ଓଟିଭି (@otvkhabar) 's Twitter Profile Photo

#ଭୟ_ବଢ଼ାଇଲା_ବିଲବୋର୍ଡ_ଟ୍ରାଜେଡି ମୁମ୍ବାଇ ଘାଟକୋପରରେ ଏକ ପେଟ୍ରୋଲ ପମ୍ପ ଉପରେ ଏକ ବିଶାଳ ବିଲବୋର୍ଡ ଭାଙ୍ଗିପଡ଼ି ୧୪ ଜଣଙ୍କ ଜୀବନ ଯିବା ପରେ, ସାରା ଦେଶରେ ଛନକା । ତେବେ ଏଭଳି ବିପଦସଂକୁଳ ହୋର୍ଡିଂକୁ ନେଇ ଟ୍ୱିନସିଟି ଭୁବନେଶ୍ୱର ଓ କଟକରେ କିଭଳି ରହିଛି ଚିତ୍ର, ସ୍ଥିତି ପରଖିଛି ଓଟିଭି ।... #Bhubaneswar #Odisha #Cuttack #OTV