍ଚ୍ଚା ଜୋରଦାର । ବରିଷ୍ଠ ସାମ୍ବାଦିକଙ୍କ ମତ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିନପାରି ଆଗରୁ ଦଳ ଛାଡ଼ିଛନ୍ତି ଏକାଧିକ ଶାସକ ଦଳର ନେତା
#OdishaElections2024 #OdishaPolitics #OTV
![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
#ସତ୍ତାର_ସତରଞ୍ଜ
ଓଡ଼ିଶାରେ ବଢ଼ୁଛି କି ନେତା ଓ ଜନତାଙ୍କ ମଧ୍ୟରେ ବ୍ୟବଧାନ ? କାହା ହାତରେ ଓଡ଼ିଶାର ଶାସନ ବ୍ୟବସ୍ଥା ?
#OdishaElections2024 #OdishaPolitics #OTV
![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
ନିର୍ବାଚନ ସମୟରେ ନବୀନ ବନ୍ଦୀ !! ଉଦ୍ଧାର ପାଇଁ DGPଙ୍କୁ ଚିଠି ଲେଖିଲା ବିଜେପି
#BJP #BJD #OdishaElections2024 #OdishaPolitics #NaveenPatnaik #OTV
otvkhabar.in/news/politics/…
![ଓଟିଭି(@otvkhabar) 's Twitter Profile Photo ଓଟିଭି(@otvkhabar) 's Twitter Profile Photo](https://pbs.twimg.com/profile_images/1767051073422761984/oI3CrZUB_200x200.jpg)
ଭେଳିକି ପାଲଟିବ କି ମାଗଣା ବିଜୁଳି, ଭୋଟ୍ ପଶାପାଲିରେ ମାଗଣା ବିଜୁଳି ଥୋପ
#GeneralElection2024 #bjd #freeelectricity #Odisha #OTV