SIDHARTHA RATH
@rath_sidharth
I am a social activists.
ID: 378668790
23-09-2011 16:08:06
4,4K Tweet
686 Followers
581 Following
ଫୁଲେ ଚଳଚିତ୍ର କଟକ ରେ ତଥା ଓଡ଼ିଶାର ସମସ୍ତ ଜିଲ୍ଲାରେ ରିଲିଜ କରିବାକୁ ତୁରନ୍ତ ଉଦ୍ୟମ ନିଆଯାଉ। #phulemovie #Phule ODIA FILM CRITICS ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Odia Movie Database
ଏଆଇଡିଏସଓ ତରଫରୁ ଆସନ୍ତା କାଲି ୧୭ ଜୁଲାଇ ସାରା ଓଡ଼ିଶା ଛାତ୍ର ଧର୍ମଘଟ #JusticeForSoumyashree #17July_AllOdisha_StudentsStrike #AIDSO Kanak News ଓଟିଭି NandighoshaTV News18 India Kalinga TV Samaja Live Sambad (ସମ୍ବାଦ) Dharitri Live Prameya News7
ପୁରୀ ବଳଙ୍ଗା ଥାନା ଅଂଚଳର ଜନୈକା ଛାତ୍ରୀଙ୍କୁ ପୋଡି ମାରିବାକୁ ଉଦ୍ୟମ କରିଥିବା ଦୁର୍ବୁତ୍ତମାନଙ୍କୁ ତୁରନ୍ତ ଗିରଫ କର - ଏଆଇଡିଏସଓ Kanak News Prameya News7 ଓଟିଭି Sambad (ସମ୍ବାଦ) Samaja Live AIDSO, Odisha State Council @prameyaodia Dharitri Live ପ୍ରଗତିବାଦୀ Sakala News Odisha Nitidina Prajatantra
ରାଜ୍ୟରେ ତୁରନ୍ତ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବା ଦାବିରେ ଏଆଇଡିଏସ୍ଓ, ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । #We_Demand_Direct_students_union_election #AIDSO AIDSO, Odisha State Council
#AIDSO #Say_No_to_ITEP #Say_No_to_IntegratedTeacherEducationProgram CMO Odisha Higher Education Department, Govt. of Odisha 🇮🇳 Prameya News7 Dharitri Live UGC INDIA Sambad (ସମ୍ବାଦ) ଓଟିଭି Kanak News
ସ୍ଵାଧୀନତା ଆନ୍ଦୋଳନର ଆପୋଷହୀନଧାରାର ମହାନ ବିପ୍ଳବୀ #ପ୍ରୀତିଲତା_ୱାଦେଦାରଙ୍କ_ଶହୀଦ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି... #AIDSO AIDSO, Odisha State Council
ଭାରତୀୟ ନବଜାଗରଣର ପୁରୋଧା #_ରାଜା_ରାମ_ମୋହନ_ରାୟ ଙ୍କ ମୃତ୍ୟୁ ବାର୍ଷିକୀ ଉପଲକ୍ଷେ ଗଭୀର ଶ୍ରଦ୍ଧାଞ୍ଜଳି #AIDSO AIDSO, Odisha State Council
ସମସ୍ତେ ଯୋଗ ଦିଅନ୍ତୁ Press Trust of India Kanak News ଓଟିଭି @prameyaodia
#Savepubliceducation #Resist_NEP_2020 #୨୮ଡିସେମ୍ବର #୭୨ତମ_ପ୍ରତିଷ୍ଠା_ଦିବସରେ_ଶପଥ_ନିଅ ଶିକ୍ଷା - ସଂସ୍କୃତି - ମାନବତାକୁ ସୁରକ୍ଷା ଦେବା ଏବଂ ସରକାରୀ ଶିକ୍ଷାକୁ ବଞ୍ଚାଇବା ପାଇଁ ଆନ୍ଦୋଳନରେ ଯୋଗ ଦିଅନ୍ତୁ। #AIDSO AIDSO, Odisha State Council facebook.com/share/p/1DUTb8…
+2 ସାର୍ଟିଫିକେଟ #ମାର୍କ_ସିଟ୍_ଯାଞ୍ଚ_ଫିସ୍_ର_ଦୁଇ_ଗୁଣା_ବୃଦ୍ଧି_ତୁରନ୍ତ_ପ୍ରତ୍ୟାହାର_କର । #AIDSO EducationOdisha CMO Odisha Higher Education Department, Govt. of Odisha 🇮🇳 Prameya News7 Dharitri Live Sambad (ସମ୍ବାଦ) ଓଟିଭି Kanak News AIDSO, Odisha State Council
#ଉଚ୍ଚ_ମାଧ୍ୟମିକ+2ଛାତ୍ର ଛାତ୍ରୀମାନଙ #ସାର୍ଟିଫିକେଟ ଓ ମାର୍କ ସିଟ ଯାଞ୍ଚ ଫିସ୍ ବୃଦ୍ଧି ପ୍ରତ୍ୟାହାର କରିବା #AIDSO CMO Odisha EducationOdisha Higher Education Department, Govt. of Odisha 🇮🇳 Kanak News ଓଟିଭି Sambad (ସମ୍ବାଦ) AIDSO, Odisha State Council
ଆସନ୍ତା କାଲି ପରୀକ୍ଷା ନିୟମାବଳୀ କୋଉ ଭାଷାରେ ବୁଝା ପଡୁନି। ଯଦି ଓଡ଼ିଆ ତେବେ ଧନ୍ୟ ସେ ଓଡ଼ିଆ ଅସ୍ମିତା କୁ CMO Odisha Kanak News Kanak News Press Trust of India Sambad (ସମ୍ବାଦ) Samaja Live
#Save_Public_Education #Resist_NEP_2020 CMO Odisha EducationOdisha Kanak News ଓଟିଭି Sambad (ସମ୍ବାଦ) #AIDSO AIDSO, Odisha State Council
ରାଜ୍ୟର ସମସ୍ତ ସରକାରୀ #ବିଶ୍ଵବିଦ୍ୟାଳୟରେ କୁଳପତି ସମେତ ଖାଲି ପଡ଼ିଥିବା #ଅଧ୍ୟାପକ_ପ୍ରଫେସର_ଓ_ଶିକ୍ଷା_କର୍ମଚାରୀ_ପଦବୀ_ପୂରଣ ଦାବିରେ #ସାରା_ଓଡ଼ିଶା_ଦାବି_ଦିବସ। Governor Odisha Office of Amit Shah CMO Odisha Anu Garg Higher Education Department, Govt. of Odisha 🇮🇳 #AIDSO AIDSO, Odisha State Council facebook.com/10006472932703…