Mr.Neel (@royalmanojnayak) 's Twitter Profile
Mr.Neel

@royalmanojnayak

Mr.Neel
Social worker 🙏🏼
Stay safe 🙏🏼🙏🏼

ID: 1195642660167380993

calendar_today16-11-2019 10:01:08

939 Tweet

126 Followers

1,1K Following

Mr.Neel (@royalmanojnayak) 's Twitter Profile Photo

👍🏼👍🏼👍🏼Success is often the result of taking a misstep in the right direction.... #HappyDeepavali ALL OF YOU #StayPositive #StaySafeStayHealthy #working times #officefun 🙏🏼🙏🏼🙏🏼

👍🏼👍🏼👍🏼Success is often the result of taking a misstep in the right direction....

#HappyDeepavali ALL OF YOU
#StayPositive
#StaySafeStayHealthy
#working times
#officefun
🙏🏼🙏🏼🙏🏼
Mr.Neel (@royalmanojnayak) 's Twitter Profile Photo

##ବହୁତ ଦିନ ପରେ ଇଚ୍ଛା ହେଲା ତାଡିଆ ଟିକେ ଖାଇବା ପାଇଁ... ସେଥିପାଇଁ ମାର୍କେଟ ରୁ ଆଣିଥିଲି,,ଦୁଃଖ ର କଥା ହେଲା ମିଠା ଖାଇପାରିଲି ନାହିଁ...😪😪 ##ମିଠା👌🏻👌🏻 #ଟେଷ୍ଟ 🙃🙃🙃

##ବହୁତ ଦିନ ପରେ ଇଚ୍ଛା ହେଲା ତାଡିଆ ଟିକେ ଖାଇବା ପାଇଁ... ସେଥିପାଇଁ ମାର୍କେଟ ରୁ ଆଣିଥିଲି,,ଦୁଃଖ ର କଥା ହେଲା ମିଠା ଖାଇପାରିଲି ନାହିଁ...😪😪

##ମିଠା👌🏻👌🏻
#ଟେଷ୍ଟ 🙃🙃🙃
Mr.Neel (@royalmanojnayak) 's Twitter Profile Photo

How about better customer service feedback quick deliveries and better food? Why do we have to wait hours for a delivery that arrives cold and the food is overcooked and burned??? How to guarantee 30mnt..delivered???

Mr.Neel (@royalmanojnayak) 's Twitter Profile Photo

ଦୟାକରି ନାଳର ସ୍ଲାବ ଟିକୁ ପକାଇବାକୁ ଅନୁରୋଧ,ଯାହା ଫଳରେ ଦୋକାନ ଟିକୁ ଯିବା ଆସିବା ପାଇଁ ଅସୁବିଧା ହେଉଅଛି @Puri_Official CMO Odisha Debendra Subudhi ଦେବରାଜ ଦାସ 🇮🇳

ଦୟାକରି ନାଳର ସ୍ଲାବ ଟିକୁ ପକାଇବାକୁ ଅନୁରୋଧ,ଯାହା ଫଳରେ ଦୋକାନ ଟିକୁ ଯିବା ଆସିବା ପାଇଁ ଅସୁବିଧା ହେଉଅଛି @Puri_Official <a href="/CMO_Odisha/">CMO Odisha</a> <a href="/DebendraSubudh1/">Debendra Subudhi</a> <a href="/DebarajDas10/">ଦେବରାଜ ଦାସ 🇮🇳</a>
Mr.Neel (@royalmanojnayak) 's Twitter Profile Photo

ମହା ବିଷୁବ ପଣା ସଂକ୍ରାନ୍ତି ରେ ମଧ୍ୟାହ୍ନ ଭୋଜନ ର ପ୍ରସ୍ତୁତି... 😊 ଖେଚୁଡ଼ି,ଡାଲମା, ପାମ୍ପଡ଼, ପୋଟଳ ଆଳୁ ଚିପ୍ସ, କାକୁଡି ଲେମ୍ବୁ ପାଣି ତା ସହିତ ମୋର ପ୍ରିୟ ପସନ୍ଦ ଆଳୁ ଚକଟା...

🙏🙏🎉🎉💐💐ଗଣେଶ ପୂଜା ର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏🙏🎉🎉💐

🙏🙏🎉🎉💐💐ଗଣେଶ ପୂଜା ର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏🙏🎉🎉💐
Mr.Neel (@royalmanojnayak) 's Twitter Profile Photo

ପ୍ରଭୁ ଶ୍ରୀ ବଜରଙ୍ଗୀ ଙ୍କର ନାଗାର୍ଜୁନ ବେଶ 🙏🙏 ଜୟ ଶ୍ରୀରାମ 💐💐💐

ପ୍ରଭୁ ଶ୍ରୀ ବଜରଙ୍ଗୀ ଙ୍କର ନାଗାର୍ଜୁନ ବେଶ 🙏🙏
ଜୟ ଶ୍ରୀରାମ 💐💐💐
Mr.Neel (@royalmanojnayak) 's Twitter Profile Photo

💐🎉💐ନୂତନ ବର୍ଷର ଅଭନନ୍ଦନ 💐🎉💐 ଇଂରାଜୀ ନୂତନ ବର୍ଷର ଶୁଭେଚ୍ଛା ଏବଂ ଶୁଭକାମନା । ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରୁଛି ନୂତନ ବର୍ଷ ଟି ସମସ୍ତଙ୍କ ପାଇଁ ସୁଖ , ଶାନ୍ତି ,ଏବଂ ସଫଳତା ର ବର୍ଷ ହେଉ। HAPPY NEW YEAR 2026

💐🎉💐ନୂତନ ବର୍ଷର ଅଭନନ୍ଦନ 💐🎉💐
ଇଂରାଜୀ  ନୂତନ ବର୍ଷର ଶୁଭେଚ୍ଛା  ଏବଂ ଶୁଭକାମନା । ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରୁଛି  ନୂତନ ବର୍ଷ ଟି ସମସ୍ତଙ୍କ ପାଇଁ ସୁଖ , ଶାନ୍ତି ,ଏବଂ ସଫଳତା ର ବର୍ଷ ହେଉ।

HAPPY NEW YEAR 2026