Shubhasmita Sahu
@sahushubhasmita
Social activist
ID: 1143762760376786944
26-06-2019 06:07:46
1,1K Tweet
497 Followers
267 Following
ଛାତ୍ର ଆନ୍ଦୋଳନର ବିଜୟ..... #AIDSO AIDSO, Odisha State Council
ଆସନ୍ତା ୧୭ ଅକ୍ଟୋବର ୨୦୨୩ ବିଭିନ୍ନ ଶିକ୍ଷା ସମସ୍ୟା ସମାଧାନ ଦାବିରେ ଏ ଆଇ ଡି ଏସ୍ ଓ ଆହ୍ୱାନରେ ରାଜ୍ୟସ୍ତରୀୟ ବିଶାଳ ଛାତ୍ର ବିକ୍ଷୋଭକୁ ସଫଳ କରନ୍ତୁ l #AIDSO AIDSO, Odisha State Council
ଆସନ୍ତା ୧୭ ଅକ୍ଟୋବର ୨୦୨୩ ବିଭିନ୍ନ ଶିକ୍ଷା ସମସ୍ୟା ସମାଧାନ ଦାବିରେ ଏଆଇଡିଏସ୍ଓ ଆହ୍ୱାନରେ ରାଜ୍ୟସ୍ତରୀୟ ବିଶାଳ ଛାତ୍ର ବିକ୍ଷୋଭକୁ ସଫଳ କରନ୍ତୁ l #AIDSO AIDSO, Odisha State Council
ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ଓ ମଧ୍ୟମା ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ଅନଲାଇନରେ ସ୍କୁଲକୁ ପଠାଇବା ନିଷ୍ପତ୍ତିକୁ ବିରୋଧ। #AIDSO EducationOdisha CMO Odisha AIDSO, Odisha State Council
ତୁରନ୍ତ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବା , ବନ୍ଦ ହୋଇଥିବା ସମସ୍ତ ସରକାରୀ ସ୍କୁଲ ଖୋଲିବା , ସବୁ ଛାତ୍ରଛାତ୍ରୀ ଙ୍କୁ ଫ୍ରି ବସ୍ ପାସ୍ ଯୋଗାଇଦେବା। CMO Odisha Higher Education Department, Govt. of Odisha 🇮🇳 UGC INDIA #KanakNews #OTVNews #introducedirectstudentsunionelection #AIDSOodishaStatecouncil