AIDSO, Odisha State Council
@aidso_odisha
Official page of Odisha state Council of All India Democratic Students' Organisation. (AIDSO)
ID: 1250846597572788224
http://aidso.in 16-04-2020 18:01:06
272 Tweet
532 Followers
37 Following
#୨୮_ସେପ୍ଟେମ୍ବର_୧୯୪୨_ଭାରତ_ଛାଡ_ଆନ୍ଦୋଳନରେ ବ୍ରିଟିଶ ଫଉଜ ଗୁଳିରେ ଶହୀଦର ମୃତ୍ୟୁବରଣ କରିଥିବା #ରକ୍ତତୀର୍ଥ_ଇରମର_ଶହୀଦ ମାନଙ୍କୁ ଭଦ୍ରକର ଇରମ ଶହୀଦ ସ୍ମୃତି ପୀଠ ଠାରେ #AIDSO ଏବଂ #AIDYO ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି.... #AIDSO #AIDYO AIDSO, Odisha State Council
୯ ଅକ୍ଟୋବର #ଉତ୍କଳମଣି_ଗୋପବନ୍ଧୁ_ଦାସଙ୍କ ୧୪୮ତମ ଜନ୍ମବାର୍ଷିକୀ ଯଥାଯୋଗ୍ୟ ମର୍ଯ୍ୟାଦାର ସହ ପାଳନ କରନ୍ତୁ। #AIDSO AIDSO, Odisha State Council
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ବାର୍ଷିକୀ ତାଙ୍କ ଜନ୍ମ ସ୍ଥାନ ସୁଆଣ୍ଡୋ ଠାରେ ପାଳିତ। #GopabandhuJayanti #AIDSO AIDSO, Odisha State Council
ଦୁର୍ଗାପୁର ମେଡ଼ିକାଲ କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆମର ଦାବି..... #AIDSO गृहमंत्री कार्यालय, HMO India PMO India OTV Kanak News HOME DEPARTMENT - GOVT. OF WEST BENGAL CMO Odisha AIDSO, Odisha State Council
#୭_ଦଶନ୍ଦିର_ସଂଗ୍ରାମ.... #ଶିକ୍ଷା_ସଂସ୍କୃତି_ମନୁଷ୍ୟତ୍ଵର ସୁରକ୍ଷା ପାଇଁ ଦେଶବ୍ୟାପି ଶକ୍ତିଶାଳୀ ଛାତ୍ର ଆନ୍ଦୋଳନ ଗଢ଼ିତୋଳନ୍ତୁ.... ୩୦ ଅକ୍ଟୋବର ଛାତ୍ର ସମାବେଶ କଳା ବିକାଶ କେନ୍ଦ୍ର, କଟକ ଠାରେ ଅନୁଷ୍ଠିତ ହୋଇଯାଇଛି.... #AIDSO #RejectNEP #save_Public_Education AIDSO, Odisha State Council
#Savepubliceducation #Resist_NEP_2020 #୨୮ଡିସେମ୍ବର #୭୨ତମ_ପ୍ରତିଷ୍ଠା_ଦିବସରେ_ଶପଥ_ନିଅ ଶିକ୍ଷା - ସଂସ୍କୃତି - ମାନବତାକୁ ସୁରକ୍ଷା ଦେବା ଏବଂ ସରକାରୀ ଶିକ୍ଷାକୁ ବଞ୍ଚାଇବା ପାଇଁ ଆନ୍ଦୋଳନରେ ଯୋଗ ଦିଅନ୍ତୁ। #AIDSO AIDSO, Odisha State Council facebook.com/share/p/1DUTb8…
ନବଜାଗରଣର ସ୍ରଷ୍ଟା #ବ୍ୟାସକବି_ଫକୀର_ମୋହନ_ସେନାପତିଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି। #AIDSO AIDSO, Odisha State Council
