CHUNDRI HEMBRAM
@sunitah79290
ID: 1807306474064150528
30-06-2024 06:53:58
18 Tweet
2 Takipçi
31 Takip Edilen
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା ପାଇଁ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ, ବରଗଡ଼ ଜିଲ୍ଲା ତରଫରୁ ବରଗଡ଼ MLA Ashwini Kumar Sarangi , ଭଟଲି MLA Irasis Acharya (Modi ka Parivar) , ବିଜେପୁର MLA, ଓ ବରଗଡ଼ ଜିଲ୍ଲାପାଳ ଙ୍କ ଜରିଆରେ ଓଡିଶାର ପ୍ରିୟ ମୂଖ୍ୟମନ୍ତ୍ରୀ Mohan Charan Majhi ଙ୍କୁ ପ୍ରାର୍ଥନା ପତ୍ର ପ୍ରଦାନ କରାଗଲା
CMO Odisha Mohan Charan Majhi Sir we are in a great mental pressure due to delay in our junior teacher schematic appointment. We loss our patience day by day. କେତେ ଦିନ ଅପେକ୍ଷା କରିବୁ ପ୍ରମାଣ ପତ୍ର ଯାଞ୍ଚ ସାରି ୮ମାସ ହେବ ଯଥା ଶୀଘ୍ର ନିଯୁକ୍ତି ପ୍ରଦାନ କରନ୍ତୁ🙏🙏 Aparajita Sarangi, MP,( Lok Sabha) Bhubaneswar Dharmendra Pradhan Nityananda Gond
ଓଡ଼ିଶା ସରକାର କୁ ଲଜ୍ୟା ଲାଗିବା କଥା ପରିସ୍ଥିତି ଏତେ ଅସମ୍ଭାଳ ହେଲାଣି ତଥାପି ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗୁନି 2ବର୍ଷ ହେବ LTR NOTIFICATION ଆସିପାରିଲା ନାହିଁ ଦୟାକରି ଯଥାଶୀଘ୍ର LTR ପୋଷ୍ଟ ବାହାର କରନ୍ତୁ CMO Odisha Mohan Charan Majhi Kanak Vardhan Singh Deo (Modiji Ka Parivar) Suryabanshi Suraj Pravati Parida Nityananda Gond Dharmendra Pradhan
ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ Mohan Charan Majhi ଙ୍କୁ ଆମର ପ୍ରଣାମ 🙏 l ମୁଖ୍ୟମନ୍ତ୍ରୀ ମୋହନ ସାର, 18788 କନିଷ୍ଠ ଶିକ୍ଷକ ମାନଙ୍କୁ ଯୋଜନାଭିତ୍ତିକ ବଦଳରେ ରେଗୁଲାର (ନିୟମିତ) Posting/ ଚାକିରି ଦିଅନ୍ତୁ l ଯାହାକି ଆପଣ ନିର୍ବାଚନ ପୂର୍ବରୁ କହିଥିଲେ । Equal Pay for Equal Work l 🙏 BJP Odisha CMO Odisha Nityananda Gond
ସ୍କୁଲରେ ଶିକ୍ଷକ ନାହାନ୍ତି।କିନ୍ତୁ ଶିକ୍ଷକ ନିଯୁକ୍ତି ଘୋଷଣାରେ ସୀମିତ।Advertisementର ୨ମାସ ପରେ ମଧ୍ୟ Apply ଅନ୍ଧାରରେ। ଆଶାୟୀ ରାଜରାସ୍ତାରୁ ଯାଇ ମେଡିକାଲରେ Mohan Charan Majhi Nityananda Gond Pravati Parida Kanak Vardhan Singh Deo (Modiji Ka Parivar) Manmohan Samal ନିରବ୍ କାହିଁକି NandighoshaTV Naveen Patnaik Prameya Odia EducationOdisha
Creative Educational Idea Mohan Charan Majhi Nityananda Gond Pravati Parida Kanak Vardhan Singh Deo (Modiji Ka Parivar) Manmohan Samal NandighoshaTV Naveen Patnaik @prameyaodia EducationOdisha ଓଡିଶାର ମୁଖ୍ୟମନ୍ତ୍ରୀ & ଶିକ୍ଷାମନ୍ତ୍ରୀ କେବଳ MEDIA ରେ HIGHLIGHT ହେବା ପାଇଁ କହିଲେ ଯେ ଆଗାମୀ LTR ଶିକ୍ଷକ ନିଯୁକ୍ତି ଖୁବଶୀଘ୍ର, ତାହେଲେ ନିଯୁକ୍ତି ବିଜ୍ଞାପନ ଆବେଦନ ତାରିଖ କୁଆଡେ ଗଲା SIR ? CMO Odisha Mohan Charan Majhi EducationOdisha CMO Odisha Abhay ଅଭୟ अभय IPS ( Retd) Nityananda Gond CMO Odisha
CMO Odisha Dharmendra Pradhan Mohan Charan Majhi Aparajita Sarangi, MP,( Lok Sabha) Bhubaneswar Nityananda Gond ଓଟିଭି Narendra Modi ଏଇଟା କଣ ପାଇଁ ନୁହେଁ sir ମାନେ ଉତ୍ତର ରଖିବେ କି