Adv. Surendra(@surendraod) 's Twitter Profileg
Adv. Surendra

@surendraod

ପେଶାରେ ଜଣେ ଓକିଲ | ଦିଲ୍ଲୀରେ ରୁହେ ପଲ୍ଲୀ ପାଇଁ ଲଢ଼େ

ID:1288848114355286016

calendar_today30-07-2020 14:45:22

2,7K Tweets

160 Followers

170 Following

ଓଟିଭି(@otvkhabar) 's Twitter Profile Photo


-ବିଜେଡି ବିଧାୟକ ସୁଧୀର ସାମଲଙ୍କ ଗିରଫ ଦାବି କଲା ବିଜେପି
-ସିଇଓଙ୍କ ଠାରେ ଦାବି କଲେ ବିଜେପି ଉପସଭାପତି ଗୋଲକ ମହାପାତ୍ର
-ବିଧାୟକ ସାଇକେଲ ବାଣ୍ଟିଥିବା ଅଭିଯୋଗ କରି ଗିରଫ ଦାବି

account_circle
Adv. Surendra(@surendraod) 's Twitter Profile Photo

ୟେ ତାମାନେ ଅଘୋଷିତ ମେଣ୍ଟ, ନିର୍ବାଚନ ଆୟୋଗକୁ ଯିବାକୁ ଢେଙ୍କାନାଳ ବିଜେପି ନେତା ଙ୍କ କୁଣ୍ଠାବୋଧ ।

account_circle
Adv. Surendra(@surendraod) 's Twitter Profile Photo

କିଛି ଏଭଳି ପୋଲିସ୍ ଅଧିକାରୀ ଙ୍କ ଯୋଗୁଁ, ଓଡ଼ିଶା ପୋଲିସ୍ କୁ ସାଧାରଣ ଲୋକେ ବିଜେଡ଼ି ପୋଲିସ୍ କୁହନ୍ତି।
ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ବହିଷ୍କୃତ ହେବା ଆବଶ୍ୟକ ।

Election Commission of India Odisha Police DGP, Odisha Cuttack DM ChiefSecyOdisha Debendra Prusty @

କିଛି ଏଭଳି ପୋଲିସ୍ ଅଧିକାରୀ ଙ୍କ ଯୋଗୁଁ, ଓଡ଼ିଶା ପୋଲିସ୍ କୁ ସାଧାରଣ ଲୋକେ ବିଜେଡ଼ି ପୋଲିସ୍ କୁହନ୍ତି। ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ବହିଷ୍କୃତ ହେବା ଆବଶ୍ୟକ । @ECISVEEP @odisha_police @DGPOdisha @CuttackDM @SecyChief @debendraprusty @
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଶ୍ରୀମନ୍ଦିରରେ କନ୍ଦର୍ପ ଅଧିବାସ
ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏକାଦଶତମ ଯାତ୍ରା, ଦମନକ ଚୋରି ଅନ୍ୟତମ। ଯାତ୍ରାର ଆଦ୍ୟପର୍ବ ହେଉଛି ଶ୍ରୀକନ୍ଦର୍ପ ଦେବଙ୍କ ପଟ୍ଟଚିତ୍ରର ଅଧିବାସ,ଯାହା ଚୈତ୍ର ଶୁକ୍ଲ ଦ୍ଵାଦଶୀ ଦିନ ସଂଧ୍ୟା ଧୂପ ଉତ୍ତାରୁ ଅନୁଷ୍ଠିତ ହୁଏ।

ଶ୍ରୀମନ୍ଦିରରେ କନ୍ଦର୍ପ ଅଧିବାସ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏକାଦଶତମ ଯାତ୍ରା, ଦମନକ ଚୋରି ଅନ୍ୟତମ। ଯାତ୍ରାର ଆଦ୍ୟପର୍ବ ହେଉଛି ଶ୍ରୀକନ୍ଦର୍ପ ଦେବଙ୍କ ପଟ୍ଟଚିତ୍ରର ଅଧିବାସ,ଯାହା ଚୈତ୍ର ଶୁକ୍ଲ ଦ୍ଵାଦଶୀ ଦିନ ସଂଧ୍ୟା ଧୂପ ଉତ୍ତାରୁ ଅନୁଷ୍ଠିତ ହୁଏ।
account_circle
Adv. Surendra(@surendraod) 's Twitter Profile Photo

ଅସହ୍ୟ ଗରମରୁ ମିଳିପାରେ ଆସ୍ବାସ୍ଥି ଏଥର ବଡ଼ଚଣା ରୁ ବର୍ଷା ।

account_circle
Adv. Surendra(@surendraod) 's Twitter Profile Photo

ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କୁ ସମୀର ଙ୍କ ସମର୍ଥକ ଦେଲେ ଖୋଲା ଚ୍ୟାଲେଞ୍ଜ ।
ସୁପ୍ରିମୋ ନଇଁ ବେ ? ନା ନାହିଁ ?

ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କୁ ସମୀର ଙ୍କ ସମର୍ଥକ ଦେଲେ ଖୋଲା ଚ୍ୟାଲେଞ୍ଜ । ସୁପ୍ରିମୋ ନଇଁ ବେ ? ନା ନାହିଁ ?
account_circle
Prashant Sahu 🇮🇳(@suryanandannet) 's Twitter Profile Photo

୩୫ ବର୍ଷ ପୂର୍ବର ଏକ ବିରଳ ଭିଡ଼ିଓ ଦେଖନ୍ତୁ :
ଗୁରୁଜୀ , ଶ୍ରୀମତୀ କୁମକୁମ ମହାନ୍ତି , ସ୍ବର୍ଗତ ରାଖାଲ ମହାନ୍ତି , ଶ୍ରୀମତୀ ମିତାଲି ଚିନାରା, ସ୍ବର୍ଗତ ଭୁବନେଶ୍ୱର ମିଶ୍ରଙ୍କୁ ଗୋଟିଏ ମଂଚରେ ପାଇବେ .

account_circle
SABYASACHI AMITAV(@SpeaksSabya) 's Twitter Profile Photo

ରାଜନୀତି ବଡ଼ ବିଚିତ୍ର: ଓଡ଼ିଶାରେ ବି ବାପ ପୁଅ, ଦାଦା- ଝିଆରୀ, ମାମୁ-ଭଣଜା ଟିକେଟ ପାଇଁ ଭିଡ଼ାଓଟରା ହେଉଛନ୍ତି।

ବାପ-ପୁଅ: ବଦ୍ରି ପାତ୍ର, ଦେବାଶିଷ ପାତ୍ର (ଘଷିପୁରା)
ଦାଦା-ଝିଆରୀ: ପୂର୍ଣଚନ୍ଦ୍ର ବାକା ଓ ଲକ୍ଷ୍ମୀପ୍ରିୟା ନାୟକ (ଚିତ୍ରକୋଣ୍ଡା)...

account_circle
Adv. Surendra(@surendraod) 's Twitter Profile Photo

ଚିକିତ୍ସା ଅବହେଳା ହେତୁ ଶହଶହ ଢେଙ୍କାନାଳ ବାସୀ ପ୍ରାଣ ହରାଇଛନ୍ତି, କେତୋଟି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି !!

account_circle