+2 ସାର୍ଟିଫିକେଟ #ମାର୍କ_ସିଟ୍_ଯାଞ୍ଚ_ଫିସ୍_ର_ଦୁଇ_ଗୁଣା_ବୃଦ୍ଧି_ତୁରନ୍ତ_ପ୍ରତ୍ୟାହାର_କର । #AIDSO EducationOdisha CMO Odisha Higher Education Department, Govt. of Odisha 🇮🇳 Prameya News7 Dharitri Live Sambad (ସମ୍ବାଦ) ଓଟିଭି Kanak News AIDSO, Odisha State Council
#ଉଚ୍ଚ_ମାଧ୍ୟମିକ+2ଛାତ୍ର ଛାତ୍ରୀମାନଙ #ସାର୍ଟିଫିକେଟ ଓ ମାର୍କ ସିଟ ଯାଞ୍ଚ ଫିସ୍ ବୃଦ୍ଧି ପ୍ରତ୍ୟାହାର କରିବା #AIDSO CMO Odisha EducationOdisha Higher Education Department, Govt. of Odisha 🇮🇳 Kanak News ଓଟିଭି Sambad (ସମ୍ବାଦ) AIDSO, Odisha State Council
#୨୩ଜାନୁଆରୀ ସ୍ୱାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ବଳିଷ୍ଠତମ ଅଭିବ୍ୟକ୍ତି #ନେତାଜୀ_ସୁଭାଷ_ଚନ୍ଦ୍ର_ବୋଷଙ୍କ ଜୟନ୍ତୀ ଯଥାଯୋଗ୍ୟ ମର୍ଯ୍ୟାଦାର ସହ ପାଳନ କରନ୍ତୁ। #NetajiSubhashChandraBose #AIDSO AIDSO, Odisha State Council
#Save_Public_Education #Resist_NEP_2020 CMO Odisha EducationOdisha Kanak News ଓଟିଭି Sambad (ସମ୍ବାଦ) #AIDSO AIDSO, Odisha State Council
#୨୭_ଫେବୃଆରୀ ସ୍ୱାଧୀନତା ଆନ୍ଦୋଳନର ମହାନ #ଶହୀଦ_ଚନ୍ଦ୍ରଶେଖର_ଆଜାଦଙ୍କ_୯୫ତମ #ଶହୀଦ_ଦିବସକୁ ଯଥାଯୋଗ୍ୟ ମର୍ଯ୍ୟାଦାର ସହ ପାଳନ କରନ୍ତୁ । #AIDSO AIDSO, Odisha State Council
#୧୦_ମାର୍ଚ୍ଚ ମହାନ ସମାଜ ସଂସ୍କାରକ ଓ ନାରୀ ଶିକ୍ଷାର ଅଗ୍ରଦୂତ #ସାବିତ୍ରୀବାଇଫୁଲେ ଙ୍କ ମୃତ୍ୟୁ ଦିବସ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି। #SavitribaiPhule #Womeneducation #AIDSO AIDSO, Odisha State Council
#ଶହୀଦ_ଏ_ଆଜମ୍_ଭଗତ_ସିଂ ଫାଶୀ ଦିବସ ଯଥାଯୋଗ୍ୟ ମର୍ଯ୍ୟଦାର ସହ ପାଳନ କରନ୍ତୁ #bhagatsing #AIDSO AIDSO, Odisha State Council
ରାଜ୍ୟର ସମସ୍ତ ସରକାରୀ #ବିଶ୍ଵବିଦ୍ୟାଳୟରେ କୁଳପତି ସମେତ ଖାଲି ପଡ଼ିଥିବା #ଅଧ୍ୟାପକ_ପ୍ରଫେସର_ଓ_ଶିକ୍ଷା_କର୍ମଚାରୀ_ପଦବୀ_ପୂରଣ ଦାବିରେ #ସାରା_ଓଡ଼ିଶା_ଦାବି_ଦିବସ। Governor Odisha Office of Amit Shah CMO Odisha Anu Garg Higher Education Department, Govt. of Odisha 🇮🇳 #AIDSO AIDSO, Odisha State Council facebook.com/10006472932703…
#୨୯_ମାର୍ଚ୍ଚ ମହାନ ସ୍ୱାଧୀନତା ସଂଗ୍ରାମୀ #ଶହୀଦ_ଲକ୍ଷ୍ମଣ_ନାୟକଙ୍କ ଫାଶୀ ଦିବସ ଯଥାଯୋଗ୍ୟ ମର୍ଯ୍ୟାଦା ର ସହ ପାଳନ କରନ୍ତୁ। #saheedlaxmannayak #AIDSO AIDSO, Odisha State Council